ସୋସିଆଲ ମିଡିଆରୁ ଆରମ୍ଭ କରି ଓଡିଶା ସବୁ ଲୋକଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଛି , ତାହା ହେଉଛି ପରି ମୃତ୍ୟୁ ମାମଲା । ତେବେ ପରି ମୃତ୍ୟୁରେ କାହାର ହାତ ଅଛି ଏବେ ଯାଏ ଜଣା ପଡି ନଥିଲେ ମଧ୍ୟ ଏ ବିଷୟରେ ତଦନ୍ତ ଜାରି ରହିଥିବା ବେଳେ , କିଛି ଲୋକ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଦୋଷ ଲଦିଛନ୍ତି । ତେବେ ଏବେ ପରିର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଯୋରରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟର ଶେଷ ପର୍ଯ୍ୟନ୍ତ ପଢିଲେ ଆପଣ ସେହି ଭିଡିଓକୁ ଦେଖି ପାରିବେ ।
ପରି 5 ବର୍ଷ ନିରୀହ ନିଷ୍ପାପ ଦୁନିଆ କୁ ଭଲସେ ଜାଣିନଥିବା ଝିଅ ଟିଏ ତାକୁ କିଡନାଫ କରି ତାକୁ ମାରି ଠିକ ୧୦ ଦିନ ପରେ ତାର ହାଡକୁ ନେଇ ନିଜ ଘର ବାଡ଼ିରେ ପକେଇଦେଲେ । ଏ ପରି ଅମାନୁଷିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଉଚିତ ଶାସ୍ତି ଦେବା ପାଇଁ ସାରା ଦେଶରେ ଏବେ #justiceforpari ର ନାରା ଚାଲିଥିବା ବେଳେ ଏବେ ଭାଇରାଲ ହେଉଛି ପରିର ମୃତ୍ୟୁ ପୁର୍ବର ଏକ ଭିଡିଓ ।
ଏହି ଭିଡିଓରେ ପରି ସୁନ୍ଦର ଭାବରେ ଜନ ଗଣ ମନ ଜାତୀୟ ସଙ୍ଗୀତ ବୋଲୁଥିବାର ଦେଖିବାକୁ ମିଳିଛି । ପରି ର ମା କହିବା ହିସାବରେ ପରି ଭଲ ପଢେ,ଗାଏ, ନାଚେ ଓ ଖେଳେ ମଧ୍ୟ ହେଲେ ଦୁନିଆ କଣ ଭଲସେ ଜାଣିବା ପୂର୍ବରୁ ଗୋଟିଏ ନିରୀହ ନିଷ୍ପାପ ଝିଅ କୁ ମାରିଦେଲେ…ଯେଉଁ ମାନେ ଏହି ଖବର ପଢୁଛନ୍ତି ଦୟାକରି ପରି ଏହି ପୋଷ୍ଟ କୁ ସେୟାର କରିବାକୁ ସମସ୍ତିଙ୍କୁ ଅନୁରୋଧ । ତଳେ ଆପଣ ଭିଡିଓ ଦେଖି ପାରୁଥିବେ ।
ତେବେ ପରିର ଭିଡିଓ ଆପଣଙ୍କୁ ଯଦି ଭଲ ଲାଗିଥାଏ , ତେବେ ଏହି ପୋ୍ଟକୁ ଏବେ ହିଁ ଅଧିକରୁ ଅଧିକ ସେୟାର କରିବା ସହିତ , ପରି ପାଇଁ ଗୋଟିଏ ଲାଇକ କରି ଦିଅନ୍ତୁ ।