ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ ବନ୍ଧୁଗଣ ମନୁଷ୍ୟ ତାର ଜୀବନରେ ସବୁ ବେଳେ ଏକ ଭଲ ଜୀବନ ସାଥି ଆବଶ୍ୟକ କରିଥାଏ କିନ୍ତୁ ବର୍ତମାନ ଜୀବନ ଶୈଳୀରେ ଭଲ ଜୀବନ ସାଥି ମିଳିବ କଷ୍ଟ କର ହୋଇଥାଏ କାରଣ ଆଜି କାଲୀ ପ୍ରେମର ଅର୍ଥ ବଦଳି ଯାଇଛି ଏହି ବିଷୟରେ ଜୋତିଶ ଶାସ୍ତ୍ରଙ୍କ ମତ କଣ ଆସନ୍ତୁ ଜାଣିବା ।
କୁହାଯାଏ ସ୍ଵାମୀ ସ୍ତ୍ରୀଙ୍କ ଯୋଡି ଭଗବାନ ତିଆରି କରି ପଠାଇ ଥାନ୍ତି କିନ୍ତୁ ମଣିଷକୁ ଏହି ସମ୍ପର୍କ କୁ ତୁଲାଇବାକୁ ପଡିଥାଏ ଜୋତିଶ ଶାସ୍ତ୍ର ଅନୁସାରେ ଏମିତି କିଛି ନାମର ଯୋଡି ଅଛନ୍ତି କି ସେମାନେ ଜୀବନ ସାରା ପରସ୍ପର ସହିତ ରହିଥାନ୍ତି ଏବଂ ଏହି ନାମର ଯୋଡି ଭଲ ଦମ୍ପତି ହୋଇଥାନ୍ତି ଆସନ୍ତୁ ଜାଣିବା ଏହି ଯୋଡ଼ିଙ୍କ ବିଷୟରେ । ପ୍ରଥମେ H ଓ J ନାମ ବାଲା ଯୋଡି ଏହି ଯୋଡି ନିଜ ପାର୍ଟନର ଉପରେ ବହୁତ ବିଶ୍ଵାସ କରନ୍ତି ଏମାନଙ୍କ ମନ ଧ୍ୟାନରେ ସବୁ ପ୍ରେମ ଭାବନା ଥାଏ ଓ ଝଗଡାର ସ୍ଥିତି ବହୁତ କମ ଥାଏ ଏମାନଙ୍କ ମନଧ୍ୟାନରେ ଭଲ ବୁଝା ମଣା ଥାଏ ଏମାନେ ସବୁବେଳେ ଖୁସିରେ ରହିଥାନ୍ତି।
ଦ୍ଵିତୀୟରେ A ଓ S ନାମ ବାଲା ଯୋଡି ଏମାନେ ସବୁବେଳେ ଜୀବନ ସାରା ଉଭୟ ଉଭୟଙ୍କର ସାଥ ଦେଇଥାନ୍ତି ପ୍ରେମ ମାମଲାରେ ଏମାନେ ବହୁତ ଉଦାରତା ଥାନ୍ତି ସେଥିପାଇଁ ଜୀବନ ଥିବା ପର୍ଯ୍ୟନ୍ତ ଏମାନେ ସବୁ ବେଳେ ଏକାଠି ହୋଇ ରହିଥାନ୍ତି। ତୃତୀୟରେ B ଓ M ନାମ ବାଲା ଯୋଡି ଏମାନେ କେବେ ବି ପରସ୍ପର ସହିତ ବିଶ୍ଵାସ ଘାତକତା କରନ୍ତି ନାହିଂ ଏମାନଙ୍କର ସମ୍ପର୍କ ରେ ଦୃଢତା ଥାଏ ପରସ୍ପର ସବୁ ମିଳି ମିଶି ରହିଥାନ୍ତି ଏଥି ପାଇଁ ଏମାନେ ସବୁ ବେଳେ ଖୁସିରେ ରହିଥାନ୍ତି।
ଚର୍ତୁଥରେ A ଓ T ନାମ ବାଲା ଯୋଡି ଏହି ନାମ ବାଲା ଯୋଡି ପ୍ରେମ କୁ ବହୁତ ମହତ୍ଵ ଦେଇଥାନ୍ତି ଏମାନେ ନିଜ ପାର୍ଟନର ଙ୍କ ସବୁ ପରିସ୍ଥିତି ରେ ସାଥ ଦେଇଥାନ୍ତି ଏହି ଯୋଡିମାଙ୍କ ଭିତରୁ ଯଦି ଜେନ କମଜୋର ହୋଇଯାଏ ତେବେ ଦୁଇଜଣଙ୍କ ମନଧ୍ୟା ରେ ଥିବା ପ୍ରେମ ଦୁଇଜଣଙ୍କୁ ଏକ ଶୁତ୍ର ରେ ବାନ୍ଧି ରଖୀ ଥାଏ ଶେଠୀ ପାଇଁ ସବୁବେଳେ ଏମାନେ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି। ପଞ୍ଚମରେ R ଓ P ନାମ ବାଲା ଯୋଡି ଏହି ନାମ ବାଲା ଯୋଡି ନିଜ ପାର୍ଟନର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ଏମାଙ୍କ ମନ୍ଧ୍ୟ ରେ କୌଣସି ସନ୍ଧେହ ନଥାଏ ଏମାନେ କୌଣସି ପରିସ୍ଥିତି ରେ ନିଜ ର ହାତ ଛାଡନ୍ତି ନାହିଁ ଏଥିପାଇଁ ଏମାନେ ସବୁ ବେଳେ ଖୁସିରେ ନିଜ ଜୀବନ ବିତାଇଥାନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।