big

ନିଜ ବୟସ ଠାରୁ ଅଧିକ ବୟସ ଝିଅଙ୍କୁ ବିବାହ କଲେ କେଉଁ କେଉଁ ଫାଇଦା ହୋଇଥାଏ।

FACT

ସାଧାରଣ ତ ସାଧାରଣ ମଣିଷ ନିଜ ବୟସ ଠାରୁ ସାନ ବା କମ ଝିଅ ମାନଙ୍କୁ ବିବାହ କରିବାକୁ ଚାହାନ୍ତି।କିନ୍ତୁ ସମସ୍ତେ ଏହି ଗୁପ୍ତ ରହସ୍ୟ ବିଷୟ ରେ ଜାଣିନଥାନ୍ତି। ନିଜ ଠାରୁ ବୟସ ରେ ବଡ ଝିଅ ଙ୍କୁ ବିବାହ କଲେ ଅନେକ କିଛି ଫାଇଦା ହୋଇଥାଏ । ସାଧାରଣ ତ ଅଧିକ ବୟସ ଝିଅ ମାନେ ବୁଝିବା ସୁଝିବା ଝିଅ ହୋଇଥାନ୍ତି।ଅଧିକ ବୟସ ଝିଅ ମାନେ ନିଜ ସ୍ୱାମୀ ଙ୍କୁ କେବେ ବି ହଇରାଣ ରେ ପକାଇବାକୁ ଚାହିଁବେନି ,ନିଜ ଠାରୁ ନିଜ ସ୍ୱାମୀ ଙ୍କର ଅଧିକ ଯତ୍ନ ନେଇଥାନ୍ତି।ଏହି ଝିଅ ମାନେ କେବେ ବି ନିଜ ଜୀବନ ସାଥି ଙ୍କୁ ବିପଦ,ଆପଦ,ଭାଇ, ବନ୍ଧୁ, ନିର୍ବିଶେଷରେ ରେ କେବେବି ବା ଅଳ୍ପ ଟିକିଏ ବି ଦୁଃଖ, ଯନ୍ତ୍ରଣା, ଆଦି ନକାରାତ୍ମକ ଅଭିଉଡ କୁ ସଂସ୍ପର୍ଶରେରେ ଆସିବାକୁ ଦିଅନ୍ତି ନାହିଁ ।ନିଜ ଠାରୁ ଅଧିକ ବୟସ ଝିଅ ଙ୍କୁ ବିବାହ କଲେ ବହୁତ ସୁଖମୟ ହୋଇଉଠେ ଜୀବନ ଓ ବହୁତ ଫାଇଦା ମଧ୍ୟ ହେବ।ଏବେ ଜାଣିବା ଅଧିକ ବୟସ ଝିଅ ଙ୍କୁ ବିବାହ ହଵା ର ଫାଇଦା କଣ,

copulee

ଏହି ଝିଅ ମାନେ ନିଜ ସ୍ୱାମୀ ଙ୍କ ଠାରୁ ନିଜେ ହିଁ ସବୁ ଦାଇତ୍ୱ ତୁଲାଇ ଥାନ୍ତି । ନିଜେ ନିଜ ଜୀବନ ସାଥି ଙ୍କୁ ଅଳ୍ପ ଟିକେ ବି ହଇରାଣ ହେବାକୁ ଦିଆନ୍ତି ନାହିଁ। ଅଧିକ ବୟସ ଝିଅ ନିଜ ସ୍ୱାମୀ ଙ୍କ ପଇସା କୁ ଖର୍ଚ୍ଚ କରିବାକୁ ଚାହାନ୍ତିନି ନିଜେ ନିଜ ଖର୍ଚ୍ଚ ଉଠାଇବାକୁ ପସନ୍ଦ କରନ୍ତି।ଜୀବନ ସାଥି କଙ୍କୁ ସବୁ କ୍ଷେତ୍ର ରେ ସହଜ ବା ସହାୟତା କରିଥାନ୍ତି।ଏହି ପରି ଝିଅ ମାନଅଙ୍କୁ ବିବାହ କରିବାର ସୁଯୋଗ ମିଳିଲେ ହାତ ଛଡା କରନ୍ତୁ ନାହିଁ। ବୟସ ରେ ଅଧିକ ଝିଅ ମାନେ ଯେଉଁ ଜୀବନ ସାଥି ଟିଏ ପାଇଥାନ୍ତି ସେମାନେ ସମ୍ପର୍କ କୁ ନେଇ ବହୁତ ଯତ୍ନଶୀଳ ଅଟନ୍ତି।ଏମାନେ ଥରେ ବିବାହ ହୋଇଗଲେ ନିଜ ଜୀବନ ସାଥି ଓ ନିଜ ଜୀବନ ସାଥୀଙ୍କ ସହ ପରିବାର କୁ ମଧ୍ୟ କେବେ ବି ଛାଡି ନଥାନ୍ତା।

ତେବେ ନିଜଠାରୁ ଅଧିକ ବୟସ ଝିଅ ଙ୍କୁ ବିବାହ ର ସୁଯୋଗ କେବଳ ଭାଗ୍ୟଶାଳୀ ପୁରୁଷ ଙ୍କୁ ମିଳିଥାଏ ,ଏବଂ ଏହା ଏକ ମଧ୍ୟ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯିବ। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *