ସମ୍ପର୍କକୁ ସଫଳ କରିବା କୌଣସି ଏକ ଛୋଟ କାର୍ଯ୍ୟ ନୁହେଁ ବହୁତ୍ ମତାନ୍ତର ମନାନ୍ତର ହୋଇଥାଏ ଏହି ସଂପର୍କକୁ ଅତିବ ଦାୟିତ୍ଵ ଏବଂ ନିଷ୍ଠା ପର ଭାବେ ପାଳନ କରାଯାଇଥାଏ । ନିଜର ସଂପର୍କକୁ ବଜାୟ ରଖିବା ପାଇଁ ସେମାନଙ୍କୁ ଏହି ୬ ଟି ଉପାୟ ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା ନିଜର ସମ୍ପର୍କକୁ ଅତୁଟ କରିବାପାଇଁ ପ୍ରଥମ ଉପାୟଟି କଣ । ପ୍ରଥମଟି ହେଲା ପରଷ୍ପରକୁ ହସାନ୍ତୁ ,ପରଷ୍ପର ସହ ମନ ଖୋଲିକି ହସନ୍ତୁ କାଇଁକିନା ହସିବା ଦ୍ବାରା ଶରୀରରେ ଆଣ୍ଟି ଅକ୍ସିଦାଣ୍ଟ ହର୍ମନ ସୃଷ୍ଟି ହୋଇଥାଏ ଯାହା ମନ ପାଇଁ ଭଲ ହୋଇଥାଏ । ସବୁବେଳେ ହସୁଥିବ କପୂଲ୍ ସବୁବେଳେ ବହୁତ୍ ଖୁସିରେ ରହିଥାନ୍ତି ଏମାନେ ହସି ହସି ନିଜର ଅନେକ କଷ୍ଟକୁ ସହଜରେ ସମାଧାନ କରିଥାନ୍ତି । ଯଦି ଆପଣ ନିଜ ସଂପର୍କକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ପରଷ୍ପରକୁ ହସାନ୍ତୁ ଏହା ଦ୍ଵାରା ସଂପର୍କ ବଳବତ୍ତର ରହିବ ।
ଆସନ୍ତୁ ଜାଣିବା ନିଜର ସମ୍ପର୍କ କୁ ଅତୁଟ କରିବାପାଇଁ ଦ୍ୱିତୀୟ ଉପାୟ ଟି କଣ । ଦ୍ୱିତୀୟ ଉପାୟ ଟି ହେଲା ମନରେ ସ୍ଵଭାବ ରଖନ୍ତୁ । ଯେଉଁ କପୁଲ ସବୁବେଳେ ଖୁସି ରେ ରହିଥାନ୍ତି ସେମାନେ ପରଷ୍ପର ପ୍ରତି କୁତ୍ସିତ ଚିନ୍ତାଧାରା ରଖନ୍ତି ନାହିଁ । ସମ୍ପର୍କ ରେ ଝଗଡ଼ା ହୋଇଥାଏ କିନ୍ତୁ ଶୋଇବା ଆଗରୁ ଏହି ଝଗଡ଼ା କୁ ସମାଧାନ କରନ୍ତୁ କାଇଁ ନା ଆଗାମୀ ଦିନ ଶୁଭ ମୟ ହେବ । ଆସନ୍ତୁ ଜାଣିବା ନିଜର ସମ୍ପର୍କକୁ ଅତୁଟ କରିବାପାଇଁ ତୃତୀୟ ଉପାୟ ଟି କଣ । ତୃତୀୟ ଉପାୟଟି ହେଲା ପରଷ୍ପର ପ୍ରତି ସମ୍ବୋଧନଶିଳ ହୁଅନ୍ତୁ । ପ୍ରତ୍ୟକ୍ କ୍ଷଣ୍ର ଭରପୁର ମଜା ଉଠାନ୍ତୁ । ଆପଣଙ୍କ ସଂପର୍କର ଗଭୀରତାକୁ ବୁଝିପାରିବେ ନାହିଁ ଯେତେବେଳେ ଯାଏ ଆପଣ ନିଜ ସାଥୀ ସହ ଭଲରେ ମିଶିବେ ନାହିଁ । ଆସନ୍ତୁ ଜାଣିବା ନିଜର ସମ୍ପର୍କକୁ ଅତୁଟ କରିବାପାଇଁ ଚତୁର୍ଥ ଉପାୟଟି କଣ । ଚତୁର୍ଥ ଉପାୟଟି ହେଲା ନିଜ ମଧ୍ୟରେ କୌଣସି ଶିକ୍ରେଟ୍ ରଖନ୍ତୁ ନାହିଁ । ଆଉ ଯଦି ରଖୁଛନ୍ତି ତାହେଲେ ଏହା ଆପଣଙ୍କ ସଂପର୍କ ପାଇଁ କ୍ଷତି କାରକ ହୋଇପାରେ ।
ଆସନ୍ତୁ ଜାଣିବା ନିଜର ସମ୍ପର୍କକୁ ଅତୁଟ କରିବାପାଇଁ ପଞ୍ଚମ ଉପାୟଟି କଣ । ପଞ୍ଚମ ଉପାୟଟି ହେଲା ଯେତେବେଳେ ଆପଣଙ୍କୁ ଆପଣଙ୍କ ସାଥୀ କିଛି କହୁଛନ୍ତି ସେତେବେଳେ ଆପଣ କିଛି ନ କହି ତାଙ୍କର କଥାକୁ ଶୁଣନ୍ତୁ । ପରଷ୍ପରର କଥା କାଟିବା ଦ୍ଵାରା ସଂପର୍କ ରେ ତିକ୍ତତା ଆସିଥାଏ ।ଆସନ୍ତୁ ଜାଣିବା ନିଜର ସମ୍ପର୍କକୁ ଅତୁଟ କରିବାପାଇଁ ଷଷ୍ଠ ଉପାୟ ଟି କଣ । ଷଷ୍ଠ ଉପାୟଟି ହେଲା ନିଜ ସାଥୀଙ୍କ କିଛି ସ୍ବପ୍ନ ଅଛି ଯଦି ତାକୁ ପୁରାଣ କରିବାରେ ତାଙ୍କୁ ସାହାର୍ଯ୍ୟ କରନ୍ତୁ । ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।