ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣିଛେ କି ପ୍ରତ୍ୟେକ ରାଶି ର ପରିବର୍ତନ ରୁ ହିଁ ଆମ ଜିବନ ଉପରେ ବହୁତ ପ୍ରକାରର ପ୍ରଭାବ ପଡି ଥାଏ । ଏବଂ ଏହି ମଧ୍ୟ ରେ କିଛି ରାଶି ମାନଙ୍କ ଉପରେ କିଛି ଭଗବାନ ଙ୍କର ଆଷିଶ ପଡି ରହି ଥାଏ । ଏବଂ ସେମାନ ଙ୍କ ଉପରେ ଧନ ର ବର୍ଷା ହୋଇ ଥାଏ । ତେବେ ଆମେ ଆପଣ ମାନଙ୍କୁ ଏହି ସବୁ କହିବାର କାରଣ ହେଲା କି ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ରାଶି ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କ ଉପରେ ଏହି ଦିନ ରେ ଶ୍ରୀକୃଷ୍ଣ ଙ୍କର ଆଶିଷ ରହିବା ପାଇଁ ଯାଉଛି ଏବଂ ଏମାନଙ୍କୁ ଏହି ଦିନ ରେ ବହୁତ ଧନ ର ପ୍ରାପ୍ତି ହେବାକୁ ଯାଉଛି । ତେବେ ଆସନ୍ତୁ ଆମେ ସେହି ସବୁ ରାଶି ବିଷୟରେ ଜାଣିବା ।
ପ୍ରଥମେ ରହିଛି ମିଥୁନ ରାଶିି ଏମାନଙ୍କ ଉପରେ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ କୃଷ୍ଣଙ୍କ ଆଶିଷ ରହିଛି ଏବଂ ଏମାନେ ଏହି ଦିନ ରେ ସାମାଜିକ ସ୍ଥରରେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୋୟଗ କରି କାର୍ଯ୍ୟ ହାସଲ କରିବେ ।
ଦୁଇ ନମ୍ବର ରେ ହେଲା ବୃଷ ରାଶି । ଏହି ରାଶିିର ବ୍ୟକ୍ତି ଙ୍କର ଉପରେ ଭଗବାନ ଶ୍ରୀ କୃଷ୍ଣ ଙ୍କର କୃପାଦୃଷ୍ଟି ସବୁ ବେଳେ ରହିବା ପାଇଁ ଯାଉଛି । ଏମାନେ ଅଧିକାରୀ ଙ୍କ ଠାରୁ ସହଯୋଗ ପାଇଁ କାର୍ଯ୍ୟ ପୂୂରଣ କରିବେ । ଦକ୍ଷ ଏବଂ କ୍ଷେମତା ପାଇଁ ଏମାନେ ଯଥା ପ୍ରାପ୍ତି ସମ୍ଭାଦ ସୁଣିବେ । ଏମାନଙ୍କ ସବୁ ସମସ୍ୟା ଦୂର ହେବ ।