balaa

ମହିଳା ମାନଙ୍କର ଏହି ଜାଗାରେ ରହିଲେ ବାଳ ବହୁତ୍ ଅଶୁଭ ହୋଇଥାଏ ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ କଥାରେ ଅଛି ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାରର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

girl

ତେବେ ଆମେ ଆପଣଙ୍କୁ ଆଜି ଜଣେଇବାକୁ ଯାଉଛୁ ମହିଳା ମାନଙ୍କ ଶରୀରର କେଉଁ ଅଙ୍ଗ ରେ ବାଳ ବା କେଶ ରହିବା ଦ୍ବାରା ଅଶୁଭ ହୋଇଥାଏ ।ଆସନ୍ତୁ ଜାଣିବା ସେ ବିଷୟରେ ଆପଣ ମାଣେ ଦେଖିଥିବେ କି ବହୁତ ମହିଳା ମାନଙ୍କ ର ପୁରୁଷ ଙ୍କ ପରି ହାତ ର କାଖ ପାଖରେ ବଡ଼ ବଡ଼ ବାଳ ରହୁଥାଏ । ତେବେ ଚାଣକ୍ୟ ଙ୍କର କହିବା ଅନୁସାରେ ଯେଉଁ ମହିଳା ମାନଙ୍କ ର ଏହି ସ୍ଥାନରେ ବାଳ ରହିଥାଏ ସେମାନେ ବହୁତ ଅଶୁଭ ହୋଇଥାନ୍ତି ଏବଂ ଏମାନେ ଉଗ୍ର ମଧ୍ୟ ହୋଇଥାନ୍ତି ।ଏମାନେ ଛୋଟ ଛୋଟ କଥାରେ ଝଗଡା କରିଥାନ୍ତି ଏବଂ ଅନ୍ୟମାନଙ୍କର ସହ ବହୁତ କମ ମିଳିମିଶି ରହିଥାନ୍ତି ।

ଯଦି ମହିଳା ମାନଙ୍କ ର ସ୍ତନ ଦୁଇ ମଧ୍ୟରେ ବାଳ ରହିଥାଏ ଯେପରି ପୁରୁଷ ମାନଙ୍କ ର ରହିଥାଏ ସେହି ମହିଳା ମାନଙ୍କୁ ସାଧାରଣ ଭାବରେ ଅଶୁଭ ବୋଲି ଗଣନା କରାଯାଏ । ଏହା ସହ ଯଦି ମହିଳା ଙ୍କ ର ସ୍ତନ ର ଅଗ୍ର ଭାଗରେ ବାଳ ରହୁଛି ତ ସେମାନେ ମଧ୍ୟ ଗୋଟିଏ ପରିବାର ପାଇଁ ଅଶୁଭ ହୋଇଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ର ଓଠ ର ଉପର ଭାଗରେ ଛୋଟ ଛୋଟ ବାଳ ରହିଥାଏ ସେମାନେ ବହୁତ ଅଶୁଭ ହୋଇଥାନ୍ତି ।ଖାସ କରି ବୈବାହିକ ଜୀବନ ପାଇଁ । ଏହି ସ୍ଥାନରେ ବାଳ ରହୁଥିବା ମହିଳା ମାନେ ତାଙ୍କର ଜୀବନ ସାଥି ସହ କେବେହେଲେ ଖୁସିରେ ରହିପାରନ୍ତି ନାହିଁ ।

girllll

ସେମାନେ ବହୁତ ଝଗଡା ପ୍ରକୃତିର ହୋଇଥାନ୍ତି । କିନ୍ତୁ ଯଦି ସେହି ସ୍ଥାନରେ ପୁରୁଷ ମାନଙ୍କ ର ବାଳ ରହିଥାଏ ସେମାନ ଙ୍କୁ ବହୁତ ଶୁଭ ବୋଲି ଗଣନା କରାଯାଏ। ଏପରି ମଧ୍ୟ କୁହାଯାଏ କି ସେହି ପୁରୁଷ ମାନେ ବହୁତ ଭଗବାନ ହୋଇଥାନ୍ତି ।ସେହିପରି ଭାବରେ ଯଦି ପୁରୁଷ ମାନଙ୍କ ର ହାତରେ ଏବଂ ଦେହ ରେ ଅଧିକ ବାଳ ରହୁଛି ତ ସେମାନେ ଅତ୍ୟନ୍ତ ସୁଭ ହୋଇଥାନ୍ତି । ସେମାନେ ବହୁତ ଚତୁର ଏବଂ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *