ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ସ୍ୱାମୀ ଏବଂ ସ୍ତ୍ରୀ ମିଶି ସକାଳୁ ଉଠି ଏହି ଗୋଟିଏ କାମକୁ କରି ଦିଅନ୍ତୁ ତେବେ ଜାହା ହେବ ଆପଣ ମାନେ ବିଶ୍ୱାସ ବି କରି ପାରିବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଗୋଟିଏ ଜିନିଷ ବିଷୟରେ ସଂମ୍ପର୍ଣ୍ଣ ଭାବେ । ଆପଣ ମାନେ ଏହି କଥା କୁ ଜାଣି ଥିବେ କି ମହିଳା ମାନଙ୍କୁ ପ୍ରତ୍ୟେକ ଦିନ ଘର କାମ ପିଲା ମାନଙ୍କ କାମ ଏମିତି ବହୁତ ଗୁଡିଏ କାମ କରିବା ପାଇଁ ପଡି ଥାଏ । ଏବଂ ସେମାନେ କାମରେ ବ୍ୟସ୍ତ ହୋଇ ସକାଳୁ ଉଠି ନିଜର ନିତ୍ୟ କର୍ମବି ସାରି ପାରନ୍ତି ନାହିଁ ।
ଯଦି ଶାସ୍ତ୍ର ଅନୁସାରେ ଆମେ କହିବା ତେବେ ସକାଳୁ ଉଠି ସ୍ୱାମୀ ଏବଂ ସ୍ତ୍ରୀ ଙ୍କୁ ନିତ୍ୟ କର୍ମ ସାରି ସ୍ମାନ ଆଦି କରି ନେବା ଦରକାର । ଏବଂ ଏହା ପରେ ସୁଳସୀ ଗଛ କୁ ବହୁତ ଭଲ ଭାବେ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ଅଟେ ।ସେହି ପରି ଭାବେ ଆପଣ ମାନେ ତୁଳସୀ ଗଛ କୁ ପୂଜା କରୁ ଥିବା ସମୟରେ ଓଁ ନମଃ ଭଗବତେ ବାସୁ ଦେବାୟ ବୋଲି କହି ବିଷ୍ଣ ଙ୍କୁ ସ୍ମରଣ କରିବା ଦରକାର । ଏବଂ ଆପଣ ମାନଙ୍କ ଜାହା ବି ମନସ୍କାମନା ରହି ଥିବ ତାଙ୍କ ଆଗରେ ସ୍ତ୍ରୀ ଲୋକ ମାନେ ମାଗିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ମନସ୍କମନା ପୂର୍ଣ୍ଣ ହୋଇ ଥାଏ । କାରଣ କୁହାଯାଏ କି ତୁଳସୀ ଗଛ ରେ 33 କୋଟି ଦେବା ଦେବା ମାନେ ବାସ କରନ୍ତି ।
ତେବେ ଆପଣ ମାନେ ଯଦି ସକାଳୁ ଉଠି ପ୍ରତ୍ୟେକ ଦିନ ଏମିତି କରିବେ ତେବେ ଆପଣ ମାନଙ୍କ ଜିବନ ରେ କୈଣସି ଦୁଖଃ ରହିବ ନାହିଁ । ବନ୍ଧୁଗଣ ଏହି କଥା କୁ ମନେ ରଖିବେ କି ଯେଉଁ ସ୍ଥାନ ରେ ଭଗବାନ ବିଷ୍ଣ ପ୍ରଶନ୍ନ ହୋଇ ଥାନ୍ତି ତେବେ ସେହି ଠାରେ ମାତା ଲକ୍ଷ୍ମୀ ବି ସଂମ୍ପର୍ଣ୍ଣ ଭାବେ ପ୍ରଶନ୍ନ ହୋଇ ଥାନ୍ତି । ତେବେ ଆପଣ ମାନଙ୍କୁ କହି ରଖୁଛୁ ପ୍ରତ୍ୟେକ ଦିନ ସକାଳୁ ଆପଣ ମାନଙ୍କୁ ଉଠିବା ପରେ ଏହି ପରି ଛୋଟ କାମ କରିବା ଦରକାର । ତେବେ ଆପଣ ମାନଙ୍କ ସବୁ କମନା ପୂର୍ଣ୍ଣ ହେବ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।