oakhurapuja

ଘରେ ଠାକୁର ପୂଜା କରୁଥିବା ସମୟରେ ଏହି ସବୁ ସଂକେତ ପାଇଲେ ,ଜାଣିବେ ଭଗବାନ ଅଛନ୍ତି ପାଖରେ ।

ODISHA

ହିନ୍ଦୁ ଧର୍ମରେ ଦେବଦେବୀ ଙ୍କ ପୂଜା ଅର୍ଚ୍ଚନା କୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ,ପ୍ରତି ମଣିଷ ଦିନରେ ଥରେ ଭଗବାନ ଙ୍କୁ ପୂଜା କରିବା ନିହାତି ଆବଶ୍ୟକ।ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ରେ ଭରି ଉଠେ। ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ଭଗବାନ ତାଙ୍କ ଦିବ୍ୟ ଚକ୍ଷୁ ରେ କିଛି ସଂକେତ ପ୍ରଦାନ କରିଥାନ୍ତି।ସେହି ସମୟ ରେ ଏହି ଅଦ୍ଭୁତ ଶକ୍ତି ଆମ ଚାରିପାଖରେ ଘୁରି ବୁଲୁଥାନ୍ତି ।ବିଜ୍ଞାନ ରେ ମଧ୍ୟ ପ୍ରମାଣିତ କରାଯାଇଛି ଯେ ହୃଦୟ ର ସହ ପୂଜା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

pujaaa

ପୂଜା କରିବା ଦ୍ୱାରା କିଛି ସଂକେତ ଜଣାଇଦିଏ କି ଭଗବାନ ଉପସ୍ଥିତ ଅଛନ୍ତି ,ଭଗବାନ ନିଜେ ସର୍ବତ୍ର ବିଦ୍ୟମାନ,ଠାକୁର ପୂଜା ଦ୍ଵାରା ମନ ପ୍ରଫୁଲ୍ଲ ରୁହେ ,ଆମେ ଠାକୁର ଙ୍କ ଉପସ୍ଥିତି କୁ ଅନୁଭବ କରିବାରେ ଅଛି,ଭଗବାନ ହିଁ ସବୁ ଅସମ୍ଭବ କୁ ସମ୍ଭବ କରିପାରନ୍ତି,ଭଗବାନ ପ୍ରତ୍ୟକ୍ଷ ଭାବେ କୌଣସି ସହାୟତା ନ କଲେ ମଧ୍ୟ ପରୋକ୍ଷ ଭାବେ ଅବଶ୍ୟ ତୁମ ସାଥ ଦେବେ,ଯଦି ତୁମେ ଭଗବାନ ଙ୍କ ପ୍ରତି ସେତିକି ନିଜକୁ ଉନ୍ମୁକ୍ତ ରଖିଥାଅ ଏବଂ ଭଗବାନ ଙ୍କ ଉପସ୍ଥିତି କୁ ସର୍ବଦା ମନେକରି ସେଇ ଦିବ୍ୟ ସଂକେତ କୁ ଜାଣିବାକୁ ଚେଷ୍ଟା କରିବା ।

ସଂକେତ କୁ ଜାଣିବା, ଯଥା- ପୂଜା କରୁଥିବା ସମୟରେ ପ୍ରଜ୍ବଳିତ ଦ୍ୱୀପ ଉପରକୁ ଉଠିଲେ ଏହା ଭଗବାନ ଙ୍କ ଉପସ୍ଥିତି କୁ ବୁଝାଏ।ଏହାର ଅର୍ଥ ଭଗବାନ ତୁମ କୁ କିଛି ଉପହାର ସଦୃଶ ଦେବାକୁ ଚାହିଁଛନ୍ତି। କୌଣସି ବ୍ୟକ୍ତି କିଛି ଉପହାର ଆଣିକି ଆସିଲେ ଘର କୁ ଜାଣିବେ ଯେ ଏହା ଭଗବାନ ଙ୍କର କୃପା। ଯଦି ପୂଜା କରୁଥିବା ସମୟରେ ଚଢ଼ୁଥିବା ଫୁଲ ଖସିପଡ଼େ ,ଏହାର ଅର୍ଥ ଭଗବାନ ତୁମର ମନସ୍କାମନା ପୂର୍ଣ୍ଣ କରିବାକୁ ଚାହୁଛନ୍ତି ।ପୂଜା କରିବା ସମୟ ରେ ଘଣ୍ଟି ର ଶବ୍ଦ ସୁଭିଥାଏ, ଏହା ଭଗବାନ ଙ୍କ ପୂର୍ଣ ଉପସ୍ଥିତି କୁ ବୁଝାଇଥାଏ।ପୂଜା କରିବା ସମୟ ରେ ଯଦି କୌଣସି ଭିକାରୀ ବା ବ୍ରାହ୍ମଣ ଭିକାରୀ ଆସିଲେ ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଁ।

pujaaaaa

ଏହିପରି କିଛି ସଂକେତ ପାଇଲେ ଜାଣିନେବେ ଯେ ନିଜ ଚତରୁପର୍ଶ୍ଵ ରେ ଭଗବାନ ଙ୍କ ର ଉପସ୍ଥିତି ଭାବିନେବେ। ସର୍ବଦା ନିଜେ ଭକ୍ତି ସହକାରେ ଭଗବାନ ଙ୍କୁ ପୂଜା କରିଲେ ଆଶୀର୍ବାଦ,ଯଶ,ଆୟୁ, ବଳ ଆଦି ଅନେକ ବୃଦ୍ଧି ହୋଇଥାଏ। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *