heroin

ନିଜ ପୁଅ ଆଗରେ ଲଙ୍ଗଳା ହୋଇଗଲେ ମଲିକା ଆରୋରା – ଭିଡିଓ ଭାଇରାଲ |

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଫେମସ୍ ଅଭିନେତ୍ରୀ ବର୍ତମାନ ସମୟ ରେ ବଲିଉଡ ରୁ ଦୂର ରେ ରହିଛନ୍ତି । ହେଲେ ସେ କୈଣସି ନା କୈଣସି କାରଣ ପାଇଁ ଚର୍ଚ୍ଚା ର ବିଷୟ ରେ ରହି ଥାନ୍ତି । କେବେ ନିଜର ରିଲେସନ ସିପ୍ କୁ ନେଇ ତ କେବେ ସେ ନିଜର ସେକ୍ସି ଫୋଟ କୁ ନେଇ । ସେମିତି ରେ ସେ ଏହି ଦିନ ରେ ଉଠାଉ ଥିବା ଏହି ସବୁ ଫୋଟ ଗ୍ରାଫ୍ ପାଇଁ ହିଁ ସେ ସବୁ ସମୟ ରେ ଟ୍ରୋଲର ଙ୍କ ଆଗରେ ପଡି ଜାଇ ଥାନ୍ତି । ସେହି ପରି ଆୱର୍ଡ ସେ ରେ ବେକ୍ ଲେସ୍ ଡ୍ରେସ୍ ପିନ୍ଧିବା ବି ତାଙ୍କୁ ବହୁତ ଭାରି ପଡି ସାରିଛି । ସେହି ପରି ବନ୍ଧୁଗଣ ଏହି ନିକଟ ରେ ମଲ୍ଲାଇବା ଏବଂ ତାଙ୍କର ବୟଫ୍ରେଣ୍ଡ ଅର୍ଜୁନ୍ କୋପୁର ଦୁହେଁ କୋରନା ପଜେଟିଭ୍ ଦେଖିବା ପାଇଁ ମିଳି ଥିଲା । ଯେଉଁଥି ପାଇଁ ସେମାନେ ଏବ ଆୟୁସୁ ଲେସନ୍ ରେ ରହିଛନ୍ତି । ସେମିତି ରେ ସମସ୍ତେ ଜାଣିଛନ୍ତି ଏମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଏବଂ ବିଗତ ଦିନ ରେ ସେମାନେ କିଛି ରୋମାଣ୍ଟିକ୍ ଫୋଟ ବି ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

sds

ହେଲେ ଆଜିର ଦିନରେ ବି ସେ ନିଜର ଡାଇଭର୍ସ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ସେମିତି ରେ ଖାନ୍ ପରିବାର କୁ ମିଲ୍ଲାଇକା ଙ୍କର ଫୋଟ ସୁଟ୍ ଏବଂ ତାଙ୍କର ଆଇଟମ୍ ଡେନ୍ସ ରେ ନାଚିବା ମୋଟେ ବି ପସନ୍ଦ ନ ଥିଲା । ଏବଂ ସେହିଥି ପାଇଁ ସେମାନେ ନିଜ ନିଜର ମତ ଭେଦ କୁ ନେଇ ଡାଇଭର୍ସ ନେଇ ନେଇ ଥିଲେ । ସେମିତି ରେ ବି ସେ ମଲ୍ଲାଇକା ବହୁତ ସମୟରେ ନିଜର ଡ୍ରେସିଂ ଷ୍ଟାଇଲ୍ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଯେମିତି କି କିଛି ଦିନ ତଳେ ମଲ୍ଲାଇକା ନିଜର ପୁଅ ଅଲ୍ହନ୍ଖାନ୍ ଙ୍କ ସହିତ କ୍ଲିଭେଡ୍ ହେବାର ଫୋଟ ସୁଟ୍ କରି ଥିଲେ ଏବଂ ସେହି ଥିରେ କଙ୍ଗନ୍ନା ଙ୍କ ଭଉଣୀ ରୋଙ୍ଗଲୀ ଚଣ୍ଡେଲ୍ ଏହି ପୋଟ ରେ ଲେଖି ଥିଲେ ଆଜିର ମୋର୍ଡନ ମାଆ ସେହି ପରି କ୍ଷେତ୍ର ରେ ସେ ବହୁତ ପରିମାଣ ରେ ଟ୍ରୋଲ ର ଶୀକାର ହେବାକୁ ଲାଗି ଥିଲେ ।

sdsds

ଏବଂ ଇୟୁଜର୍ ଏମିତି କହି ଥିଲେ କି ନିଜ ପୁଅ ସାମ୍ନା ରେ କେମିତି ଡ୍ରେସ୍ ପିନ୍ଧିବା ଜରୁରୀ ଅଟେ ସେହି ବିଷୟ ରେ ତାଙ୍କୁ ଜ୍ଞ୍ୟାନ ନାହିଁ । ସେମିତି ରେ ବର୍ତମାନ ସମୟ ରେ ସେମିତି ହିଁ କିଛି ହୋଇଛି ଯେଉଁ ଠାରେ ମଲ୍ଲାଇକା ଅରୋରା ଙ୍କର କିଛି ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଏହି ଫୋଟ ସବୁ ବ୍ୟଟି କଣ୍ଟେଷ୍ଟ 2020 ପାଇଁ ସେହି ଥିରେ ମଲ୍ଲାଇକା ନିଜର ଡ୍ରେସ୍ କୁ ନେଇ ଅନ୍ୟ ଙ୍କ ଧ୍ୟନ ନିଜ ଆଡକୁ ଟାଣି ଥିଲେ । ଏବଂ ଏହାକୁ ନେି ସେ ଟ୍ରୋଲ ହୋଇ ଥିଲେ କାରଣ ସେ ଅଧିକ ରୁ ଅଧିକ କ୍ଲିଭେଜ୍ ସୋ କରି ଥିବାର ଦେଖିବା ପାଇଁ ମିଳି ଥିଲେ । ସେହିଥି ପାଇଁ ଲୋକ ମାନେ ତାଙ୍କର ଏହି ଫୋଟ ଉପରେ 45 ବର୍ଷ ବୟସ ରେ କେମିତି ଡ୍ରେସିଂ ସେନ୍ସ କେମିତି ହେବା ଜୁରୁରୀ ଅଟେ ସେହି ବିଷୟରେ ଚର୍ଚ୍ଚା କରି ଥିଲେ ।

Leave a Reply

Your email address will not be published. Required fields are marked *