sdsdddds

ଝିଅ ତୁମକୁ ଇଗନୋର କରୁଥିଲେ ଏ ୪ଟି କାମ ତୁରନ୍ତ କରି ଦିଅନ୍ତୁ ଝିଅ ତୁମକୁ ଜମେଇକି ଲାଇନ ଦେବ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ପ୍ରଥମେ ପାର୍ଟନରର କିଛି କଥାକୁ ନଜର ଅନ୍ଧାଜ କରନ୍ତୁ ଆପଣ ତାର ସବୁ କଥାକୁ ଫୋଲ କରନ୍ତୁ ନାହିଁ କି ସବୁ କଥାକୁ ମାନନ୍ତୁ ନାହିଁ। କିନ୍ତୁ ଆପଣ ଯେତେବେଳେ ତାର ସବୁ କଥାକୁ ଫୋଲ କରନ୍ତି ସେତେବେଳେ ସିଏ ମେଣ୍ଟାଲି ସଟିସଫୟ ହୋଇଯାଏ ଓ ଆପଣଙ୍କ ବିଷୟରେ ଭାବିବା ବନ୍ଦ କରିଦିଏ। କାହିଁକିନା ଆପଣଙ୍କ କଂଟ୍ରୋଲ ତା ହାତକୁ ଚାଲିଗଲା ତାପରେ ସେ ଅଳନଙ୍କୁ ଅବେହେଳା କରିବା ଷ୍ଟାର୍ଟ କରିଦେବ ତେଣୁ ଆପଣ ତାର ସବୁ କଥାକୁ ନ ମାନି ଅଳ୍ପ କିଛି କଥାକୁ ନଜର ଅନ୍ଦାଜ କରନ୍ତୁ। ଦେଖିବେ ତା ପ୍ରେମରେ ପାଗଳ କରିଦେବା ପାଇଁ ଲାଗିଯିବ ଓ ସିଏ ନିଜେ ଆପଣଙ୍କର ସବୁ କଥା ମାନିବ।

girl1

ଦ୍ୱିତୀୟ ହେଲା ଫ୍ରେଣ୍ଡଶିପ କରିବା ଅଧିକାଂଶ କଣ କରନ୍ତି ନା ବନ୍ଧୁତ୍ୱ ଆସିଲା ପରେ ଅନ୍ୟ ସହିତ ବନ୍ଧୁତ୍ୱକରିଥିବା ଛାଡିଦିଅନ୍ତି କାରଣ ତାଙ୍କ ପାର୍ଟନର ଏପରି କରିବା ଦ୍ୱାରା ମନା କରିଥାଏ ଯାହା ଫଳରେ ପାର୍ଟନରଙ୍କ ସହିତ ଆପଣଙ୍କର ଭାବ କମିଯିବ। ତେଣୁ ଆପଣ ନିଜ ପାର୍ଟନରଙ୍କ ଭଲ ପାଇବାକୁ ଅଧିକ ବଢାଇବାକୁ ହେଲେ ଆପଣଙ୍କୁ ବିପରୀତ ସହିତ ଫ୍ରେଣ୍ଡଶିପ କରିବାକୁ ପଡିବ। ତେଣୁ ଆପଣଙ୍କୁ ସେ ସବୁ ପ୍ରକାର ଖୁସି ଦେବା ପାଇଁ ପ୍ରାଣ ପ୍ରଣେ ଲାଗିଯିବ। ତୁତୀୟ ହେଲା ନିଜର ରେମୋର୍ଟ ପାର୍ଟନରଙ୍କ ହାତରେ ଦିଅନ୍ତୁନି ଅଧିକାଂଶ କଣ କରନ୍ତି ନା ନିଜର ରିମୋର୍ଟ କଂଟ୍ରୋଲ ପାର୍ଟନର ହାତରେ ଧରାଇ ଦିଅନ୍ତି। ପାର୍ଟନର ଯାହା କହେ ସବୁକଥା ମାନନ୍ତି ଯୁଆଡେ ଯାଆନ୍ତି ଯାହାବି କରନ୍ତି ପାର୍ଟନରଙ୍କ ଇଛାରେ କରନ୍ତି। ଅଧିକାଂଶ ଝିଅଙ୍କର ପ୍ରୋବ୍ଲେମ ଥାଏ ଯେ ତାଙ୍କ ବୟଫ୍ରେଣ୍ଡଙ୍କୁ ଜରୁରୀ ଠାରୁ ଅଧିକ କଂଟ୍ରୋଲରେ ରଖିଥାଏ ପାର୍ଟନରଙ୍କୁ ଯାହା ପସନ୍ଦ ଆସେ ଆପଣବି ତାଙ୍କୁ ଫୋଲ କରିବାକୁ ଭଲ ପାଆନ୍ତି ଆପଣଙ୍କୁ ଲାଗେ ପାର୍ଟନରଙ୍କ ସବୁ କଥା ମାନିଲେ ପାର୍ଟନର ବହୁତ ଖୁସି ହେବ ମଣିଷତ ଠିକ ସେହିଆହିଁ ଚାହେଁ ମୁ ଯାହା ଚାହୁଁଚିସେ ସେହି କାମ କରୁ କିନ୍ତୁ ସାଇକୋଲୋଜିକାଲ ଅନୁସାରେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଅନ୍ୟର କଂଟ୍ରୋଲରେ ରହିବା ଦରକାର ନାହିଁ। ଆପଣଙ୍କୁ ଠିକ ଭୁଲର ବିଚାର କରି ଚଲିବା ଦରକାର କାହିଁକିନା ଆପଣଙ୍କ ପାର୍ଟନର ଯଦି ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ କଂଟ୍ରୋଲ କରେ ତାଙ୍କୁ ଏମିତି ଲାଗିବ ଯେ ସିଏ ଆପଣଙ୍କର ବସ। ସିଏ ଭାବିବ ଇଏ କୁଆଡେ ଯିବନି ମୋ ପାଦ ତଳେ ସେମିତି କୁକୁର ପଡି ପଡିଥିବ କିନ୍ତୁ ଆପଣ ଯଦି ତା କଂଟ୍ରୋଲରେ ରହିବେ ନାହିଁ ସେ ତୁମକୁ ପାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବ। ଦୁନିଆର ସବୁ ଖୁସି ଆପଣଙ୍କ ପାଦତଳେ ଅଜାଡି ଦେବାକୁବି ସେ ପଛାଇବନି।

girl1

ଚର୍ତୁଥରେ ଆପଣଙ୍କ ପାର୍ଟନର କଣ ଚାହୁଛନ୍ତି ଆପଣଙ୍କୁ ଜାଣିବା ଦରକାର ତା ନୀଡ଼ କିଛିବି ହୋଇପାରେ ଆପଣଙ୍କୁ ଜାଣିବାକୁ ପଡିବ କିନ୍ତୁ ଆପଣଙ୍କୁ ସେହି ଜିନିଷର ମଜା ଟିକେ ଟିକେ ଚଖେଇବାକୁ ପଡିବ। ଆପଣ ଏମିତି କିଛି କରନ୍ତୁ ପାର୍ଟନରଙ୍କୁ ଯେମିତି ଲାଗିବା ଦରକାର ଯେ ଆପଣ ସେ ସବୁ ଆଗକୁ ନିଶ୍ଚୟ କରିବେ ଯାହାଫଳରେ ଆପଣଙ୍କଠାରୁ ତାର ଜରୁରତ ହାସଲ କରିବା ପାଇଁ ସେ ବହୁ ପ୍ରକାର ଚେଷ୍ଟା କରିବ ତାପରଠାରୁ ଆପଣଙ୍କର ସବୁ କଥାକୁ ମାନିବ ଆପଣଙ୍କୁ ଏତେ ଭଲ ପାଇବ ଯେ ଆପଣ ଯାହା କହିବେ ସିଏ ସେୟା କରିବ। ‘ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *