jhia

ଏଭଳି ଝିଅ ସହ ଭୂଲରେ ମଧ୍ୟ ସେକ୍ସ କରିବା ଉଚିତ ନୁହେଁ ,ହୁଏ ଏହି ବଡ଼ ଅସୁବିଧା |

FACT

ଏହିପରି ମହିଳାଙ୍କ ସହିତ କେବେ ଭୁଲ ରଖନ୍ତୁ ନାହିଁ ସଂପର୍କ । ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କୁ ଚେତାବନି ଦିଆଯାଇଛି କି ଯଦି ସେ ତାଙ୍କର ସାଙ୍ଗ ର ସ୍ତ୍ରୀ ସହିତ ଯୋଇଁ ସଂପର୍କ ରଖିବାକୁ ଚେଷ୍ଟା କରନ୍ତି ନିଜ ଇଚ୍ଛା ରେ କିମ୍ବା ବାଧ୍ୟ ହୋଇ ତାହେଲେ ତାଙ୍କୁ ମୃତ୍ୟୁ ପରେ ବି ବହୁତ୍ ପୀଡ଼ା ସହିବାକୁ ହୋଇଥାଏ । ଏମିତି କୁହାଯାଇଛି କି ପୁରୁଷ ମାନଙ୍କୁ ଏମିତି କୌଣସି ମହିଳା ଙ୍କ ସହିତ ଜବରଦସ୍ତି କରିବା ଉଚିତ୍ ନୁହେଁ ,ଯିଏ ନିଜ ଉଚ୍ଚ ରେ ବ୍ରହ୍ମଚର୍ଯ୍ୟ ଆପଣେଇଥାନ୍ତି ।ଏହି ସମ୍ପୂର୍ଣ୍ଣ ସଂସାରରେ ହିନ୍ଦୁ ଧର୍ମକୁ ପବିତ୍ର ଧର୍ମ ବୋଲି କୁହାଯାଇଥାଏ ।

girll

ଯେଉଁ କଥା ହଜାର କୋଟି ବର୍ଷ ପୂର୍ବେ କୁହାଯାଇଥିଲା ସେହି କଥାକୁ ବିଜ୍ଞାନ ଏବେ ଲୋକଙ୍କ ସାମ୍ନା କୁ ଆଣୁଛି । ହିନ୍ଦୁ ଧର୍ମ ରେ ଏମିତି ସବୁ ଜ୍ଞାନ ଅଛି ଯାହାକୁ ପାଇବା ପାଇନୋକ ଅମିନ ବହୁତ୍ ଚେଷ୍ଟା କରୁଛନ୍ତି । ଆମେ ପୂର୍ବ ପୁରୁଷ ମାନେ କହିଥାନ୍ତି କି ଯଦି ଅମେହିଁନ୍ଦୁ ଧର୍ମ ରେ ଥିବା ସବୁ କଥା କୁ ଅନୁସରଣ କରିବା ତାହେଲେ ଆମ ଜୀବନ ରେ କେବେ ବି ଦୁଃଖ ଆସିବନି ।ପୁରାଣ ଶାସ୍ତ୍ରରେ ଏହ କୁହାଯାଇଛି କି ଏକ ପୁରୁଷ କେବେ ବି ନିଜ ବିବାହ ପୂର୍ବରୁ କୌଣସି ଏକ ଅବିବାହିତ ଝିଅ ସହିତ ଯୌନ ସମ୍ପର୍କ ରଖିବେ ନାହିଁ । ଯଦି କୌଣସି ପରିସ୍ଥିତି ରେ ବି ଏମିତି ହୋଇଗଲା ତାହେଲେ ଶାସ୍ତ୍ର ଅନୁସାରେ ସେହି ପୁରୁଷ ବହୁତ୍ ବଡ଼ ପାପ ର ଅଧିକାର ହୋଇଥାଏ ।

girl

ଯଦି କୌଣସି ଏକ ମହିଳା କୌଣସି ପାପ ରେ ସାମିଲ ଥାଏ କିମ୍ବା ଯଦି ଏକ ମହିଳା କୁ ବେଶ୍ୟା ର ଆଖ୍ୟା ଦିଆଯାଇଥାଏ ତା ସହିତ କେବେ ବି ଯୌନ ସମ୍ପର୍କ ରଖିବେ ନାହିଁ । ହିନ୍ଦୁ ଧର୍ମ ଅନୁସାରେ ପୁରୁଷ ମାନେ ଏମିତି କୌଣସି ସ୍ତ୍ରୀ ସହ ସଂପର୍କ କରିବା ଉଚିତ୍ ନୁହେଁ ଯାହାର ସ୍ବାମୀ ମରିଯାଇଥିବ । ହିନ୍ଦୁ ଧର୍ମ ର ପୁରୁଷ ମାନେ କେବେ ବି ନଜର ରକ୍ତ ସଂପର୍କ ଥିବା ସ୍ତ୍ରୀ ଙ୍କ ସହ ଯୌନ ସମ୍ପର୍କ ରଖିବେ ନାହିଁ ଏହା ଅକ୍ଷମ ପାପ ହୋଇଥାଏ । କୌଣସି ଏକ ପୁରୁଷ କୁ ନିଯଠୁ ବଡ କିମ୍ବା ନିଜ ଗୁରୁଜନ ଙ୍କ ସହ ଶରୀର ରିକ ସଂପର୍କ ରଖିବା ଉଚିତ୍ ନୁହେଁ ।କାରଣ ଏହା ଭଗବାନ ଙ୍କ ଆଗରେ ବଡ଼ ପାପ ବୋଲି କୁହା ଯାଇଥାଏ କାରଣ ଶାସ୍ତ୍ର ଅନୁସାରେ ଗୁରୁଙ୍କୁ ଭଗବାନ ବୋଲି କୁହାଯାଇଥାଏ । ତ ଆମେ ଆଶା କରୁଛୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିପାରି ଥିବେ କି କେଉଁ ପ୍ରକାର ମହିଳାଙ୍କ ସଂପର୍କ ରଖିବା ଉଚିତ୍ ନୁହେଁ ବୋଲି ।

Leave a Reply

Your email address will not be published. Required fields are marked *