mmmm

ସୌଭାଗ୍ୟ ସାଳି ମହିଳା ମାନଙ୍କୁ ସୂଚରୁ ରୂପେ ଓ ସଠିକ ଭାବେ ଜାଣିପାରିବା ପାଇଁ ସାତଟି ଚିନ୍ହ ।

NEWS

ବନ୍ଧୁଗଣ ସାଧାରଣ ତ ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି ମଣାଯାଏ।ଯଦି ଗୋଟିଏ ହିନ୍ଦୁ ଧର୍ମ ରେ ଝିଅ ଟେ ଜନ୍ମ ହୋଇଛି ତେବେ କୁହାଯାଏ ଯେ ଘରକୁ ଝିଅ ନୁହେଁ ଲକ୍ଷ୍ମୀ ପ୍ରବେଶ କରିଛନ୍ତି ବା ଘରେ ଲକ୍ଷ୍ମୀ ଠାକୁରାଣୀ ଙ୍କର ଜନ୍ମ ହୋଇଅଛି ।ସେଇ ଝିଅ ଟି ଯେବେ ବଡ ହୋଇ ବିବାହ କରିସାରି ଗୃହ ପ୍ରବେଶ କରେ ତା କୁହ ଯାଏ କି ଘରକୁ ମତ ଲକ୍ଷ୍ମୀ ଙ୍କର ପ୍ରବେଶ ହୋଇଛି ସେଥିପାଇଁ ଗୃହ ପ୍ରବେଶ ପୂର୍ବରୁ ବନ୍ଦଯାଇଥାଏ। ଏମିତି ରେ ସବୁ ଝିଅ ନିଜ ପରିବାର ପାଇଁ ସୌଭାଗ୍ୟ ସାଳି ହୋଇ ନିଜ ବାପା ମା ଙ୍କ ସହ ବଡ ହୋଇଥାଏ। କିନ୍ତୁ ସାମୁଦ୍ରିକ ସାତ୍ର ରେ ସୌଭ୍ୟସାଳି ମହିଳା ଙ୍କ ବିସୟା ରେ କୁହ ଯାଇଛି ।ମହିଳା ମାନଅଙ୍କୁ ସନମାନ ଦେବା ଉଚିତ।ଯେଉଁ ଘରେ ନାରୀ ଙ୍କୁ ସଂମ୍ମାନ କେଆଯାଇଥାଏ ସେଇ ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ବାସ କରିବାକୁ ଭଲ ପାଇଥାନ୍ତି।

girl

ଏବେ ଜାଣିବା ସଭାଗ୍ୟ ସାଳି ଝିଅ ଙ୍କୁ ଜାଣିବା ର ସଂକେତ ବା ଚିନ୍ହଟ।ସାଧାରଣ ତ ମହିଳା ମାନଙ୍କ ର କିଛି ବି ଅଙ୍ଗ ବଡ ହୋଇଥିଲେ ସେ ଘର ପାଇଁ ବହୁତ ଶୁଭ ଦାୟକ ହୋଇଥାନ୍ତି। ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ . ଚମକୁଥିବା ନଖ -ମହିଳା ମାନଙ୍କ ର ନଖ ସାଧାରଣ ତ ସଫା ଓ ସୁନ୍ଦର ଥାଏ। ହେଲେ ସେଥିମଧ୍ୟରୁ ଯେଉଁ ମହିଳା ମାନଙ୍କ ର ନଖ ଗୋଳପି ଚମ ସହ ଚମକତୁଥାଏ ସେହି ମହିଲା ମନେ ସୌଭାଗ୍ୟ ଶୀଳ ଅଟନ୍ତି।ଏହି ମହିଲା ମନେ ନିଜ ସ୍ୱାମୀ ଙ୍କ ଜୀବନ ପ୍ରତି ଦୁଃଖ ଦୁର୍ଦ୍ଦଶା କୁ ଦୂର କରିଦେଇଥାନ୍ତି।

ବାମ ଗାଲ ରେ କଳା ଜାଇ- ଏହି ମହିଲା ମନେ ଟିକେ ଖାଇବା ଶୌକ ମହିଳା ଅଟନ୍ତି ।ଏହି ମହିଳା ମାନେ ମଧ୍ୟ ଭଲ ଖାଇବା ବନାଇଥାନ୍ତି ଯାହା ଯୋଗୁ ଘର ର ଲୋକ ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥାନ୍ତି।ଘର କୁ ସଦା ସଫା ସୁତୁରା ରଖିବାକୁ ଭଲ ପାଆନ୍ତି। ଲମ୍ବା ନାକ- ଏହି ମହିଳା ମାନେ ଯେତେ ବଧା ବିଗ୍ନ କୁ ନିଜେ ସାମ୍ନା କରି ପରିବାର କୁ ସୁରକ୍ଷା କରିଥାନ୍ତି।ଏହି ମହିଳା ଅଧିକ ପଇସା ଖର୍ଚ କରିବାକୁ ପସନ୍ଦ କରନ୍ତି ହେଲେ ଅଯଥା ଖର୍ଚ ନଥାଏ ଏମାନଙ୍କର। ଲମ୍ବା ଆଙ୍ଗୁଠି- ଏହି ମହିଳା ମାନେ ପାଠ ପଢିବା ପ୍ରତି ଅଧିକ ଆଗ୍ରହ ଥାନ୍ତି ।ଏହି ମହିଳା ମାନଙ୍କର କୌଣସି ଅଯଥା ଖର୍ଚ ନାହିଁ ,ଏମନେ ଏକ ଟଙ୍କା କୁ ଦୁଇ ଟଙ୍କା କରିବା ର ଲକ୍ଷ ଥାଏ ।

girlll

ଗୋଲାପୀ ପାଦ- ଯେଉଁ ମହିଳା ମାନଙ୍କର ପାଦ ଗୋଲାପୀ ରଙ୍ଗର ହୋଇଥାଏ ସେମାନେ ଅଧିକ ସଫା ହୃଦୟ ର ହୋଇଥାନ୍ତି । ଏହି ମହିଳା ମାନେ ନିଜ ପ୍ରେମିକ ବା ନିଜ ସ୍ୱାମୀ ଙ୍କୁ ଅଧିକ ଭଲ ପାଇଥାନ୍ତି ଏବଂ ବହୁତ ଖୁସି ରେ ମଧ୍ୟ ରଖିଥାନ୍ତି। କଠଉ ପରି ପାଦ – ସାମୁଦ୍ରିକ ସାତ୍ର ଅନୁସାରେ ଯେଉଁ ମହିଳା ଙ୍କର ପାଦ କଠଉ ପରି ହୋଇଥାଏ ସେମାନେ ବହୁତ ଚତୁର ସ୍ଵଭାଵ ର ହୋଇଥାନ୍ତି।ଗୋଟିଏ କାମ କରିବା ପୂର୍ବରୁ ଭାବି ଚିନ୍ତା କରି କରିଥାନ୍ତି। ବଡ଼ ବଡ଼ ଆଖି – ଯେଉଁ ମହିଳା ଙ୍କର ବଡ ଆଖି ଥାଏ ତାଙ୍କୁ ହରିଣୀ ଆଖି ର ଆଖ୍ୟା ଦିଆଯାଇଥାଏ ।ଏହି ପରି ମହିଳା ମାନଙ୍କ ଜୀବନରେ କୌଣସି ଜିନିଷ ରେ କମି ରାହୀନଥାଏ । ସମସ୍ତେ ବଡ ଆଖି ଵାଲା ଝିଅ ହିଁ ଖୋଜିଥାନ୍ତି ।  ଏହି ସଂକେତ ରୁ ଜାଣି ନିଜର ଜୀବନ ସାଥି ଖୋଜିବାରେ କେବେବି ଭୁଲ ପଦକ୍ଷପ ନିଅନ୍ତୁ ନାହିଁ ।ଏକ ସୁନ୍ଦର ,ରୂପ,ଗୁଣ,ଯୌବନ ସମ୍ପର୍ଣ୍ଣ ନାରୀ ଖୋଜିବାରେ ମଧ୍ୟ ଏହି ସଂକେତ ସହାୟକ କରିବା।

ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *