purusaa

ଆମେ ଆଜି ଜାଣିବା ପୁରୁଷ ମାନେ କାହିଁକି ହସ୍ତମୌଥୁନ ର ସ୍ବୀକାର ହୁଅନ୍ତି ।

HEALTH

ବନ୍ଧୁ ଗଣ ସାଧାରଣ ତ ଆମ ଭାରତୀୟ ସଂସ୍କୃତି ଅନୁଯାୟୀ ଆମ ଯୁବ ପିଢ଼ି ଶାରିରୀକ ସମ୍ପର୍କ ବା ସମ୍ଭୋଗ ବିଷୟ ରେ ଅନ୍ୟ ଆଗରେ ଖୋଲା ଖୋଲି କହି ପାରନ୍ତି ନାହିଁ।ଅନ୍ୟ ଆଗରେ ପ୍ରକାଶ କରିବାକୁ ଲଜ୍ୟା ଅନୁଭବ କରନ୍ତି, ଏ ନେଇ ଉପଯୁକ୍ତ ପରାମର୍ଶ ମଧ୍ୟ ପାଇ ପାରନ୍ତି ନାହିଁ। ଯାହାଫଳରେ ମଣିଷ ଜଣାତ ରେ ହେଉ ବା ଅଜାଣତରେ ହସ୍ତମୌଥୁନ ପରି ଖରାପ ଅଭ୍ୟାସ କୁ ଅପଣାଇ ନିଅନ୍ତି। ସବୁ ସୀମା ରେ ରହିଲେ ଭଲ ।ସେହିପରି ହସ୍ତମୌଥୁନ ଯଦି ଓ ଶରୀର ପ୍ରତି ଖରାପ ନୁହେଁ ହେଲେ ଅତ୍ୟଧିକ କରିବା ଦ୍ୱାରା ଶରୀର ର ବହୁତ କ୍ଷତି ହୁଏ। ଆସନ୍ତୁ ଜାଣିବା ଜଣେ ମଣିଷ କହିଁକି ଏହି ପଦ୍ଧତି ଅପଣାଇ ନେଇଥାଏ। ସାଧାରଣ ତ ମଣିଷ ଏକେଲା ରହୁଥିଲେ ବା ନିସଙ୍ଗ ଅନୁଭବ କରୁଥିଲେ ହସ୍ତମୌଥୁନ କରିଥାଏ।ଅତି ଅଶ୍ଳୀଳ ବା ଉଲଘଂନ ଚଳଚିତ୍ର ଦେଖିଲେ ବା ମଦ୍ୟପାନ ଆଦି ନିଶା ଦ୍ରବ୍ୟ ସେବନ କରୁଥିଲେ ହସ୍ତମୌଥୁନ ର ଶିକାର ହୋଇଥାନ୍ତି।

boy2

ହସ୍ତମୌଥୁନ ର ଉପକରିତା:- ହସ୍ତମୌଥୁନ ଦ୍ୱାରା ମନ ଶାନ୍ତି ଓ ପ୍ରଫୁଲ୍ଲ ରହିଥାଏ।ଅନିଦ୍ରା ଦୂରୀକରଣ ହୋଇ ଗମ୍ଭୀର ନିଦ୍ରା ହୋଇଥାଏ।ହସ୍ତମୌଥୁନ ଦ୍ୱାରା ମଣିଷ ର ଗୁପ୍ତାଙ୍ଗ ର ବାୟମ ହୋଇଥାଏ,ଯାହାଦ୍ୱାରା ଲିଙ୍ଗ ରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।ଯଦି ଜଣେ ସପ୍ତାହ କୁ ଦୁଇ ଥର ହସ୍ତମୌଥୁନ କରେ ତେବେ ଏହା ଶରୀର ଉପରେ କୌଣସି ପ୍ରଭାବ ପଡିନଥାଏ।

boy3

ହସ୍ତମୌଥୁନ ର ଅପକାରିତା:- ଯଦି ଆପଣ ସପ୍ତାହ କୁ ୬/୭ ଥର ହସ୍ତମୌଥୁନ କରୁଥାନ୍ତି ତେବେ ଏହା କ୍ଷତିକାରକ ଅଟେ। ରାମକୃଷ୍ଣ ପରମହଂସ କହିଛନ୍ତି ସପ୍ତାହ କୁ ଦୁଇଥର ରୁ ଅଧିକ ହସ୍ତମୌଥୁନ କରିଲେ ନିଜେ ନିଜର କବର ତିଆରି କରିବା ସହ ସମାନ।ଯୁବ ପିଢ଼ି କୁ ସମ୍ଭୋଗ ବିଷୟ ରେ ଜ୍ଞାନ ନାଥବାରୁ ସେ ଛ ରୁ ସାତ ଥର ହସ୍ତମୌଥୁନ କରିବସେ ଓ ନିଜେ ହଇରାଣ ରେ ପଡେ।ଧାତୁ ରେ ଶୁକ୍ରାଣୁ ର ପରିମାଣ କମ ହୋଇଯାଏ ,ବୌବହିକ ଜୀବନ ରେ ଅସୁବିଧା ଦେଖାଦେଇଥାଏ।ଯାହାଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟ ରେ ଝଗଡ଼ା ଲାଗିରହିଥାଏ।ଅତ୍ୟଧିକ ହସ୍ତମୌଥୁନ କରିବା ଫଳ ରେ ଶରୀର ରେ ପ୍ରୋଟିନ ର ଅଭାବ ଦେଖାଦେଇଥାଏ ଓ ଶରୀର ଦୁର୍ବଳ ହୋଇପଡେ। ଅଳ୍ପ କାମ କରି ମଣିଷ ଥକି ପଡିଥାଏ ,କ୍ଳାନ୍ତି ପ୍ରକାଶ କରିଥାଏ ଯାହାଫଳରେ ରେ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। ନିରନ୍ତର ହସ୍ତମୌଥୁନ କରିବା ଦ୍ୱାରା ଶରୀର ପୂର୍ଣ୍ଣ ବିକଶିତ ହୋଇପାରେ ନାହିଁ।

boy

ହସ୍ତମୌଥୁନ ରୁ ଦୂରୀକରଣ:- ଏହି ଅଭ୍ୟାସ ରୁ ଦୁରେଇଯିବା ପାଇଁ ନିଜକୁ ସବୁବେଳେ କର୍ମରତ ରଖ,ସାଙ୍ଗମାନଙ୍କ ସହ ମିଶି ନିଜ ଅତିରିକ୍ତ ସମୟ ବିତାଅ।ଯେବେ ବ ଉତେଜନା ଆସେ ତେବେ ସଂଗେ ସଂଗେ ନିଜକୁ ଆଧ୍ୟାତ୍ମିକ ଆଡକୁ ନେଇଯାଅ, ଏବଂ ଠାକୁର ଙ୍କ କଥା କିଛି ଭାବିବାକୁ ଲାଗ।ଆଧ୍ୟାତ୍ମିକ ପରିବେଶ ଆଡକୁ ନିଜକୁ ନେଇ ଯାଆନ୍ତୁ ଅର୍ଥାତ ଭଜନ ,କୀର୍ତ୍ତନ କରିବା, ନିଜକୁ ସମ୍ଭାଗ ଚିନ୍ତା କୁ ଦୂର କରିବାକୁ ପଡିବ।ମଣିଷ ପକ୍ଷେ ସବୁକିଛି ସମ୍ଭବ, ନିଜେ ଯଦି ଦୃଢ ସଂକଳ୍ପ ନେଇ ଏହି ଅଭ୍ୟାସ କୁ ଦୁରେଇପାରିବେ ନଚେତ ନିଜର ବୈବାହିକ ଭବିଷ୍ୟତ ହୋଇଯାଇପାରେ ନଷ୍ଟ। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *