5

ଜୁଲାଇ ମାସରେ ଏହି ରାଶି ମାନଙ୍କ ଭାଗ୍ୟ ବଦଳିବ ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିରୁ ଏପ୍ରିଲ ମାସ ବିଶେଷ ହେବାକୁ ଯାଉଛି । ବାସ୍ତବରେ, ଏହି ମାସରେ ଅନେକ ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଏହା ବ୍ୟତୀତ ନକ୍ଷତ୍ରଗୁଡିକ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛନ୍ତି । ଗ୍ରହ ଏବଂ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିର ଚିହ୍ନ ଉପରେ ରହିବ । ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ହେତୁ କେତେକ ରାଶିର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଯେତେବେଳେ କି କେତେକ ରାଶିର ଲୋକଙ୍କ ଆର୍ଥିକ ଏବଂ ମାନସିକ ସମସ୍ୟା ଦୂର ହୋଇପାରିବ ।

ତେବେ ଆଜି ଆମେ ଜାଣିବା ୨୦୨୨ ଜୁଲାଇ ମାସର ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ , ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ ,
ଏହି ଗ୍ରହର ପରିବର୍ତ୍ତନ ଜୁଲାଇ ୧ ତାରିଖରୁ ପଡ଼ିବାକୁ ଯାଉଛି ଯାହାଫଳରେ ଏହି ରାଶିର ଲୋକମାନଙ୍କ ଉପରେ ଅଚାନକ ଧନର ବର୍ଷା , ଏମାନଙ୍କର ଭାଗ୍ୟ ସୁନା ପରି ଚମକିଵାକୁ ଯାଉଛି , ତେବେ

ପ୍ରଥମ ରାଶି ହେଉଛି ବୃଷ ରାଶି ଏହି ରାଶି ମାନଙ୍କ ଉପରେ ହଠାତ ଧନର ଲାଭ ହେବାକୁ ଯାଉଛି , ରାଶିର ଲୋକମାନଙ୍କର ହଠାତ୍ ଭାଗ୍ୟ ଚମକିଵାକୁ ଯାଉଛି ଏହି ରାଶିମାନଙ୍କ ଉପରେ ହଠାତ୍ ଖୁସି ଖବର ମିଳିବାକୁ ଯାଉଛି , ଏମାନେ ବର୍ତମାନ ସଫଳ ଜୀଵନ ଅତିବାହିତ କରିବେ , ଏମାନଙ୍କ ଜୀବନରେ ଖରାପ ସମୟ ଶେଷ ହେବାକୁ ଯାଉଛି ଓ ଧନର ଆଗମନ ହେବ , ଯାହାଫଳରେ ଏହି ରାଶିର ଲୋକମାନଙ୍କର କେବଳ ଲାଭ ଦେଖିବାକୁ ମିଳିଵ , ଏମାନଙ୍କ ଜୀବନର ପ୍ରାୟତଃ ସବୁ ସମସ୍ଯା ପ୍ରଭୁ ହନୁମାନଙ୍କ କୃପାରୁ ସମାପ୍ତ ହୋଇଯିବ ,

rasi4

ଦ୍ଵିତୀୟ ହେଲା ମିଥୁନ ରାଶି , ମିଥୁନ ରାଶିର ଵ୍ୟକ୍ତି ବିଶେଷଙ୍କୁ ଖୁଵ ଲାଭ ମିଳିବାକୁ ଯାଉଛି ଏମାନଙ୍କୁ ସୁଖ ସମୃଦ୍ଧି ବୃଦ୍ଧି ହେବାକୁ ଅଛି , ଏମାନଙ୍କୁ ଉପଯୁକ୍ତ ପରିଶ୍ରମର ଉପଯୁକ୍ତ ଫଳ ମଧ୍ୟ ପ୍ରପ୍ତି ହେବ , ତେବେ ନିଶ୍ଚିତ ଜାଣିବା ସେହି ରାଶିମାନଙ୍କ ବିଷୟରେ , ଏହି ସମୟ ସୀମା ମଧ୍ୟରେ ଏମାନଙ୍କୁ କିଛି ଉପହାର ମଧ୍ୟ ମିଳିବାକୁ ସମ୍ଭାବନା ମଧ୍ୟ ରହିଅଛି , ଚାକିରି କ୍ଷେତ୍ରରେ ଲାଭ ଅର୍ଜନ କରିବେ , ନୂଆ ବ୍ୟାପାର ମଧ୍ୟ ଆରମ୍ଭ କରିବେ ,ଆପଣ ନିଶ୍ଚିତ ଭାବେ ଭଗଵାନ ହନୁମାନଙ୍କ ଚାଳିଶା ପାଠ କରନ୍ତୁ ଆପଣଙ୍କୁ ଶୁଭ ଫଳ ମିଳିବ ,

ତୃତୀୟ ହେଲା ସିଂହ ରାଶି , ସିଂହ ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଖୁସି ଖବର , ଏମାନଙ୍କ ଉପରେ ଭଗଵାନ ହନୁମାନଙ୍କ କୃପା ରହିବା କାରଣରୁ ଏମାନଙ୍କର ଭଲ ସମୟ ଆସିବାକୁ ଯାଉଛି , ମାଁ ଦୂର୍ଗା ଙ୍କ ଆଶିର୍ବାଦ କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ , ସଫଳତା ଆପଣମାନଙ୍କୁ ନିଶ୍ଚିତ ମିଳିବ , ଆପଣଙ୍କର ଯେଉଁ ସବୁ ସମସ୍ଯା ଥିଲା ସବୁ ଅନ୍ତ ହେବାକୁ ଯାଉଛି ।

rasi1

ଚତୁର୍ଥ ହେଲା ଧନୁ ରାଶି , ଧନୁ ରାଶିର ଲୋକମାନଙ୍କୁ ପରିବାର ସହଯୋଗ ମିଳିବ , ଏମାନଙ୍କୁ ଧନ ପ୍ରାପ୍ତି ହେବ , ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ମନ ଲାଗିବ , ଚାକିରିର ପ୍ରସ୍ତାବ ଆସିପାରେ , ଆପଣଙ୍କୁ ଆପଣଙ୍କର ମନ ଵାଛିଥିବା ଜୀଵନ ସାଥି ମିଳିବ , ଆପଣଙ୍କ ପାଇଁ ଏହି ମାସଟି ଖୁସିରେ କଟିବ,
ପଞ୍ଚମ ରାଶି ହେଉଛି ତୁଳା ରାଶି , ଏହି ରାଶିର ଲୋକମାନଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ ଆଶିର୍ବାଦ ପ୍ରାପ୍ତ ହେବ , ଆପଣଙ୍କ ସଫଳତାରେ ଆଉ କେହି ଅଟକାଇ ପାରିବେ ନାହିଁ , ଆପଣ କରିଥିଵା ସବୁ କାର୍ଯ୍ୟ ସଫଳ ହେବ , ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ।

ଶେଷ ରାଶି ହେଉଛି କୁମ୍ଭ ରାଶି , ଏହି ରାଶିର ଲୋକମାନଙ୍କୁ ବିଦେଶରୁ ଵିଵାହ ପ୍ରସ୍ତାବ ଆସିପାରେ , ଆପଣଙ୍କର ନୂତନ ଲଭ ଷ୍ଟୋରୀ ମଧ୍ୟ ଆରମ୍ଭ ହେବାକୁ ଯାଉଛି , କ୍ୟାରିୟରରେ ସବଳ ହେବେ ଏବଂ ଆଗକୁ ମଧ୍ୟ ବଢିଵେ , ଆପଣଙ୍କ କାର୍ଯ୍ୟରେ ସଫଳ ହେବ , ତେବେ ଏହା ଥିଲା ସେହି ଛଅଟି ରାଶି ଯାହାକୁ ଅକ୍ଟୋବର ମାସରେ ବିଶେଷ ଫଳ ମିଳିବାକୁ ଯାଉଛି ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *