ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣ ନିଶ୍ଚିତ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାଣିଥିବେ ଏବଂ ଓଲିଉଡର କମେଡି ମଧ୍ୟ ବେଶ ପସନ୍ଦ କରୁଥିବେ ଆମର ହାସ୍ୟ କମେଡିଆନ ସୁମନ ମହାରଣା ତାଙ୍କ ବିଷୟରେ କିଛି ତଥ୍ୟ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି ଆସନ୍ତୁ ଜାଣିବା ସୁମନ ମହାରଣାଙ୍କ ସ୍ତ୍ରୀ ଓ ପରିବାର ବିଷୟରେ।
ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ରର ହାସ୍ୟ ଅଭିନେତା ଏବଂ କମେଡିଆନ ସୁମନ ମହାପାତ୍ର ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ପରିଚିତ ସେ ୨୦୦୨ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟକୁ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଚଳଚିତ୍ର ହିଁ ସଫଳତାର ପ୍ରେରଣା ଯୋଗାଇଥିଲା । ସେ ସେହି ପ୍ରଥମ ଚଳଚ୍ଚିତ୍ର ରୁ ହିଁ ଭଲ ଶିଶୁକଳା ଭାବରେ ପୁରସ୍କୃତ ମଧ୍ୟ ହୋଇଥିଲେ ଏହା ସହିତ କଥା ଚିତ୍ର ଲକ୍ଷ୍ମୀ ପ୍ରତିମାରେ ହାସ୍ୟ ଅଭିନେତା ଭାବରେ ପୁରସ୍କୃତ ହୋଇଥିଲେ ତାଙ୍କର ପ୍ରାରମ୍ଭିକ ସମୟ ଉପରେ ଯଦି ନଜର ପକେଇବେ ତ ଆପଣମାନେ ଜାଣିରଖନ୍ତୁ ଯେ ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ
ସେ ଭୁବନେଶ୍ବରର ବସ୍ଥି ଅଞ୍ଚଳରେ ହିଁ ବଡ଼ ହୋଇଛନ୍ତି ବନ୍ଧୁଗଣ ସୁମନଙ୍କ ଉଚ୍ଚତା ମାତ୍ର ତିନି ଫୁଟ ଚାରି ଇଞ୍ଚ ହୋଇଥିବାରୁ ସେ ଅଧିକାଂଶ ଚଳଚିତ୍ରରେ କାମ କରିଥାନ୍ତି ଏବଂ ଆପଣ ମାନେ ଯଦି ତାଙ୍କ ଅଭିନୟ ଜୀବନରେ ନଜର ପକେଇବେତ ସେ ଅନେକ ଚଳଚିତ୍ର ଏବଂ ସିରିଏଲରେ ମଧ୍ୟ କମେଡିଆନ ଭାବରେ କାମ କରିସାରିଲେଣି। ୨୦୦୮ ମସିହାରେ ମଧ୍ୟ ତେଜସ୍ୱିନି ସିରିଏଲ ପାଇଁ ମଧ୍ୟ ଶ୍ରେଷ୍ଠ କମେଡିଆନ ଆୱାର୍ଡ ପାଇଥିଲେ
ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସୁମନଙ୍କର ପରିବାର ବିଷୟରେ ଯଦି ଦେଖିବେ ସୁମନଙ୍କ ପରିବାର କହିଲେ ତାଙ୍କର ବାପା ମା ଏବଂ ତାଙ୍କର ସ୍ତ୍ରୀ ଏହାଛଡା ସୁମନଙ୍କର ମଧ୍ୟ ଗୋଟିଏ ଭଉଣୀ ଅଛନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।