ଧନୁ ରାଶିର ଜୁନ ମାସର ମାନସିକ ରାଶିଫଳ, ଶିକ୍ଷା, ବ୍ୟାପାର, ପ୍ରେମ, ବିବାହ, ଦାମ୍ପତ୍ୟ ଜୀବନ କିପରି ରହିବ ଜାଣନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଧନୁ ରାଶିର ମାସିକ ରାଶିଫଳ, ଏହି ମାସିକ ରାଶିଫଳ ଗ୍ରହଙ୍କର ସ୍ଥିତି ଏବଂ ଚଳନକୁ ନେଇ ଆଧାରିତ , ଏହି ଗ୍ରହଙ୍କର ଚଳନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେତେବେଳେ ଦୁଃଖ ଆସେ ତ କେତେବେଳେ ସୁଖ ଆସେ , ସେଥିପାଇଁ ଗ୍ରହଙ୍କର ସ୍ଥିତିକୁ ନେଇ ପାରିଵାରିକ ସ୍ଥିତ , ଆର୍ଥିକ ସ୍ଥିତି , ବ୍ୟବସାୟ , ଓ ଶିକ୍ଷା ବିଷୟରେ କହିବାକୁ ଯାଉଛୁ , ଧନୁ ରାଶିର ଡିସେମ୍ବର ମାସଟି କେୟରିୟ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଫଳ ଦାୟକ ଅଟେ , ଏହି ମାସରେ ଆପଣଙ୍କ ଜୀଵନ ସକରାତ୍ମକ ଦିଗରେ ଅଗ୍ରସର କରିବ ,

ତେବେ ପ୍ରଥମେ ଆମେ ଜାଣିବା ଧନୁ ରାଶିର ଵ୍ୟକ୍ତି ମାନଙ୍କର ସ୍ଵଭାବ ବିଷୟରେ , ଏମାନେ ଅତ୍ୟଧିକ ସଂବେଦନଶୀଳ ହୋଇଥାନ୍ତି , ଏମାନେ ବୁଦ୍ଧି ଅପେକ୍ଷା ହୃଦୟରୁ ଅଧିକ ଚିନ୍ତା କରିଥାନ୍ତି , ଏମାନେ ଚଞ୍ଚଳ, ଲାଜକୁଳା ସ୍ଵଭାବର ହୋଇଥାନ୍ତି ,ବେଳେ ବେଳେ ପିଲାମାନଙ୍କ ପରି ଅତି ସରଳ ପ୍ରତିତ ହୋଇଥାନ୍ତି , ଏମାନଙ୍କର ଆନ୍ତରିକ ସ୍ଵଭାବ ଅତ୍ୟନ୍ତ ସୈମ୍ୟ ହୋଇଥାଏ , ଏହି ରାଶିରେ ଜନ୍ମିତ ହୋଇଥିବା ଵ୍ୟକ୍ତି ବହୁତ ଵିଶ୍ଵାସୀ ଓ ସହନଶୀଳ ହୋଇଥାନ୍ତି , ଅତ୍ୟଧିକ ସଂବେଦନଶୀଳ ହୋଇଥିବା କରାଣରୁ ଏମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟ ହୋଇଥାଏ , ଏମାନେ କୋମଳ ଓ ଅନ୍ୟକୁ ସୁରକ୍ଷା ଦେବା ପରି ଲୋକ ହୋଇଥାନ୍ତି , ଏହି ରାଶିର ଵ୍ୟକ୍ତି ଛୋଟ ଛୋଟ କଥାକୁ ହୃଦୟକୁ ନେଇପାରନ୍ତି , ଏମାନେ ଅଧିକ ଅନ୍ତରମୁଖି ହୋଇଥିବାରୁ ଏମାନଙ୍କର ଭାଵନା ଲୁଚାଇବାକୁ ପ୍ରୟାସ କରିଥାନ୍ତି , ବୃଷ ରାଶିର ଲୋକମାନେ ଅନ୍ୟର ଭାଵନାକୁ ଜାଣିବାରେ ଏକ ବିଶେଷ ପ୍ରତିଭା ରଖିଥାନ୍ତି , ଏମାନେ କାହାକୁ ଭଲ ପାଇବା କୈାଣସି ସାଧାରଣ କଥା ନୁହେଁ , ଏମାନେ ସର୍ବଦା ସଚ୍ଚୋଟ ଓ ବିଶ୍ବାସୀ ହୋଇଥାନ୍ତି, ଏମାନଙ୍କ ମଧ୍ୟରେ ସଂଵନ୍ଧ ଦୀର୍ଘ ସ୍ଥାୟୀ ହୋଇଥାଏ , ଏମାନେ ନିଜ ସାଥି ପାଇଁ କିଛି ବି କରିପାରନ୍ତି , ଏମାନେ ନିଜ ଜୀବନ ସାଥି ପାଇଁ ବହୁତ ଵିଶ୍ଵାସୀ ହୋଇଥାନ୍ତି , ସଂପର୍କ ଏମାନଙ୍କ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ , ଏମାନଙ୍କର ସର୍ବଦା ନିଜ ପରିବାରର ଚିନ୍ତା ରହିଥାଏ , ପରିବାର ଠାରୁ ଅଧିକ ଦୂରକୁ ଯିଵା ପସନ୍ଦ ହୋଇନଥାଏ ,

rasi4
ଧନୁ ରାଶିର ଲୋକଙ୍କ ମନରେ ବିଚଳିତ ରହିବ | ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଦିନ ହେବାକୁ ଯାଉଛି କାରଣ ଆପଣ ଏହି ଦିନ ଆପଣଙ୍କର ପ୍ରିୟ ବନ୍ଧୁମାନଙ୍କୁ ଭେଟି ପାରିବେ | ଏହି ମିଟିଂ ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ | ଆଜି ତୁମେ ତୁମର ସାଙ୍ଗମାନଙ୍କ ସହିତ ବିଶେଷ ସୂଚନା ପାଇବାକୁ ଯାଉଛ | ଆଜି ତୁମେ ତୁମର ଦାୟିତ୍ଵ ପାଇବାକୁ ଯାଉଛ | ଏଥିସହ, ଯଦି ଆପଣ ଜଣେ ଛାତ୍ର ତେବେ ଆପଣ ଏଥିରେ ବିଶେଷ ସୁବିଧା ପାଇବାକୁ ଯାଉଛନ୍ତି | ଆପଣ ପିତାମାତାଙ୍କ ସମର୍ଥନ ପାଇବେ | ପାରିବାରିକ ଜୀବନ ସୁଖୀ ହେବ |

ଆପଣ ନିଜ ବୁଦ୍ଧି ଵଳରେ ବ୍ୟବସାୟରେ ସାମାନ୍ୟରୁ ଅଧିକ ଲାଭ ବାନ ହେବେ , ଆପଣଙ୍କୁ ନିଜ କ୍ରୋଧ ଉପରେ ବିଶେଷ ନିୟନ୍ତ୍ରଣ ରଖିବାକୁ ହେବ , ଆପଣଙ୍କୁ ନିଜ କାର୍ଯ୍ୟ ସ୍ଥଳ ବା ଉଚ ନିଚର ସାମ୍ନା କରିବାକୁ ପଡ଼ିବ , ଧନୁ ରାଶିର ବିବାହିତା ଵ୍ୟକ୍ତି ପାଇଁ ମାସଟି ସାମାନ୍ୟ ରହିବ , କିନ୍ତୁ ମାସଟି ପାରିବାରିକ ଦୃଷ୍ଟିରୁ ଉତ୍ତମ ରହିବ କାରଣ ଏହି ମାସରେ ଗୃହ କାର୍ଯ୍ୟ ରେ କୈାଣସି ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ରହିଛି , ପ୍ରେମ ସମ୍ବନ୍ଧରେ ମଧ୍ୟ ପୂର୍ବରେ ଥିବା ମତାମତକୁ ଦୂର କରିବାରେ ସକ୍ଷମ ହେବେ , ଏକା ଥିବା ଵ୍ୟକ୍ତି ମଧ୍ୟ ଜୀବନରେ ନୂତନ ଉର୍ଜାର ଅନୁଭଵ କରିବେ , ଆର୍ଥିକ ଦୃଷ୍ଟିକୋଣରୁ ଦେଖିଲେ ଆପଣଙ୍କୁ ଭାଗ୍ୟର ପୁର୍ଣ୍ଣ ସମର୍ଥନ ପ୍ରାପ୍ତି ହେବ , ଯାହାଫଳରେ ବ୍ୟବସାୟ ବର୍ଗଙ୍କୁ ନିଜ ବ୍ୟବସାୟ ବୃଦ୍ଧି କରିବାରେ ପୁର୍ଣ ସମର୍ଥନ ମିଳିବ , ଚାକିରି କରୁଥିଵା ଵ୍ୟକ୍ତି ଏବଂ ବ୍ୟବସାୟରେ ଲାଭ ମିଳିବ , ଆପଣଙ୍କ ଆୟରେ ବୃଦ୍ଧି ଘଟିଵ , ସ୍ଵାସ୍ଥ୍ୟ ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ । ତେବେ ଏହା ଥିଲା ଧନୁ ରାଶିର ଜୁନ ମାସର ମାସିକ ରାଶିଫଳ । ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *