swapna

ଯଦି ତୁମେ ଏହି ପ୍ରକାର ର ସ୍ୱପ୍ନ ଦେଖୁଥିବେ ତାହେଲେ ସାବଧାନ।

FACT

ବନ୍ଧୁଗଣ ଆମେ ସୋଇଥିବା ସମୟ ରେ ବହୁତ କିଛି ସ୍ବପ୍ନ ଦେଖିଥାଉ। ସେଥିମଧ୍ୟରୁ ଆମେ ଅନ୍ୟ ଆଗରେ କିଛି ମଧ୍ୟ ପ୍ରକାଶିତ କରିଦେଇଥାଉ ଓ ଆଉ କିଛି ନିଜ ମନ ଭିତରେ ଚାପି ରଖୁ ,ଯାହା କି ନିଜ ମନରେ ଭୟ ,ଆଶଙ୍କା ଜାତ କରାଏ। ଆମେ ସୋଇଲାବେଳେ ବିଭିନ୍ନ ପ୍ରକାର ର ସ୍ୱପ୍ନ ଦେଖୁ ଯଥା କିଛି ଭୟଙ୍କର ସ୍ବପ୍ନ, ଖୁସି ର ସ୍ୱପ୍ନ ଇତ୍ୟାଦି। ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ କେଉଁ ସାବଧାନ ଅବଲମ୍ବନ କରିବା।

ନ୧::ପ୍ରଥମେ ଜାଣିବା,,ଯଦି ତୁମେ ରତି ରେ ଶୋଇବା ସମୟ ରେ ନିଜର ମୃତ୍ୟୁ ସ୍ୱପ୍ନ ଦେଖିଲେ ତେବେ ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ,ଅନ୍ୟ ଆଗରେ ପ୍ରକାଶ ନ କଲେ ଏହା ଅତ୍ୟନ୍ତ ଶୁଭ ଦାୟକ ଅଟେ। ଆପଣ ଯଦି ଏହି ପ୍ରକାର ର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଜାଣିନିଅନ୍ତୁ ଯେ ଆପଣ ଙ୍କ ର ବହୁତ ବଡ଼ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଦୁଃଖ ର ଦିନ ଯାଇ ଖୁସି ର ଦିନ ଆସୁଛି।ଯଦି ଆପଣ ଏହି ସ୍ୱପ୍ନ କୁ ଅନ୍ୟ ଆଗରେ ପ୍ରକାଶ କରିଛନ୍ତି ତେବେ ଏହାର ପ୍ରବାଭ ନଷ୍ଟ ହୋଇଯାଇଥାଏ।ଭୁଲ ରେ ବି ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ।

sleep

ନ୨::ଏବେ ଜାଣିବା, ଯଦି ତୁମେ ଶୋଇବା ସମୟ ରେ ନିଜକୁ କୌଣସି ଜଙ୍ଗଲ ରେ ବୁଲିବା ସ୍ବପ୍ନ ବ ନଦୀ କୂଳରେ ବସିଥିବାର ସ୍ବପ୍ନ ଦେଖୁଛନ୍ତି, ତେବେ ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ,କାହିଁକି ନା ଏହାର ଅର୍ଥ ହେଉଛି ତୁମେ କୌଣସି ନୂତନ ଶୁଭ ଦୁଷ୍ଟାନ୍ତ ନବାକୁ ଯାଉଛ , ତୁମ ଜୀବନ ରେ ଖୁସି ର ଆଗମନ ହେବାକୁ ଯାଉଛି ,ଏବଂ ଆପଣ ବହୁତ ବଡ଼ କାମ ରେ ସଫଳତା ପ୍ରାପ୍ତ ହେବେ ,ଏହାକୁ ଅନ୍ୟ ଆଗରେ ପ୍ରକାଶ କଲେ ମଧ୍ୟ ଏହାର ପ୍ରଭାବ ନଷ୍ଟ ହୋଇଯାଏ।

ନ୩::ଏବେ ଜାଣିବା ଆପଣ ଯଦି କୌଣସି ଗାଈ ଓ ବାଛୁରି କୁ ଏକା ସାଙ୍ଗରେ ଚାରୁଥିବା ର ଦେଖିଥିବେ , ତେବେ ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ , ଏହାର ଅର୍ଥ ତୁମେ ବହୁତ ଟଙ୍କା ର ମାଲିକ ହବାକୁ ଯାଉଛ ,ଅମାପ ଧନ କମେଇବାକୁ ଯାଉଛ । ତେବେ ଭୁଲ ରେ ବି ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଯାହାଦ୍ୱାରା ସ୍ୱପ୍ନ ର ପ୍ରଭାବ ନଷ୍ଟ ହୋଇଯିବ ।

sleepp

ଆପଣଙ୍କୁ ଆମେ ଏମିତି ହସକଥା ଜୋକ୍ସ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *