guru

ଆଜିଠାରୁ ମାତା ଲକ୍ଷ୍ମୀଙ୍କ କୃପାରୁ ଚମକିବ ଏହି ୬ଟି ରାଶିର ଭାଗ୍ୟ,ଘରେ ହେବ ଧନବର୍ଷା |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ଆପଣଙ୍କୁ ମାର୍ଗଶିର ମାସ ଦ୍ୱିତୀୟ ଗୁରୁବାର ର ଅଭିନନ୍ଦନ ଏବଂ ଶୁଭକାମନା ,ଆଜିଠାରୁ ୬ଟି ରାଶିରେ ବିଜେଏ କରିବେ ମାତା ଲକ୍ଷ୍ମୀ। ଆପଣଙ୍କ ଜୀବନରେ ଆଉ ଧନର ଅଭାବ ରହିବ ନାହିଁ। ଘରେ ଧନବର୍ଷା ହେବାପାଇଁ ଯାଉଛି। ବ୍ୟବସାୟରେ ଖୁବ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି ଆପଣ।

ମେଷ ରାଶି : ଏହି ସପ୍ତାହରେ ଆପଣ ଭାଗ୍ୟପୂର୍ଣ୍ଣ ସମର୍ଥନ ପାଇବେ । ତେଣୁ ଆଳସ୍ୟର ବଶବର୍ତ୍ତୀ ହୋଇ କୌଣସି କେତେକ ସୁଯୋଗକୁ ହାତଛଡା କାଲେ, ପଶ୍ଚାନ୍ତରେ ଅନୁତାପ କରିବେ । ନିଜ କାର୍ଯ୍ୟ ପାଇଁ ନାମ ଅର୍ଜନ କରିବେ ଓ ସମାଜରେ ଖ୍ୟାତି ବୃଦ୍ଧି ପାଇବ । ଚାକିରି କରୁଥିବା କର୍ମଜୀବିଙ୍କୁ ଅଫିସ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ପାଇବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ପଦୋନ୍ନତିର ଯୋଗ ରହିଛି । ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ଧାର୍ମିକ ପ୍ରସଙ୍ଗରେ ଆପଣଙ୍କ ଆଗ୍ରହ ବୃଦ୍ଧି ପାଇବ ।

laxmi1

ବୃଷ ରାଶି ; ପାରିବାରିକ ପରିବେଶ ସୁସ୍ଥ ଥିଲେ ମଧ୍ୟ ଅତୀତର କେତେକ ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଏବଂ ସ୍ତ୍ରୀଙ୍କ ସହ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହୋଇପାରେ । ଅଫିସରେ କୌଣସି ନୂତନ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି । ଲୋକମାନେ ଆପଣଙ୍କ ବ୍ୟବାହରେ ବହୁମାତ୍ରାରେ ପ୍ରଭାବିତ ହୋଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।ଏହି ସପ୍ତାହରେ ପ୍ରତିକୂଳ ପ୍ରାୟସ୍ଥିତି ବଶତଃ ଆପଣଙ୍କ ମନରୁ ଚିନ୍ତା ଦୂର ହେବ । ଯାହାଫଳରେ ଆପଣ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ସମ୍ଭାନ୍ଧୀୟ କୌଣସି ବିଷୟକୁ ନେଇ ମନରେ ସାମୟିକ ଦ୍ୱନ୍ଦ୍ୱ ଓ ଅସ୍ଥିରତା ଦେଖାଯିବ । ଭାଗୀଦାରୀ ବ୍ୟବସାୟରେ ଆପଣଙ୍କୁ ପୂର୍ଣ୍ଣ ସଫଳତା ମିଳିବ କିନ୍ତୁ ନୂତନ ଭାବେ ଆରମ୍ଭ କରିବାକୁ ଯେଉଥିବା ବ୍ୟବସାୟ ସମ୍ବନ୍ଧରେ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଅନୈତିକ କାର୍ଯ୍ୟ ଓ ସରକାରୀ ବିରୋଧୀ ପ୍ରବୃତ୍ତିରୁ ଦୂରରେ ରୁହନ୍ତୁ । ପ୍ରେମ ପ୍ରସଙ୍ଗରେ ଉଭୟ ପରସ୍ପରକୁ ବୁଝିବା ଉଚିତ, ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।

ମିଥୁନ ରାଶି ; ଜୀବନ ସାଥିଙ୍କ ସହ ସମୟ ଅତିବାହିତ କରନ୍ତୁ । ଅଫିସରେ ଏହି ସପ୍ତାହରେ ଅତ୍ୟଧିକ କାର୍ଯ୍ୟ ରହିବ କିନ୍ତୁ ଆପଣଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ମଧ୍ୟ ଲାଭ କରିବେ । ଚକ୍ଷୁଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସାବଧାନ ରୁହନ୍ତୁ ।ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ବ୍ୟବସାୟୀମାନଙ୍କୁ ବହୁତ ଧାଆଁ ଦଉଡ କରିବାକୁ ପଡିବ । କିନ୍ତୁ ସଫଳତା ନିଶ୍ଚୟ ମିଳିବ । ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ଆପଣଙ୍କ କାର୍ଯ୍ୟଦେଖି ଉଚ୍ଚାଧିକାରୀ ସନ୍ତୁଷ୍ଟ ହୋଇ ସପ୍ତାହର ଶେଷାର୍ଦ୍ଧରେ ପଦୋନ୍ନତି କରିପାରନ୍ତି । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନେଲେ ସମସ୍ୟାରେ ପଡ଼ିପାରନ୍ତି ।

ମକର ରାଶି ; ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟଗୁଡିକ ହଠାତ୍ ଅତି ସହଜରେ ସମ୍ପର୍ଣ୍ଣ କରି ଖୁସି ଅନୁଭବ କରିବେ । ପ୍ରେମ ସମ୍ପର୍କରେ ରହୁଥିବା ବ୍ୟକ୍ତିବିଶେଷମାନେ ଏହି ସପ୍ତାହରେ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସ୍ୱାସ୍ଥ୍ୟ ରହିଲେ ମଧ୍ୟ ପାଣିପାଗର ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟଜନିତ ସମସ୍ୟା (ଥଣ୍ଡା, କାଶ)ର ସମ୍ମୁଖୀନ ହୋଇପାରନ୍ତି ।

ତୁଳା ରାଶି ; ଏହି ରାଶିର ବ୍ୟକ୍ତିମାନେ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । ବ୍ୟବସାୟୀ ଓ ବାଣିଜ୍ୟରେ ଆଶାଜନକ ବୃଦ୍ଧି କରିପାରିବେ । ଆପଣ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ପାଇପାରିବେ, ଯେଉଁଥିପାଇଁ ସମାଜରେ, ପରିବାରରେ ଆପଣଙ୍କର ପ୍ରତିଭା ବୃଦ୍ଧି ପାଇବ । ଆପଣ ରାଜନୀତି, ପ୍ରଶାସନ ଓ ସାମାଜିକ କ୍ଷେତ୍ରରେ ସଫଳତା ଓ ଖ୍ୟାତି ଅର୍ଜନ କରିବାର ସମ୍ଭାବନା ରହିଛି | ମୀନ ରାଶି : ଆକସ୍ମିକ ଭାବେ ଧନ ପ୍ରାପ୍ତିର ଯୋଗ ରହିଛି । ଘରର ପରିବେଶ ସୁସ୍ଥ ରହିବ । ନିକଟସ୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି । କାର୍ଯ୍ୟବ୍ୟସ୍ତତା ହେତୁ ସହଧର୍ମୀ ବା ପ୍ରେମିକ,ପ୍ରେମିକାଙ୍କ ସହ ସମୟ ଅତିବାହିତ କରିପାରିବେ ନାହିଁ । ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ଅଫିସର କାର୍ଯ୍ୟକୁ ନିର୍ଦ୍ଦେଷ୍ଟ ସମୟ ମଧ୍ୟରେ ସମାପନ କରିଥିବା ଯୋଗୁଁ ଉଚ୍ଚାଧିକାରୀଙ୍କ ଦ୍ଵାରା ଆପଣ ପ୍ରଶଂସିତ ହେବେ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ । ପେଟ ସମ୍ବନ୍ଧୀୟ ରୋଗ ଦେଖାଯିବାର ସମ୍ଭାବନା ରହିଛି ।

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *