ସାଧାରଣତଃ ପ୍ରତ୍ୟେକ ମନ୍ୟୁଷ ଶାରିରୀକ ସମ୍ବନ୍ଧ ରଖିବାରେ ଇଚ୍ଛା ରଖନ୍ତି।ମାତ୍ର ସମସ୍ତେ ନିଜ ପାର୍ଟନର କୁ ସୁଖ ଦେଇପାରନ୍ତି ନାହିଁ।ତେଣୁ ଏହା ଏକ ସମସ୍ୟା ଭାବେ ଉଭା ହେଇଥାଏ।ମହିଳା ମାନେ ଚିନ୍ତାରେ ରୁହନ୍ତି ଯେ ତାଙ୍କୁ ମନମୁତାବକ ସୁଖ ମିଳିପାରୁନାହିଁ।ପୁରୁଷ ମାନେ ମଧ୍ୟ ଭାବନ୍ତି ଯେ ସେମାନେ ସଠିକ ଭାବେ ସୁଖ ଦେଇ ପାରୁ ନାହାନ୍ତି।ତେବେ ଆସନ୍ତୁ ଜାଣିବା ଯେ ମହିଳାମାନେ କେତେ ସମୟ ଶାରିରୀକ ସମ୍ବନ୍ଧ ରଖିବାକୁ ଇଚ୍ଛା କରନ୍ତି?
ତେଣୁ କେତେ ସମୟ ଶାରୀରିକ ସମ୍ବନ୍ଧ ରଖିବାର ଆବଶ୍ୟକତା ରହିଛି ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା।ଏହି ସର୍ଭେରେ ଆମେରିକା,ୟୁକେ ର ୪୦୦୦ ପୁରୁଷ ତଥା ମହିଳା ମାନଙ୍କୁ ନିଆଯାଇଥିଲା।ସର୍ଭେର ଉଦ୍ଦେଶ୍ୟ ଥିଲା ଯେ ଯୌନ ସମ୍ବନ୍ଧୀୟ ସମସ୍ତ ତଥ୍ୟ କୁ ଜାଣିବା ଏବଂ ତାହାକୁ ଲୋକଲୋଚନକୁ ଆଣିବା।ସର୍ଭେରେ ନିଆଯାଇଥିବା ପୁରୁଷ ଏବଂ ମହିଳା ମାନଙ୍କ ବୟସ ସୀମା ୧୮ ରୁ ୩୫ ବର୍ଷ ମଧ୍ୟରେ ରହିଥିଲା।ଏହି ସର୍ଭେରେ ଦୁଇଟି ପ୍ରଶ୍ନ ପଚରା ଯାଇଥିଲା।ଗୋଟିଏ ଥିଲା ଯେ ସେମାନ କେତେ ସମୟ ପର୍ଯ୍ୟନ୍ତ ଯୌନ ସମ୍ବନ୍ଧ ରଖିପାରିବେ? ଦ୍ଵିତୀୟ ଟି ଥିଲା ଯେ କେତେ ସମୟ ପର୍ଯ୍ୟନ୍ତ ରଖିଲେ ଆପଣଙ୍କୁ ଖୁସି ମିଳିବ?ସର୍ଭେରେ ଥିବା ମହିଳାଙ୍କ କହିବା ଅନୁସାରେ ଏହି ସମ୍ପର୍କ ୨୫ ମିନିଟ ୫୧ ସେକେଣ୍ଡ ରହିବା କଥା।ଏତିକି ସମୟ ପର୍ଯ୍ୟନ୍ତ ସମ୍ପର୍କ ରହିଲେ ସେମାନେ ଚରମ ତୃପ୍ତି ପାଇପାରିବେ।ପୁରୁଷ ମାନଙ୍କ କହିବା ଅନୁସାରେ ଏହି ସମ୍ପର୍କ ୨୫ ମିନିଟ ୪୩ ସେକେଣ୍ଡ ହେବା ଆବଶ୍ୟକ।ମହିଳାମାନେ ଆପତ୍ତି ଜଣେଇଥିଲେ ଯେ ତାଙ୍କ ପୁରୁଷ ମାନେ ୧୧ ରୁ ୧୪ ମିନିଟ ଯାଏଁ ସମ୍ପର୍କ ରଖିପାରନ୍ତି।
ଏହି ସର୍ଭେରେ ଆହୁରି ଏକ ତଥ୍ୟ ସାମ୍ନାକୁ ଆସିଛି ଯେ ବୟସ ଏବଂ ଅଭିଜ୍ଞତା ଶାରିରୀକ ସମ୍ବନ୍ଧରେ ଏକ ବଡ ଭୂମିକା ଗ୍ରହଣ କରିଥାଏ।କିନ୍ତୁ ଆମ ଭାରତୀୟ ମହିଳା ମାନଙ୍କୁ ୧୧ ରୁ ୧୪ ମିନିଟରେ ଚରମ ତୃପ୍ତି ର ସୁଖ ପାଇଥାନ୍ତି।ଅନଭିଜ୍ଞ ମହିଳା ମାନେ ୩ ରୁ ୪ ମିନିଟ ମଧ୍ୟରେ ଚରମ ସୁଖ ପାଇଥାନ୍ତି।ମାତ୍ର ଅନଭିଜ୍ଞ ପୁରୁଷ ମାନେ ସେତିକି ସମୟ ମଧ୍ୟ କରିପାରନ୍ତି ନାହିଁ।ଯାହାକି ୩୫ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞ ପୁରୁଷ ମାନେ ଯେକୌଣସି ବୟସର ମହିଳା ମାନଙ୍କୁ ଚରମ ସୁଖ ଦେଇପାରିବେ।୧୮ ରୁ ୩୫ ବର୍ଷ ପୁରୁଷ ମାନେ ସେହି ସୁଖ ଦେଇ ପାରନ୍ତି ନାହିଁ।ଶାରୀରିକ ସମ୍ବନ୍ଧ ରଖିବାରେ ପୁରୁଷ ଏବଂ ମହିଳାମାନଙ୍କ ଭିନ୍ନ ଭିନ୍ନ ପସନ୍ଦ ଥାଏ।ପୁରୁଷମାନେ ସାଧାରଣତଃ ଏହି ସମ୍ବନ୍ଧ ରାତିରେ ରଖିବାକୁ ପସନ୍ଦ କରିଥାନ୍ତି।ମାତ୍ର ମହିଳା ମାନେ ଏହି ସମୟରେ କ୍ଲାନ୍ତ ଅନୁଭବ କରନ୍ତି।ତେଣୁ ସେମାନେ ଭୋର ୩ ରୁ ସକାଳ ମଧ୍ୟରେ ଏହି ସମ୍ବନ୍ଧ ରଖିବାକୁ ପସନ୍ଦ କରନ୍ତି।
ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।