17

ପବିତ୍ର ରଥଯାତ୍ରା (01 July, ଶୁକ୍ରବାର) – ଏହି 7ଟି ରାଶିରେ ରାଜଯୋଗ ଭାଗ୍ୟ ବଦଳିଯିବ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରା ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଖେଇ ଆସିଲାଣି , ତେବେ ଏହି ରଥଯାତ୍ରାରେ କିଛି ଏପରି ରାଜ ଯୋଗ ଲାଗିବ ଯାହାଫଳରେ କିଛି ରାଶିର ଭାଗ୍ୟ ବଦଳି ଯିବ
ଏହିଥର ଜୁଲାଇ 1ରେ ପବିତ୍ର ରଥଯାତ୍ରା ବା ସମଗ୍ର ବିଶ୍ୱ ରେ ପାଳିତ ହେବ । ଏହି ରଥଯାତ୍ରା ରେ ଏମିତି କିଛି ରାଶି ରହିଛନ୍ତି ଯେଉଁ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ଅଶେଷ କୃପା ହେବାକୁ ଯାଉ ଅଛି । ଆଜି ଆମେ ଜାଣିବା ସେହି ପାଞ୍ଚଟି ରାଶିମାନଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଏହି ରଥଯାତ୍ରା ଅନେକ ଖୁସି ନେଇ ଆସିବ , ପାଞ୍ଚଗୋଟି ରାଶିମାନଙ୍କ ଉପରେ ଆସୁଅଛି ଖୁସିର ବିଷୟ ଯାହା ଏମାନଙ୍କର ଭାଗ୍ୟ ବଦଳାଇ ଦେଉଛି , ଗ୍ରହମାନଙ୍କର ଚଳନ ରେ ଏପରି କିଛି ଶକ୍ତି ରହିଛି ଯାହାଦ୍ଵାରା କେତେକ ରାଶିର ଲୋକମାନେ ଅଳ୍ପ ପରିଶ୍ରମରେ ଅଧିକ ଧନ ଅର୍ଜନ କରିବେ ,

ଏହି ସବୁ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ରଥଯାତ୍ରା ଦିନ ବହୁତ ଭଲ ରହିବ । ପୂର୍ବ ରୁ କରି ଥିବା ପରିଶ୍ରମ ର ଫଳ ଆପଣ ମାନଙ୍କୁ ଏହି ମାସ ରେ ମିଳିବ । ଏହି ଘୋଷଯାତ୍ରା ପରେ ଆପଣ ଙ୍କ ପାଖରେ ସମସ୍ତ କାର୍ଯ୍ୟ କୁ ସମ୍ପର୍ଣ୍ଣ କରିବାର କ୍ଷେମତା ରହିବ । କର୍ମକ୍ଷେତ୍ର ସୁଦୃଢ଼ ହେବ। ଶିଳ୍ପ ବାଣିଜ୍ୟ ଯାତ୍ରା ରାଜନୀତି ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ। ସେହି ପରି ବେଳେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବ୍ୟବସାୟୀ ମାନେ ବହୁତ ଦିନର ବାକି ପଡିଥିବା ଅର୍ଥ ପାଇବେ ।

jagannatha

ଏହି ରାଶି ମାନଙ୍କ ପାଇଁ ବହୁତ ଶୁଭ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଖୁବ ସଫଳତା ମିଳିବ । ରାଜନୀତି ଓ ପ୍ରଶାସନ ସମ୍ବନ୍ଧିତ ଲୋକଙ୍କୁ ସଫଳତା ଲାଭ କରିବାର ସୁଯୋଗ ମିଳିବ , ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ , ଦୀଘ ଦିନରୁ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ , ଆପଣଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଏବେ ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ , ଆପଣ ଚିନ୍ତା କରିଥିବା କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବ ଓ ଆପଣଙ୍କୁ ସମାଜରେ ସବୁ କାର୍ଯ୍ୟରେ ସଫଳତା ମିଳିବ ,
ଆପଣଙ୍କର ପୁରୁଣା ରୋଗ ସବୁ ସୁସ୍ଥ ହୋଇଯିବ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ଲାଭ କରିବେ , ଉଚ୍ଚ ଅଧିକାରୀ ମାନେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ,ଚାକିରି କ୍ଷେତ୍ରରେ ସମସ୍ତେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ ଓ ଅନ୍ୟମାନଙ୍କ ପାଇଁ ଆପଣ ଆଦର୍ଶ ସ୍ୱରୂପ ହେବେ , ମାଁ ଲକ୍ଷ୍ମୀଙ୍କ ଆଶିର୍ବାଦ ପ୍ରାପ୍ତ ହେବ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭକାରୀ ହେବ ,
ଲୋକମାନେ ଆପଣଙ୍କ ଠାରୁ ମାର୍ଗ ଦର୍ଶନ ପାଇଁ ସହଯୋଗ ନେବେ , ଆପଣଙ୍କ କଳାତ୍ମକ ଓ ସୁଜନାତ୍ମକ ଅଚାନକ ଭାବରେ ବୃଦ୍ଧି ହେବ ।

rasi4

ଏହି ରଥ ଯାତ୍ରା ରେ ସଫଳତା ହାସଲ କରିବେ, ଉନ୍ନତି ହେବ , ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ, ମାନସିକ ସୁସ୍ଥତା କମ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ।

ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ ଶାନ୍ତିରେ ଦିନ କଟିବ। ତେବେ ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ଯେଉଁ ରାଶି ମାନଙ୍କ ବିଷୟ ରେ କହୁଛୁ ସେମାନେ ହେଲେ କୁମ୍ଭ ରାଶି , ତୁଳା ରାଶି , ମକର ରାଶି , ବୃଷ ରାଶି , ଏବଂ କନ୍ୟା ରାଶିର , ମୀନ ରାଶି ବ୍ୟକ୍ତି ବିଶେଷ ମାନେ । ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚ|ନ୍ତୁ |

Leave a Reply

Your email address will not be published. Required fields are marked *