ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଗୋଟେ ସୁନ୍ଦର ଜୀବନ ଯାପନ ପାଇଁ ଶାରିରୀକ ସମ୍ବନ୍ଧର ଆବଶ୍ୟକତା ନିହାତି ଜରୁରୀ ଅଟେ । ଶାରୀରିକ ସମ୍ବନ୍ଧ ଦ୍ୱାରା ମନୁଷ୍ୟଶରୀରରେ ଅନେକ ପ୍ରକାର ସମସ୍ୟା ଦୂର ହେବା ସହିତ କିଛି ଫାଇଦା ବି ମିଳିଥାଏ । କିନ୍ତୁ କେତେକ ପୁରୁଷ ଆଉ ମହିଳାମାନେ ବିଭିନ୍ନ କାରଣରୁ ଶାରୀରିକ ସମ୍ବନ୍ଧ ରଖନ୍ତି ନାହିଁ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ସେହି କାମ କରନ୍ତି ନାହିଁ । ନିଜ ସ୍ଵାମୀଠାରୁ ବହୁତ ଦିନ ପର୍ଯ୍ୟନ୍ତ ଦୂରରେ ରହିବା ଦୁଇ ଜଣଙ୍କ ଭିତରେ ଅଧିକାଂଶ ସମୟ ଝଗଡା ଲାଗିବା କିମ୍ବା ପାରିବାରିକ ସମସ୍ୟା କାରଣରୁ ଶାରୀରିକ ସମ୍ବନ୍ଧ ବନାଇବା ରେ ବ୍ୟାଘାତ ଦେଇଥାଏ ଆପଣଙ୍କର ଜାଣିବା ଦରକାର ଏହି କାମ ବନ୍ଦ କରିବା ଦ୍ୱାରା ସେହି ମଣିଷର ଗମ୍ଭୀରଧରଣର ସମସ୍ୟା ବି ସୃଷ୍ଟି ହୋଇପାରେ ।ହୁଏତ ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।
କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଅସୁବିଧାରୁ ଶାରୀରିକ ସମ୍ବନ୍ଧ ବନ୍ଦ କରିଦେଇଥାନ୍ତି । ଆମେରିକା ରେ କରାଯାଉଥିବା ଏକ ଅଧ୍ୟାୟନରେ ଜଣା ଯାଇଛି ଯେ ସମ୍ପର୍କ ନ କରିବା ଦ୍ୱାରା ପୁରୁଷମାନଙ୍କର ଯୌନ ସମ୍ବନ୍ଧ କ୍ୟାନସର ହେବାର ସମସ୍ୟା ଦେଖାଦେଇଥାଏ ଆମେରିକାରେ କ୍ୟାନସର ସମସ୍ୟା ବୃଦ୍ଧିର ଏହା ହେଉଛି ଦ୍ୱିତୀୟ ଆଉ ପ୍ରମୁଖ କାରଣ କେତେକ ଅଧ୍ୟୟନ ଏହା ଉପରେ ଜଣାଇଛନ୍ତି ଯେ ବୟସ୍କ ଓ ବିବାହିତ ପୁରୁଷ ମାନଙ୍କର ସପ୍ତାହକୁ ଅତିକମରେ ଥରେ ଯେ କୌଣସି ଉପାୟରେ ସ୍ଖଳନ ହେବା ଜରୁରୀ କିନ୍ତୁ ଅବିବାହିତା ପୁରୁଷ ବା ମହିଳା ମାନଙ୍କ ପାଇଁ ଏହା ଜରୁରୀ ନୁହେଁ ।ଅଧିକ ସମୟ ବନାଇ ନ ପାରିବା ଦ୍ୱାରା । ପୁରୁଷ ଓ ମହିଳା ମାନଙ୍କର ଶାରୀରିକ ସମସ୍ୟା ଏଡେଇ ଦେଇ ହେବ ନାହିଁ ଶାରୀରିକ ସମସ୍ୟା ସମ୍ଭାବନାକୁ କମ୍ କରିବା ପାଇଁ ନିୟମିତ ଭାବରେ ସପ୍ତାହରେ ଅତିକମରେ ଥରେ ସଭୋଗ କରିବା ନିହାତି ଆବଶ୍ୟକ ।
ଯଦି ଆପଣ କିଛି କାରଣରୁ ଆପଣଙ୍କ ସାଥି ସହିତ ସେ କାମ କରିପାରିନାହାନ୍ତି ଜୀବନ କାଳ ଭିତରେ ସେ କାମ୍ବକରିବାର ସୁବିଧା ପାଉ ନାହାଁନ୍ତି । ଶାରୀରିକ ସମ୍ବନ୍ଧ କମ୍ କରୁଛନ୍ତି କିମ୍ବା କିଛି ଅସୁବିଧା ହେତୁ ଅନେକ ଦିନ ପର୍ଯ୍ୟନ୍ତ ସେ କାମ ରୁ ନିବୃତ୍ତ ଅଛନ୍ତି । ଏହା ଆପନଙ୍କ ପାଇଁ ବହୁତ କିଛି କାରଣର ଅସୁବିଧା ହୋଇପାରେ ଯେମିତି ଦୁଇଜଣଙ୍କ ଭିତରେ ଝଗଡା ହେବା ସବୁବେଳେ ପାଟିତୁଣ୍ଡ ଲାଗି ରହିବା ।ପାରିବାରିକ ଅଶାନ୍ତି କିମ୍ବା ଛାଡପତ୍ର ହେବାର ସମ୍ଭାବନା ବଢିଯାଏ ଏହା ସହିତ ଶରୀରରେ ରୋଗ ପ୍ରତିରୋଧକ କମିଯିବା ଦୀମାକ ଚିନ୍ତା ପୂର୍ଣ୍ଣ ରହିବା ମନ ଉଦାସୀନତା ପାଇଁ ସବୁବେଳେ ଚିନ୍ତିତ ରହିବା ଆଦି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ ।
ଜଣାଯାଇଛି ଯେ ଶାରୀରିକ ସମ୍ବନ୍ଧ କମ୍ କରିବା ଦ୍ୱାରା ମଣିଷର କାମ ଯୋଜନା କାମ ବାସନା ବି ସବୁଦିନ ପାଇଁ ଲୋପ ପାଇଯାଏ ଉତେଜନା ବି ଦିନ କୁ ଦିନ କମ୍ ହେବାରେ ଲାଗେ । ଅନିଦ୍ରା ଉ ବିଚଳିତ ପରି ସମସ୍ୟା ଦେଖାଯାଇଥାଏ ଦିନକୁ ଦିନ ବଢ଼ିବାରେ ଲାଗେ । ଛୋଟ ଛୋଟ କଥା କୁ ନେଇ ମନରେ ଚିନ୍ତା ବଢେ ଯଦି ବିବାହିତା ମହିଳା ଏହି କାମ କରିବା ବନ୍ଦ କରିଦିଅନ୍ତି ତା ତାଙ୍କର ମାସିକ ଧର୍ମ କାରଣ କଷ୍ଟ ଅଧିକ ହୋଇଥାଏ । ଏହା ସହିତ ବି ମାସିକ ଧର୍ମର ସମସ୍ୟା ବି ଦେଖା ଦିଏ ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।