ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ନିଶ୍ଚିତ ଟୁଙ୍ଗୁରୁ ଆଉ ବର୍ଷା କଥା ନିଶ୍ଚିତ ଜାଣିଥିବେ , ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ଟୁଙ୍ଗୁରୁ ଓ ବର୍ଷାଙ୍କ କାହାଣୀ , ଏପଟେ ତାଙ୍କ କାହାଣୀରେ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି ତ କେଉଁଠି ଟୁଙ୍ଗୁରୁ ବର୍ଷାଙ୍କୁ ବାହା ହେବା କଥା ପ୍ରତିଶୃତି ଦେଉଛନ୍ତି ତ କେଉଁଠି ବର୍ଷା ଟୁଙ୍ଗୁରୁଙ୍କ ନାମରେ ଧୋକା ଦେବା ଅଭିଯୋଗ ଆଣୁଛନ୍ତି ବର୍ଷା , ଯାହା ହେଉ ନା କାହିଁକି
ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।
ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ ।
କିନ୍ତୁ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି ଯେ ଟୁଙ୍ଗୁରୁ ବର୍ଷାଙ୍କୁ ୫ ଲକ୍ଷ ଟଙ୍କାର ଦାବି କରିଛନ୍ତି , ଆହୁରି ମଧ୍ୟ ଆଇ ଫୋନ ଆଣିଦେବ , ଗଡ଼ି ଦେଵ , ସୁନା ଚେନ ଦେଵା ପାଇଁ ବର୍ଷାଙ୍କୁ ଟୁଙ୍ଗୁରୁ ଡିମାଣ୍ଡ କରିଥିଲେ ,
ବର୍ଷା ଏପଟେ କହୁଛନ୍ତି ଯେ ଯଦି ତା’ର ମୋ ପ୍ରତି ଭଲ ପାଇବା ଥିଲା ତେବେ ସେ ମୋତେ ଏତେ ସବୁ ଡିମାଣ୍ଡ କାହିଁକି କରୁଛି , ଆହୁରି ମଧ୍ୟ ଯେତେବେଳେ ବର୍ଷା ଓ ଟୁଙ୍ଗୁରୁଙ୍କୁ ପୋଲିସ ଷ୍ଟେସନରେ ରଖାଯାଇଥିଲା ସେତେବେଳେ ବର୍ଷା ଓ ଟୁଙ୍ଗୁରୁ ଏକାକି ଛଡ଼ା ଯାଇଥିଲା କିପରି ସେମାନେ ଵୁଝାମଣା ହୋଇ ଏକାଠି ରହିବେ ,
ବର୍ଷା ଟୁଙ୍ଗୁରୁ ମୋବାଇଲ କିଣି ମଧ୍ୟ ଦେଇଥିଲେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ତୋ ସହ କଥା ନ ହୋଇ ରହିପାରିଵାନି ଓ ତୋ ସହ ସାରା ଲାଇଫ କଥା ହେବି , ବର୍ଷା ଆହୁରି କହିଛନ୍ତି ଯେ ଟୁଙ୍ଗୁରୁ ଅନ୍ୟ ଝିଅକୁ ଵାହା ହେଲେ ମଧ୍ୟ ସେ ସାରା ଲାଇଫ ମୋ ସହ କଥା ହେବ , ଆହୁରି ମଧ୍ୟ ବର୍ଷା କହିଛନ୍ତି ଯେ ଯେ ଏମିତି ଧୋକେଵାଜ ପୁଅକୁ କେହି ବାହା ହୁଅନ୍ତୁ ନାହିଁ , ତାକୁ ଯେମିତି ନେଇ ଏକ ଫିଲ୍ମ ଆଲବମ କରୁଛ ସେହି ପରି ମୋତେ ନେଇ କାହିଁକି କରୁନ ମୁଁ ବି ଗୋଟିଏ ଝିଅ ନା , ଆହୁରି ମଧ୍ୟ କହିଛନ୍ତି ଯେ ସେ ମୋତେ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା ଓ ଆଇଫୋନ , ମୁଦି , ଚେନ , ଗାଡ଼ି , ଆହୁରି ମଧ୍ୟ ବହୁତ ଡିମାଣ୍ଡ କରିଥିଲେ ଯେହେତୁ ବର୍ଷା ପାଖରେ ସେତିକି ସକ୍ଷମ ନ ଥିଲା ସେ ଏହା ଦେଇ ପାରିନଥିଲେ ,
ବର୍ଷା କାନ୍ଦି କାନ୍ଦି କହୁଛନ୍ତି ଯେ ଯେପରିକି ଗୋଟିଏ ପୁଅ ସାରା ସମାଜରେ ସମ୍ମାନ ପାଉଛି ନାରୀ କାହିଁକି ସମ୍ମାନ ପାଇବ ନାହିଁ , ଟୁଙ୍ଗୁର ପାଇଁ କିପରି ବର୍ଷା ଙ୍କ ସ୍ଵାମୀ ଛାଡି ଗଲା ଓ କିପରି ସେ ଅନାଥ ଅଟନ୍ତି ସେ ସବୁ କଥା କହିଛନ୍ତି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥
ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚ|ନ୍ତୁ |