5

ସକାଳୁ କେଉଁ କାମ କଲେ ଧନୀ ହେଵେ ଓ କେଉଁ କାମ କଲେ ଭିକାରୀ ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ସକାଳୁ ସ୍ତ୍ରୀ କିମ୍ବା ପରନାରୀ ସହିତ ଶାରୀରିକ ସଂପର୍କ ରଖିଲେ କଣ ହୋଇଥାଏ, ଆସନ୍ତୁ ଜାଣିବା ସେହି ବିଷୟରେ। ସକାଳୁ ଉଠି ଆପଣ ଯଦି ଶୀଘ୍ର ଜଳଖିଆ ଖାଉଛନ୍ତି। ତେବେ ଆପଣଙ୍କ ଶରୀର ଫୂର୍ତ୍ତି ରହିବ। ଏଵଂ ଆପଣ ନିରୋଗୀ ହୋଇପାରିବେ। ସକାଳୁ ଉଠିବା ପରେ ଆପଣଙ୍କୁ କାମ କରିବା ପାଇଁ ସମୟ ମିଳିଥାଏ।

ପ୍ରତ୍ୟେକ ଦିନ ସକାଳୁ ଉଠିବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହେ। ସକାଳୁ ଉଠି ଆପଣ କିଛି ସମୟ ସୂର୍ଯ୍ୟଙ୍କ କଅଁଳିଆ କିରଣ ରେ ବସିବା ଦ୍ଵାରା ଆପଣଙ୍କ ହାତ ଓ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଯିବ। ସକାଳୁ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ରହିଥାଏ। ତେଣୁ ଆପଣ କିଛି ସମୟ ବାହାରେ ଵୁଲିଲେ ଆପଣଙ୍କ ମତିଷ୍କ ଉପରେ ଭଲ ପ୍ରଭାବ ପଡ଼ିଥାଏ।। ସକାଳୁ ଉଠି ତାଜା ପବନରେ କିଛି ସମୟ ନିଶ୍ଵାସ ନେଲେ ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

MORNING

ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ସକାଳର ପବନରେ ଅମୃତ ତୁଲ୍ୟ ଲାଗିଥାଏ।ସକାଳର ପବନରେ ନିଶ୍ଵାସ ମାରିବା ଦ୍ଵାରା ଆପଣଙ୍କ ଫୁସଫୁସ ମଜୁଵଦ ହୋଇଥାଏ। ଯେଉଁ ବ୍ୟକ୍ତି ବ୍ରାହ୍ମ ମୂହର୍ତ୍ତରେ ଉଠନ୍ତି। ତେବେ ଆପଣ ବହୁତ ଭାଗ୍ୟବତୀ ହୋଇଥାନ୍ତି। ସକାଳୁ ଶୀଘ୍ର ଉଠିବା ପାଇଁ ରାତିରେ କମ୍ ଖାଦ୍ୟ ଖାଆନ୍ତୁ ଏବଂ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ। ଆପଣ ଯଦି ରାତି ଚାରିଟାରେ ଉଠିବାକୁ ଚାହୁଁଛନ୍ତି ତେବେ ଆପଣ ଶୀଘ୍ର ଶୋଇବା ଉଚିତ୍। ସକାଳୁ ଉଠିବା ପରେ ପ୍ରଥମ ଆଇନା ମୁହଁ ଦେଖିବା ଉଚିତ୍ ନୁହେଁ।

food 1

ଏହା କରିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଆପଣ ସକାଳୁ ଖାଦ୍ୟ ଖାଇବା ପୂର୍ବରୁ କୋୖଣସି ପଶୁ ପକ୍ଷୀଙ୍କ ନାମ ଧରନ୍ତୁନାହିଁ। ନଚେତ୍ ଆପଣଙ୍କ ପାଇଁ ବହୁତ ଅମଙ୍ଗଳ ହୋଇଥାଏ। ଆପଣ ଯଦି ସକାଳୁ ଉଠି ତୁଳସୀ ଗଛରେ ପାଣି ଦେଉଛନ୍ତି ତେବେ ଆପଣଙ୍କ ଘର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଯାଏ। ସକାଳୁ ଉଠି ଘରେ ଦୀପଟିଏ ଲଗାଇଲେ ଆପଣଙ୍କ ଘର ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ସକାଳୁ ଉଠିବା ପରେ ପାଦ ତଳେ ରଖିବା ପୂର୍ବରୁ ପ୍ରଣାମ କରନ୍ତି ତେବେ ଆପଣଙ୍କ ଉପରେ ଧରିତ୍ରୀ ମା ସନ୍ତୁଷ୍ଟ ହୋଇଥାନ୍ତି। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ |

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *