ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ୪ ନାମର ଝିଅମାନଙ୍କ ସଂପର୍କରେ କହିବୁ ଯିଏକି ନିଜ ସ୍ୱାମୀଙ୍କ ପାଇଁ ଦିବାନି ହୋଇ ରହିଥାନ୍ତି ଓ ପାଗଳଙ୍କ ଭଳି ନିଜ ସ୍ୱାମୀଙ୍କୁ ପ୍ରେମ କରିଥାନ୍ତି ଯାହା ପାଇଁ ସେମାନେ ଜୀଵନ ଦେବାକୁ ବି ଡରନ୍ତି ନାହିଁ ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ନାମ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ନା ଥରେ ନିଶ୍ଚିତ ପ୍ରେମ ହୋଇଥାଏ ସିଏ ହୁଏତ ଠିକ୍ ବ୍ୟକ୍ତି ହେଉ ଅବା ଭୁଲ୍ ବ୍ୟକ୍ତି ସହିତ ହେଉ। ଯେତେବେଳେ ବ୍ୟକ୍ତି ପ୍ରେମରେ ପଡ଼ିଥାଏ ସେତେବେଳେ ତା ଜୀବନରେ ବହୁତ୍ ପରିବର୍ତ୍ତନ ଆସିଥାଏ । କିନ୍ତୁ ଯେତେବେଳେ ବିବାହର କଥା ଆସେ ସେତେବେଳେ ମନୁଷ୍ୟ ମନରେ ବହୁତ ଅଜବ ପ୍ରକାର ଭାବନା ଆସିଥାଏ ଆଜି ଆମେ ଏପରି କିଛି ଝିଅଙ୍କର ନାମ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।
ପ୍ରଥମେ A ଅକ୍ଷରର ଝିଅ ମାନେ ସାଧାରଣତଃ ଚଞ୍ଚଳ ସ୍ୱଭାବର ହୋଇ ଥାନ୍ତି ଏମାନେ ନିଜ ମାତାପିତା ଓ ନିଜ ପରିବାର ଲୋକଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ଓ ଏମାନେ ଗୁରୁଜନ ମାନଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ପରିଚାଳିତ ହୋଇଥାନ୍ତି । ଏମାନେ ନିଜ ଜୀବନରେ ରିସ୍ତା ବା ସମ୍ପର୍କକୁ ବହୁତ ମହତ୍ତ୍ଵ ଦେଇଥାନ୍ତି ଏହା ସହିତ ଏମାନେ ନିଜ ଜୀବନ ସାଥି ର ଦୁଃଖ ସୁଖରେ ସାଥ ଦେଇଥାନ୍ତି ଏମାନେ ନିଜ ସ୍ବାମୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି ।ଦ୍ଵିତୀୟରେ D ଅକ୍ଷରର ଝିଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏମାନେ ବୁଦ୍ଧିମାନ ହେବା ସହିତ ଏମାନଙ୍କ ଦିମାକ୍ ବହୁତ ଜୋରରେ ଚାଲିଥାଏ ଏମାନେ ପାଠ ମଧ୍ୟ ଭଲ ପଢନ୍ତି । ଜୀବନରେ ସଫଳତା ପାଇବ ପାଇଁ ଏମାନେ କଠୋର ପରିଶ୍ରମ ମଧ୍ୟ କରିଥାନ୍ତି ବିବାହ ପରେ ଏମାନେ ନିଜ ସ୍ବାମୀଙ୍କୁ ଅନ୍ଧ ଭଳି ଭଲ ପାଇଥାନ୍ତି ଏବଂ ଜୀବନ ତାଙ୍କ ପାଇଁ ତ୍ୟାଗ କରିଦେଇଥାନ୍ତି।
ତୃତୀୟରେ H ନାମର ଝିଅ ମାନେ ବହୁତ ଜିଦି ସ୍ୱଭାବର ହୋଇଥାନ୍ତି ଏହି ସ୍ଵଭାବ ଯୋଗୁଁ ଏମାନଙ୍କୁ ଜୀବନରେ ବହୁତ ଲାଭ ମିଳିଥାଏ ଏମାନେ କେବେ କାହା ମଧ୍ୟରେ ଭେଦ ଭାବ କରନ୍ତି ନାହିଁ । ଯାହା ଫଳରେ ଏମାନେ ସମସ୍ତଙ୍କ ଆଦର ପାଲଟି ଯାଆନ୍ତି ଏମାନେ ଯାହାକୁ ଥରେ ନିଜର ବୋଲି ଭାବି ନିଅନ୍ତି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ହାତ ଛାଡନ୍ତି ନାହିଁ ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।ଚର୍ତୁଥରେ P ନାମର ଝିଅମାନେ ହୃଦୟରୁ ବହୁତ ସ୍ୱଚ୍ଛ ହୋଇଥାନ୍ତି ଏମାନେ ବହୁତ୍ ସଚ୍ଚୋଟ ଓ ମଧୁର ଭାଷୀ ହୋଇଥାନ୍ତି।
ଏମାନେ ଏମାନଙ୍କ କଥା ଦ୍ଵାରା ସମସ୍ତଙ୍କ ମନରେ ରାଜ କରନ୍ତି ସ୍ବାମୀ କୁ ଅତ୍ୟନ୍ତ ଭଲ ପାଆନ୍ତି ସ୍ବାମୀ କୁ ଦେବତା ପରି ପୂଜି ଥାନ୍ତି ସ୍ୱାମୀର ଖୁସି ପାଇଁ ଏମାନେ ଦରକାର ପଡିଲେ ନିଜକୁ ବନ୍ଧା ମଧ୍ୟ ପକାଇଦେବେ। ଏମାନେ ମଧ୍ୟରେ ପ୍ରଚୁର ପରିମାଣର ଭଲ ଗୁଣ ରହିଥିବାରୁ ଏମାନେ ସମସ୍ତଙ୍କର ପସନ୍ଦ ହୋଇଯାଆନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।