ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ସୋରିଷ ତେଲରେ ଶନି ଦେବଙ୍କୁ ଅଭିଷେକ କରନ୍ତୁ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ବିଷୟରେ ଅଧିକ କିଛି।ଶନି କୁପରୂ ରକ୍ଷା ପାଇବା ପାଇଁ ଲୋକମାନେ ବହୁତ କିଛି କରିଥାନ୍ତି। ଯଦି କାହା ଉପରେ ଶନିଙ୍କର କୂପ ଦୃଷ୍ଟି ପଡ଼ିଯାଏ ତେବେ ତା ଜୀବନରେ ଅନ୍ଧକାର ମାଡିଆସେ। ଏଵଂ ଜୀବନରେ ମରିବା ଵଞ୍ଚିବା ସମାନ ହୋଇଯାଏ।
ଯଦି ଆଉ କାହା ଉପରେ ଶନିଙ୍କ କୃପା ଦୃଷ୍ଟି ପଡ଼ିଯାଏ ତେବେ ତା ଜୀବନରେ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ଦୂର ହୋଇଯିବ ଏବଂ ସେ ସବୁ ବେଳେ ଖୁସିରେ ରହିଵ। ଶନି ଦେବଙ୍କୁକୌଣସି ବ୍ୟକ୍ତି ସନ୍ତୁଷ୍ଟ କରିବା ଏତେ ସହଜ ନୁହେଁ। ଶନି ଦେବଙ୍କୁ ପ୍ରଥମେ ସୋରିଷ ତେଲ ହନୁମାନ ଅର୍ପଣ କରିଥିଲେ। ରାମାୟଣ ପ୍ରଥା ଅନୁସାରେ ଥରେ ଶନିଦେଵଙ୍କୁ ରାବଣ ଵନ୍ଧି କରିଥିଲେ। ଯେତେ ବେଳେ ହନୁମାନ ମାତା ସୀତାଙ୍କୁ ଖୋଜିବାକୁ ଲଙ୍କା ଗଲେ ସେତେବେଳେ ସେ ଦେଖିଲେ ଯେ ଶନି ଦେବଙ୍କୁ ଲଙ୍କାଧି ପତି ରାବଣ ଵନ୍ଧି କରିଥିଲେ।
ହନୁମାନଙ୍କୁ ଦେଖି ଶନି ଦେବ ନିଜକୁ ରକ୍ଷା କରିବା ପାଇଁ କହିଲେ। ଏଵଂ ହନୁମାନ ଶନି ଦେବଙ୍କୁ ରକ୍ଷା କରିବା ପାଇଁ ଦୂରକୁ ଫିଙ୍ଗି ଦେଲେ।ଶନିଙ୍କୁ ଫିଙ୍ଗି ଦେବା ବେଳେ ଶନିଦେଵଙ୍କୁ ବହୁତ ଆଘାତ ହୋଇଥିଲା। ଶନି ଦେବଙ୍କ କ୍ଷତଦେଖି ହନୁମାନ ତାଙ୍କ କ୍ଷତରେ ସୋରିଷ ତେଲ ଲଗାଇ ଦେଲେ । ଶନି ଦେବଙ୍କୁ ବହୁତ ଆରାମ ଲାଗିଲା। ଏହି ଘଟଣା ପରେ ଶନି ଦେବଙ୍କୁ ତେଲ ଅର୍ପଣ କରିବା ପ୍ରତ୍ୟେକ ବ୍ୟକ୍ତି ଜାଣିପାରିଲେ।ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରିବା ଗୋଟିଏ ଉପାୟ ହୋଇଗଲା।
ଯେଉଁ ବ୍ୟକ୍ତିଶନି ଦେବଙ୍କୁ ତେଲ ଅର୍ପଣ କରେ ତା ଜୀବନରେ ସଵୁକିଛି କଷ୍ଟ ଦୂର ହୋଇଯିବ। ଏଵଂ ସେ ଵହୁତ ଖୁସିରେ ଆଉ ମଧ୍ୟ ତା ଜୀବନରେ ସମସ୍ୟା ରହିବ ନାହିଁ। ଶନି ଦେବ ହେଉଛନ୍ତି ସାକ୍ଷାତ ଭଗବାନ।ସେ ଚାହିଁଲେ ମଣିଷ ଜୀବନର ଭାଗ୍ୟ ବଦଳି ଯିବ।ସେ ଚାହିଁଲେ ମଣିଷ ଜୀବନର ଅସୁବିଧା ଆସିବ। ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |