ବନ୍ଧୁଗଣ ଏହି ଦୁନିଆ ରେ ସବୁ ଲୋକ ଙ୍କର ଜୀବନରେ କିଛି ନା କିଛି ସ୍ଵଭାଵ ରହିଥାଏ , ଯାହା କି ତାଙ୍କ ନିଜ ଜୀବନ ରେ ପ୍ରଭାବ ପକାଏ । ଏବଂ ଅନେକ କିଛି ମଧ୍ୟ ଅଭ୍ୟାସ ଥାଏ ଯାହା କି ଆମ ଜୀବନ ପ୍ରତି ବିପଦ ସଙ୍କେତ ର କାରଣ ହୋଇଥାଏ। ଏହାକୁ ଆଖି ଆଗରେ ରଖି ଆମେ ଜାଣିବା ଯେ କେଉଁ ପ୍ରକାର ର ଝିଅ ମାନ ଙ୍କ ଜୀବନ ଶୈଳୀ ରେ ସେ କେବେ ବି ଶାନ୍ତି ପାଇପରନ୍ତି ନାହିଁ।
ନ୧: K ନାମ ର ଝିଅ- ଏହି ଝିଅ ମାନେ ବହୁତ ଗର୍ବୀ ହୋଇଥାନ୍ତି। ଏହି ମନେ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି ଯାହାଫଳରେ ନିଜର ସୌନ୍ଦର୍ଯ୍ୟ କୁ ନେଇ ଗର୍ବ କରିଥାନ୍ତି।ଏମାନେ ଚାହାନ୍ତି କି ଏମାନେ ଯାହା କହୁଛନ୍ତି ତାହା ହେଉ , ନିଜ ସ୍ୱାମୀ ତାଙ୍କୁ ପଚାରି ସବୁ କାମ କରନ୍ତୁ। ଯଦି ଏହା ଯାହା ଚାହାନ୍ତି ତାହା ନ ହୁଏ ଏମାନେ ରାଗି ଯାଇ ଅର୍ଥ କୁ ଅନର୍ଥ କରିଦିଅନ୍ତି।
ନ୨: E ନାମ ର ଝିଅ- ଏହି ଝିଅ ମାନେ ବହୁତ ଇଚ୍ଛା ଓ ଆଶା ରଖିଥାନ୍ତି।ଏମାନେ ବହୁତ ଆଦର କରନ୍ତି ଓ ପରିବାର କୁ ମଧ୍ୟ ଆଦରି ନିଅନ୍ତି। ଏମାନଙ୍କ ର ଗୋଟିଏ ଇଛା ଥାଏ କି ଏମନଙ୍କ ସ୍ୱାମୀ ତାଙ୍କୁ ଗୋଟିଏ କ୍ଷଣ ମଧ୍ୟ ଛାଡିକି ନ ଯାଆନ୍ତୁ। ଏମାନେ ସୁନ୍ଦର ରୂପ ଧାରଣ ର ହୋଇଥାନ୍ତି,ହେଲେ ଏମଙ୍କ ର ନିଜର ଆବଶ୍ୟକ ଠାରୁ ଅଧିକ ଇଚ୍ଛା ଥାଏ ,ଯାହା କି ପୂର୍ଣ୍ଣ ହୋଇପାରିନାହିଁ ଯାହା ଫଳ ରେ ଏମାନେ କେବେ ସନ୍ତୁଷ୍ଟ ରୁହନ୍ତି ନାହିଁ।
ନ୩: S ନାମ ର ଝିଅ- ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ତା ଛଡା ଏମାନେ ପରିବାର ପ୍ରତି ଅତ୍ୟନ୍ତ ନିଷ୍ଠା ପର ହୋଇଥାନ୍ତି। ହେଲେ ଏମାନେ ନିଜ ପ୍ରଶଂସା ଶୁଣିବାକୁ ବହୁତ ଭଲ ପାଆନ୍ତି। ଖାସ କରି ନିଜ ସ୍ୱାମୀ ଙ୍କ ଠାରୁ ନିଜ ପ୍ରଶଂସା ଶୁଣିବାକୁ ଚାହାନ୍ତି।ଯଦି ଏମାନଙ୍କ ସ୍ୱାମୀ ତାଙ୍କ ଆଗରେ ଆଉ କାହାର ପ୍ରଶଂସା କରନ୍ତି ତେବେ ଏମାନେ ରାଗି ଯାଆନ୍ତି। ଛୋଟ ଛୋଟ କଥା ରେ ରାଗି ଯାଆନ୍ତି,ଯାହା ଫଳରେ ଏମାନେ ଅସନ୍ତୁଷ୍ଟ ହୋଇ ରାଗରେ ଘରକୁ ଉଠାନ୍ତି ଓ ପକାନ୍ତି । ଏମାନେ ନିଜ ସ୍ୱାମୀ ସହ ଝଗଡା କରନ୍ତି ଅଧିକ ।ଯାହା ଫଳରେ ରେ ଆସନ୍ତି ଅନୁଭବ କରନ୍ତି। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।