ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଡାକ୍ତରଖାନାରେ ଯୁବତୀଙ୍କୁ ଦୁଷ୍କର୍ମ ଡାକ୍ତରଖାନା ଆଇ.ସି ୟୁ. ରେ ଯୁବତୀଙ୍କୁ ଦୁଷ୍କର୍ମ ଏଭଳି ଏକ ଅଭାବନୀୟ ନୃଶଂସ ଘଟଣା ଘଟିଛି ଗୁରୁ ଗ୍ରାମରେ ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ସହ ଆଇସିୟୁରେ ଦୁଷ୍କର୍ମ ହୋଇଛି।
ଯୁବତୀଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଆଇସିୟୁରେ ଅଧା ଚେତା ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ସମୟରେ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି ପୋଲିସର କହିବାର କଥାକି ଗତ ମଙ୍ଗଳବାର ଯୁବତୀଙ୍କର ଚେତା ଫେରିବା ପରି ଯୁବତୀ ଜଣଙ୍କ ତାଙ୍କ ବାପାଙ୍କୁ ଘଟଣା ବାବଦରେ କାଗଜରେ ଲେଖି ଜଣେଇଥିଲେ ଏହାପରେ ପରିବାର ଲୋକ ପୋଲିସ ସମ୍ମୁଖରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ ଅନୁସାରେ ଯୁବତୀଙ୍କୁ ଅକ୍ଟୋବର 29ରେ ଭର୍ତି କରାଯାଇଥିଲା ତେବେ ଏହି ଦୁଷ୍କର୍ମ ଘଟଣା ଅକ୍ଟୋବର ୧୭ ମଧ୍ୟରେ ହୋଇଥିବା ଆଶା କରାଯାଉଛି। ପୋଲିସ ଆଇପିଏସ ଧାରା ୩୦୬ ଦୁଇ ଅଧୀନରେ ମାମଲା ରୁଜୁ କରାଯାଇଛି ଯଦି ଅଭିଯୁକ୍ତଙ୍କର ଚିହ୍ନଟ ସରିଛି କିନ୍ତୁ ତାଙ୍କୁ ଗିରଫ କରାଯାଇନାହିଁ ଯୁବତୀ ଅଭିଯୁକ୍ତଙ୍କ ନାଁ ବିକାଶ ବୋଲି କହିଛି ଏହାକୁ ଆଧାର କରି ଅଭିଯୁକ୍ତଙ୍କୁ ଧରାଯାଇଛି ପୋଲିସ ମାମଲାର ତଦନ୍ତ ପାଇଁ ସିସିଟିଭି ଫୁଟେଜ ତଦନ୍ତ କରୁଛି।
ସୂଚନାଯୋଗ୍ୟ ହସ୍ପିଟାଲରେ ଏବେବି ପିଡିତାଙ୍କର ଚିକିତ୍ସା ଚାଲିଛି ତାଙ୍କର ଶ୍ୱାସ କ୍ରିୟାରେ ସମସ୍ୟା ଥିବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ଏହି ଘଟଣା ପରେ ଯୁବତୀଙ୍କୁ ଆଇସିୟୁର ଏକ ପ୍ୟାଡ଼ରେ ରଖାଯାଇଛିମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।