streee

ଶୋଇବା ସମୟରେ ସ୍ତ୍ରୀ କେବେବି ଖୋଲିବା କଥା ନୁହେଁ ଏହି ଖାସ ଅଙ୍ଗ ନହେଲେ ଜୀବନ ସାରା କାନ୍ଦିବାକୁ ପଡିବ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀ ଲୋକମାନେ ରାତ୍ରିରେ ଶୟନ କରିବା ସମୟରେ କେଉଁ ଅଙ୍ଗକୁ ଖୋଲା ରଖି ଶୋଇବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ ହିନ୍ଦୁ ଧର୍ମ ଅନୁସାରେ ବିଶ୍ୱାସ ରହିଛି ଏପରି କରି ଶୋଇଲେ ପୁରା ଘର କାଙ୍ଗାଳ ହୋଇଯିବାର ସମ୍ଭାବନା ରହିଥାଏ ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକଙ୍କୁ କେଉଁ ଅଙ୍ଗ ଖୋଲା ନ ରଖିବା ପାଇଁ ଚାଣକ୍ୟ କହିଛନ୍ତି ।

girll

ମହିଳା ମାନଙ୍କ କେଶ ତାଙ୍କ ସୁନ୍ଦରତା କୁ ବଢାଇ ଥାଏ ପୂର୍ବରୁ ମହିଳା ମାନେ ସବୁବେଳେ ନିଜ କେଶ କୁ ବାନ୍ଧି ରଖୁଥିଲେ କିନ୍ତୁ ଏବେ ନିଜ କେଶ କୁ ଖୋଲା ରଖିବାର ଫ୍ୟାସନ ବଢ଼ିବାରେ ଲାଗିଛି ସମୟ ଯେତେ ବି ବଦଳି ଯାଇ ଥିଲେ ମଧ୍ୟ ଆଜି ବି ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମହିଳା ମାନେ କେଶ କୁ ବାନ୍ଧି ରଖୁଛନ୍ତି ହିନ୍ଦୁ ଶାସ୍ତ୍ର ମାନଙ୍କରେ କେଶ କୁ ଖୋଲା ରଖିବା ଅଶୁଭ ବୋଲି ମାନା ଯାଇ ଥାଏ । ଖୋଲା କେଶ କୁ ଶୋକ ର ଚିହ୍ନ ବୋଲି କୁହା ଯାଏ ସେଥିପାଇଁ ପ୍ରାଚୀନ କାଳରେ ସ୍ତ୍ରୀ ଲୋକମାନେ ବହୁତ କମ୍ ଅବସରରେ ହିଁ କେଶ ଖୋଲା କରୁଥିଲେ ବିଶ୍ୱାସ ରହିଛି ଯେଉଁ ସ୍ତ୍ରୀ ମାନେ କେଶ ଖୋଲା ରଖନ୍ତି ସେମାନଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ଶୀଘ୍ର ପଡ଼ିଥାଏ ଓ ସହଜରେ ସେମାନଙ୍କ ମସ୍ତିଷ୍କ ରେ ବାସ ବନେଇ ନିଅନ୍ତି ରାତ୍ରିରେ ଯେତେବେଳେ ଚନ୍ଦ୍ରମାର କଳା ହ୍ରାସ ପାଇଥାଏ।

girl

ସେହି ସମୟରେ ମନ ଅତ୍ୟଧିକ ଭାବୁକ ହୋଇଥାଏ ଓ ସେହି ସମୟରେ ପ୍ରେତାତ୍ମା ମାନେ ସହଜରେ ମହିଳାଙ୍କୁ ନିଜ ବଶ କରି ନିଅନ୍ତି ଆଉ ରାତ୍ରିରେ ଶୋଇବା ସମୟରେ ମଧ୍ୟ ମହିଳା ମାନଙ୍କୁ ନିଜ କେଶ ଖୋଲା ରଖି ଶୋଇବା ଉଚିତ୍ ନୁହେଁ ଏପରି କଲେ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଓ ଏପରି ଘରୁ ମା ଲକ୍ଷ୍ମୀ ଚାଲି ଯାଆନ୍ତି ଯାହା କାରଣରୁ ପରିବାରକୁ ଭୟଙ୍କର ସମସ୍ୟା ର ସାମନା କରିବାକୁ ପଡିପାରେ। ସେଥିପାଇଁ ମହିଳା ମାନେ କେବେ ବି କେଶ ଖୋଲା ରଖି ଶୁଅନ୍ତୁ ନାହିଁ ନ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *