samaya

ମହିଳାମାନେ ଏହି ସମୟରେ ଶାରିରୀକ ସମ୍ପର୍କ ରଖିବା ପାଇଁ ପାଗଳ ପରି ହୋଇଥାନ୍ତି।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ବିବାହ ପରେ ଦାମ୍ପତ୍ୟ ମାନେ ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରଖିଥାନ୍ତି । କାରଣ ପ୍ରତ୍ୟେକ ବୈବାହିକ ଦାମ୍ପତ୍ୟ ପାଇଁ ସମ୍ବନ୍ଧ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ କିନ୍ତୁ ଆଜି କାଲିର ଯୁବପିଢିଙ୍କ ପାଖରେ ଏହି ସମ୍ବନ୍ଧକୁ ନେଇ ଟିକେ ଅଧିକ ଉତ୍ସାହ ଦେଖିବାକୁ ମିଳିଥାଏ ଏହା ଛଡା ଆଜିର ଯୁବପିଢ଼ି ନିଜ ଜୀବନରେ କାହାରିକୁ ପ୍ରେମ କରିବା ଏକ ସାଧାରଣ କଥା ହୋଇଗଲାଣି କିନ୍ତୁ ସମ୍ବନ୍ଧ ବନେଇବା ପାଇଁ କିଛି ସମୟ ସୀମା ରହିଛି ।

girl1

ଏକ ନିର୍ଦ୍ଧିଷ୍ଟ ସମୟରେ ମହିଳାମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପୁରା ପାଗଳ ପରି ହୋଇଥାନ୍ତି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳାମାନେ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ପାଇଁ ପୁରା ପାଗଳ ପରି ହୋଇଥାନ୍ତି ବନ୍ଧୁଗଣ ଶାରୀରିକ ସମ୍ବନ୍ଧ ବିନା ବୈବାହିକ ଜୀଵନ ଅଧୁରା ଅଟେ ବାହାଘରର କିଛି ସମୟ ପରେ ମହିଳା ମାନଙ୍କ ସ୍ଵଭାଵ ଏବଂ ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବାହାଘର ପରେ ମହିଳାମାନେ ଶାରୀରିକ ସମ୍ବନ୍ଧ ବିଷୟରେ କଥା ହେବା ପାଇଁ ବହୁତ ଲାଜ କରିଥାନ୍ତି । ମହିଳାମାନେ ଶାରୀରିକ ସମ୍ବନ୍ଧ ପ୍ରତି ଏକ ନିର୍ଦ୍ଦିଷ୍ଟ ବୟସରେ ବେଶୀ ଆଗ୍ରହୀ ହୋଇଥାନ୍ତି ସାଧାରଣତଃ ଝିଅମାନଙ୍କର ବିବାହକୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥାଏ ।

girl

ବାହାଘର ଏବଂ ସମ୍ବନ୍ଧରେ ନାରୀ ମାନଙ୍କ ମଧ୍ୟରେ ବହୁତ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ମହିଳାମାନେ ସନ୍ତାନ ସୁଖ ପ୍ରାପ୍ତି କରିଥାନ୍ତି । ଯେଉଁ କାରଣରୁ ଏହି ୫ ବର୍ଷ ମହିଳା ମଧ୍ୟରେ ବହୁତ ବ୍ୟସ୍ତ ମଧ୍ୟରେ ଅତିବାହିତ ହୋଇଥାଏ ।୩୦ ରୁ ୩୫ ବର୍ଷ ବୟସ ଏପରି ହୋଇଥାଏ; ଯେଉଁ ସମୟରେ ମହିଳାମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି । କାରଣ ଏହି ସମୟରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ପ୍ରତି ଆଉ ଲାଜ ନଥାଏ । ଏହି ସମୟରେ ମହିଳାମାନେ ସମ୍ବନ୍ଧ ବନେଇବାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏହି ବୟସରେ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ପାଗଳ ମଧ୍ୟ ହୋଇଯାଇଥାନ୍ତି ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *