ଏହି ସବୁ ନାମ ର ମହିଳା ମାନେ ତାଙ୍କ ଜୀବନ ସାଥି ଙ୍କୁ ସବୁବେଳେ ଖୁସି ରେ ରଖିବାକୁ ଚାହାନ୍ତି ଓ ନିଜ ଠାରୁ ଅଧିକ ଭଲ ପାଇନ୍ତି। ବନ୍ଧୁଗଣ ସାଧାରଣ ତ ଭଲ ପାଇବା,ସମ୍ମାନ ଓ ବିଶ୍ୱାସ ଏହି ତିନୋଟି ପଦ୍ଧତି ଦ୍ୱାରା ହିଁ ଜୀବନ ସାଥି ସହ ଖୁସି ରେ ରହିପରିବ । ଏହି ତିନୋଟି ପରସ୍ପର ସହ ପରିପୁରକ ଅଟନ୍ତି।କୌଣସି କାରଣ ରୁ ଏହି ତିନୋଟି ରୁ ଗୋଟିଏ ବି ଅଲଗା ହୋଇଗଲେ ସମ୍ପର୍କରେ ରେ ଗଣ୍ଡଗୋଳ ଦେଖା ଦେଇଥାଏ । ଆସନ୍ତୁ ଜାଣିବା ଏହି 3ଟି ନାମ ର ମହିଳା ଙ୍କ ବିଷୟ ରେ ଯଥା D,H,K ।ଏହି ମହିଳା ମାନେ ନିଜ ଜୀବନ ସାଥୀଙ୍କୁ କେବେ ବି ଅଳ୍ପ ବି ବାଧା ବିପତ୍ତି କୁ ସହ୍ୟ କରିବାକୁ ଦିଅନ୍ତି ନାହିଁ । ନିଜ ଜୀବନ ସାଥି ଙ୍କୁ ନିଜ ଠାରୁ ଅଧିକ ଗୁରୁତ୍ୱ ଓ ନିଜ ଠୁ ଅଧିକ ଭଲ ପାଇଥାନ୍ତି।
ପ୍ରଥମେ D ଅକ୍ଷର ଥିବା ମହିଳା ଙ୍କ ବିଷୟରେ, ଏହି ନାମ ର ମହିଳା ମାନେ ତାଙ୍କ ଜୀବନ ସାଥି ଙ୍କୁ ପ୍ରତି ଟି କ୍ଷେତ୍ରରେ ରେ ସାହାଯ୍ୟ କରାଇଥାନ୍ତି।ଏହି ନାମ ର ମହିଳା ମାନେ ସାଥି ଙ୍କ ସହ ତାଙ୍କ ଘର ଲୋକ ଙ୍କର ଯତ୍ନ ମଧ୍ୟ ନିଅନ୍ତି ଓ ତାଙ୍କ ଜୀବନ ସାଥି ଙ୍କୁ ଖୁସି ରେ ରଖନ୍ତି । ଦ୍ୱିତୀୟେ H ଅକ୍ଷର ଥିବା ମହିଳା ଙ୍କ ବିଷୟରେ,ଏହି ନାମୀ ମହିଳା ତାଙ୍କ ଜୀବନ ସାଥି ଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି, ଏହି ମହିଳା ତାଙ୍କ ଜୀବନ ସାଥି ଙ୍କୁ ନିଜ ଆଖି ପଲକ ରେ ବସାଇ ରଖନ୍ତି,ଜୀବନ ରେ ଯେତେ ବାଧା ବିଘ୍ନ କୁ ଦୁରେଇ ନିଜ ଜୀବନ ସାଥି ଙ୍କୁ ଖୁସି ରେ ରଖନ୍ତି।
ତୃତୀୟ K ଅକ୍ଷର ଥିବା ମହିଳା ଙ୍କ ବିଷୟ ରେ, ଏହି ମହିଳା ମାନେ ଦେଖିବା କୁ ଯେତିକି ସୁନ୍ଦର ହୋଇଥାନ୍ତି ସେତିକି ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି।ଏହି ମହିଳା ନିଜ ଜୀବନ ସାଥି ଙ୍କର ନିଜଠୁ ଅଧିକ ଯତ୍ନ ନିଅନ୍ତି, ଏବଂ ଖୁସି ରେ ରଖନ୍ତି।ନିଜ ଜୀବନ ସାଥି ଯାହା ଚାହାନ୍ତି ସେଇଆ ହିଁ କରନ୍ତି। ଏହି ନାରୀ ବା ମହିଳା ମାନେ ନିଜ ଖୁସି ଠାରୁ ନିଜ ଜୀବନ ସାଥି ଙ୍କ ଖୁସି ଚାହିଁଥାନ୍ତି।
ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।