ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆମେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ମହିଳାମାନେ ରାତିରେ କରିବା ଉଚିତ ନୁହେଁ । ସାଧାରଣତଃ ରାତ୍ର ସମୟରେ ଏବଂ ଶୋଇବା ପୂର୍ବରୁ ଭୁଲରେ ମଧ୍ୟ ଏହି କାର୍ଯ୍ୟ ଗୁଡ଼ିକୁ କରନ୍ତୁ ନାହିଁ । ଏହି କାର୍ଯ୍ୟ କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ଓ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ୫ଟି କାର୍ଯ୍ୟ ବିଷୟରେ ଯାହାକୁ ମହିଳାମାନେ ରାତିରେ କରିବା ଦ୍ୱାରା ଘର ଲଷ୍ମୀ ହୋଇଯାଇଥାଏ ।ପ୍ରଥମେ କ୍ଷୀର ଓ ଦହି ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କାହାକୁ କ୍ଷୀର କିମ୍ବା ଦହି ଦିଅନ୍ତୁ ନାହିଁ । ଯଦି ଆପଣ କାହାକୁ କ୍ଷୀର କିମ୍ବା ଦହି ଦେବେ, ତେବେ ଆପଣଙ୍କ ଘରରୁ ମାତା ଲଷ୍ମୀ ଛାଡ଼ି ଚାଲି ଯାଇଥାନ୍ତି ।
ଯାହାଦ୍ୱାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ ।ଦ୍ଵିତୀୟରେ ଅଇଁଠା ବାସନ ରାତିରେ ଖାଇ ସାରିବା ପରେ ସେହି ଅଇଁଠା ବାସନକୁ ନ ଧୋଇ ସେଭଳି ରଖନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ ଓ ରୋଗର ଆଗମନ ହୋଇଥାଏ ଏବଂ ଘରେ ମାତା ଲଷ୍ମୀ ରୁହନ୍ତି ନାହିଁ । ତେଣୁ ମହିଳାମାନେ ରାତିରେ ଅଇଁଠା ବାସନ ଧୋଇକରି ହିଁ ଶୋଇବା ଉଚିତ ।ତୃତୀୟରେ କେଶକୁ ଖୋଲା ରଖି ଶୋଇବା ଉଚିତ ନୁହଁ ରାତ୍ରିରେ ଝିଅମାନଙ୍କୁ କେଶ ଖୋଲା ରଖି ଶୋଇବା ଉଚିତ ନୁହେଁ । କୁହାଯାଏ ଯେ ରାତିରେ କେଶ ଖୋଲା ରଖି ଶୋଇଲେ ନକାରତ୍ମକ ଶକ୍ତି ଆକର୍ଷିତ ହୁଏ । ଏଥିପାଇଁ ରାତ୍ରିରେ ନା କେବଳ ମହିଳା ବରଂ ଚୁଟି ରଖୁଥିବା ପୁରୁଷ ମାନଙ୍କୁ ମଧ୍ୟ ନିଜର ଚୁଟିକୁ ବାନ୍ଧି ନେବା ଉଚିତ ।ଚର୍ତୁଥରେ କକ୍ଷରେ ମହିଳାମାନେ ସପ୍ତାହକୁ ଥରେ ଘରର ପ୍ରତ୍ୟେକ କକ୍ଷରେ ଲୁଣକୁ ଏକ କାଗଜରେ ନେଇ ରଖିବା ଉଚିତ ଏବଂ ସକାଳେ ଏହାକୁ କାହାକୁ ନ ଦେଖାଇ ସେହି ଲୁଣକୁ ଆବର୍ଜନାରେ ନେଇ ପକାଇ ଦିଅନ୍ତୁ ।
ଏହାଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।ପଞ୍ଚମରେ ଖଟର ଉପର ସ୍ଥାନ ଆପଣ ରାତିରେ ଶୋଇବା ବେଳେ କେବେ ମଧ୍ୟ ଖଟର ଉପରେ ସ୍ଥାନରେ ପାଣି ରଖନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଘରରୁ ମାତା ଲଷ୍ମୀ ଚାଲିଯାଇଥାନ୍ତି । ତେଣୁ ପାଣିକୁ ସବୁବେଳେ ଖଟ ତଳେ ରଖନ୍ତୁ ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ|