6rasi

ଆଜିଠାରୁ ମହାବୀର ଙ୍କ କୃପାରୁ ବଦଳିଯିବ ଏହି ୬ଟି ରାଶିର ଭାଗ୍ୟ |

RASIPHALA

ଜୟ ହନୁମାନ। ମହାବୀର ସଙ୍କଟ ମୋଚନ ହନୁମାନ ଅତ୍ୟନ୍ତ ଦୟାଳୁ। ପ୍ରଭୁ ହନୁମାନଙ୍କ କୃପାରୁ ଏହି ମଙ୍ଗଳବାର ଠାରୁ ୬ଟି ଭାଗ୍ୟଶାଳୀ ରାଶିରେ ମହାପରିବର୍ତନ ହେବାକୁ ଯାଉଛି। ଏହି ରାଶି ଗୁଡିକ ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ଖଟାଇ କୌଶଳରେ କାର୍ଯ୍ୟ ସମ୍ପାଦନ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରି, ଉନ୍ନତିର ପଥରେ ଆଗେଇ ଯିବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା, ପରିବହନ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟାର ଅବସାନ ଘଟିବ ।

ଆର୍ଥିକ ସ୍ଥିତି ମଜବୁତ ରହିବ। ନୂତନ ଭାବେ କୈାଣସି କାମ ଆରମ୍ଭ କରି ଏକ ପ୍ରକାର ଆମତ୍ତୃପ୍ତି ଲାଭ କରିବେ । ଅଫିସରେ ବାତାବରଣ ଆପଣଙ୍କ ପାଇଁ ଅନୁକୂଳ ରହିବ । ସହକର୍ମୀଙ୍କ ସହ ସହଯୋଗ ଭିତ୍ତିରେ କାମ କରିବେ । ପରସ୍ପରକୁ ସାହାଯ୍ୟ କରି ସ୍ଥଗିତ କାର୍ଯ୍ୟ ପୂରଣ କରିବା ସଙ୍ଗେ ସଙ୍ଗେ ନୂତନ କାର୍ଯ୍ୟକୁ ମଧ୍ୟ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭ କରିପାରନ୍ତି । କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ । ପରିବାରିବିକ ସମସ୍ୟାକୁ ଭିତ୍ତି କରି ଅଣନିଶ୍ଵାସୀ ଅନୁଭବ କରିପାରନ୍ତି । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବ।ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ବ୍ୟବସାୟ ପ୍ରସାର ଫଳରେ ଅତ୍ୟଧିକ ଲାଭହେବ । ବ୍ୟବସାୟିକ ଗତିବିଧି ଠିକ୍ ରହିଲେ ମଧ୍ୟ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ ।

ପରୀକ୍ଷା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ବନ୍ଧୁ ମିତ୍ରମାନଙ୍କ ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ।ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଆଧ୍ୟାତ୍ମିକ ଊର୍ଜାରେ ମନ ଓତପ୍ରୋତ ରହିବ । ଘରର ମୁଖ୍ୟଙ୍କ ସ୍ଵାସ୍ଥ୍ୟକୁ ନେଇ ଯେଉଁ ଚିନ୍ତା ଥିଲା ସେଥିରୁ ମୁକ୍ତି ମିଳିବ । ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ରାଜନୀତିରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ର ରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହିବେ । ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବ।ବ୍ୟବସାୟରେ ଉନ୍ନତି ଘଟିବ। ତେବେ ଏହି ଭାଗ୍ୟଶାଳୀ ୫ଟି ରାଶି ହେଉଛନ୍ତି ମେଷ,ମକର,ମିଥୁନ,ସିଂହ,କୁମ୍ଭ ରାଶି,ମୀନ ରାଶି। ଏହି ରାଶି ଗୁଡିକ ପ୍ରଭୁ ହନୁମାନଙ୍କ କୃପାରୁ ଏହି ସପ୍ତାହ ରେ ଭାଗ୍ୟଶାଳୀ ହେବେ।

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *