ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କୁ ଏମିତି ଏକ ଉପଚାର ବିଷୟରେ ଜଣେଇବି ଯାହା ଦ୍ୱାରା ଆପଣ ପାଇଁ ଛୋଟ ଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର କାଶ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଏହି ଉପଚାର ଟି ବନେଇବା ସବୁଠାରୁ ସହଜ ଅଟେ । ଏହା ପୂର୍ବରୁ ଏହି ଭଳି ଘରୋଇ ଉପଚାର ବିଷୟରେ ଜାଣିବା ପାଇଁ ଆପଣ ଗୋଟେ ଲାଇକ ଟିଏ ନିଶ୍ଚିତ କରନ୍ତୁ ଅନ୍ୟମାନଙ୍କୁ ଜଣାଇବା ପାଇଁ ଆଗକୁ ସେୟାର ଟିଏ କରନ୍ତୁ ଏବଂ କେମିତି ଲାଗିଲା କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାନ୍ତୁ ।
ପ୍ରଥମେ ଗୋଟେ ଅଦା ନେଇ ତାର ଚୋପା ଛଡେଇ ଦିଅନ୍ତୁ । ଚୋପା ଛାଡେଇଲା ପରେ ପତଳା ପତଳା ଗୋଲ ଗୋଲ କରି ଚାରିରୁ ପାଞ୍ଚ ଖଣ୍ଡ କାଟି ନିୟନ୍ତୁ । ଦ୍ୱିତୀୟ ସାମଗ୍ରୀ ଏଥିପାଇଁ ଆବଶ୍ୟକ ୩ରୁ ଚାରିଟି ଫୁଲ ଲାଗିଥିବା ଲବଙ୍ଗ, ତୃତୀୟରେ ଦଶଟି ଗୋଲ ମରିଚ ଯାହାକି ଆପଣଙ୍କ ରୋଷେଇ ଘରୁ ଅତି ସହଜରେ ଆପଣ ମାନଙ୍କୁ ଅତି ସହଜରେ ମିଳିଯିବ । ପ୍ରଥମେ ଗ୍ୟାସ ଉପରେ ଗୋଟେ ତାୱା ବସନ୍ତୁ ପରେ ସେଥିରେ ଗୋଲମରିଚ ଏବଂ ଲବଙ୍ଗ କୁ ପକାଇ ଭାଜି ନିୟନ୍ତୁ । ସାଙ୍ଗମାନେ ଏହି ସମଗ୍ରୀ କୁ ଆପଣ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହି ସାମଗ୍ରୀ କଳା ନ ପଡିବ । ଭାଜି ସରିବା ପରେ ଗ୍ୟାସ ଟିକୁ ବନ୍ଦ କରି ଗୋଲମରିଚ ଏବଂ ଲବଙ୍ଗ କୁ ବାହାର କରି ନିୟନ୍ତୁ ତାପରେ ଏହି ଗରମ ତାୱା ରେ ଆଦା କୁ ଦୁଇ ପର୍ଶ୍ୱରୁ ସେକି ନିୟନ୍ତୁ ଯେହେତୁ ତାୱା ଗରମ ଅଛି ଏହି ଅଦା ଭଲ ଭାବରେ ସେକି ହୋଇଯିବ ।
ଏହା ଭଲରେ ସେକି ହୋଇଗଲା ପରେ ଏହି ସବୁ ସାମଗ୍ରୀ କୁ ଗୋଟେ ପତ୍ର ରେ ବାହାର କରିବା ପରେ ଲବଙ୍ଗ ଓ ଗୋଲ ମରିଚାକୁ ଭଲ ଭାବରେ କୁଟି ଗୋଟେ ଅଲଗା ପାତ୍ରରେ କାଢି ନିୟନ୍ତୁ । ତାପରେ ଅଦା କୁ ଭଲ ଭାବରେ ଛେଚି ନିୟନ୍ତୁ । ଏହି ସବୁ ସାମଗ୍ରୀ ଏବେ ରେଡି ହୋଇଯାଇଛି । ବର୍ତ୍ତମାନ ଦେଖିବା ଏହାର ସେବନ କେମିତି କରିବେ, ଯଦି ଆପଣ ଛ ମାସରୁ ଏକ ବର୍ଷ ଶିଶୁ ମାନଙ୍କ ପାଇଁ ଏହି ଉପଚାର ର ପ୍ରୟୋଗ କରୁଥାନ୍ତି ତେବେ ଆପଣ ଏହି ସାମଗ୍ରୀ ର ମାତ୍ର ଚିମୁଟାଏ ନିୟନ୍ତୁ ଏବଂ ସେଥିରେ ଅଧ ଚାମୁଚିଏ ମହୁ ମିଶାଇ ଭଲ ଭାବରେ ଗୋଳେଇ ଚଟେଇ ଦିଅନ୍ତୁ ଛ ମାସ ଏହାର ସେବନ କରିବା ଦ୍ୱାରା ଦେଖିବେ ଯେତେ ଜୋରେ ବି କାଶ ହେଉ ଯଦି ଭଲ ହୋଇଯିବ । ଯଦି ଏହି ଉପଚାର ବଡ ଲୋକ ମାନେ କୋଡିଏ ବର୍ଷ ରୁ ଉର୍ଦ୍ଧ୍ବ ଲୋକ କରନ୍ତି ତେବେ ଅଧା ଚାମଚ ଏହି ସାମଗ୍ରୀ ନିୟନ୍ତୁ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ କରିବା ପରେ ପରେ ଗରମ ପାଣି ପିଅନ୍ତୁ ଦେଖିବେ ଯେତେ ବି ଅଧିକ କାଶ ହେଉନା କାହିଁକି ଛ ମାସ ମଧ୍ୟରେ ଭଲ ହୋଇଯିବ ଖାଲି କାଶ ନୁହେଁ ଏହା ଥଣ୍ଡା ମଧ୍ୟ ଭଲ ହୋଇଥାଏ ।
ଆପଣଙ୍କୁ ଆମେ ଏମିତି ହସକଥା ଜୋକ୍ସ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।