papa

ସଂସାରର ସବୁଠାରୁ ବଡ ପାପ କଣ ଜାଣିଲେ ଆପଣଙ୍କର ହୋସ ଉଡିଯିବ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଦୁନିଆରେ ସବୁଠୁ ବଡ ପାପ କଣ ଅଟେ ଜାଣିଲେ ଆପଣ ଙ୍କ ବିଶ୍ଵାସ ହେବନି । ତେବେ ବନ୍ଧୁଗଣ ଯେତେବେଳେ ପାପ ପୂଣ୍ୟର କଥା ଉଠେ ସେତେବେଲେ ଲୋକ ପୂଣ୍ୟ କରିବା ପାଇଁ ତ ଚାହାଁନ୍ତି କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ କର୍ମ ନିଶ୍ଚୟ କରନ୍ତି । ତେବେ ଆପଣମାନେ ଜାଣିଥିବେ ବହୁତ ଲୋକ ଏମିତି ଅଛନ୍ତି ଯିଏ କେବେ ପାପ କର୍ମ ରେ ଲିପ୍ତ ନଥାନ୍ତି । ଜୀବନ ଯାକ କେବଳ ପୂଣ୍ୟ କର୍ମ କରି ବିତି ଥାଏ । କିନ୍ତୁ ତଥାପି ଯଦି ଆପଣ ଶହେ ପୂଣ୍ୟ କରିଛନ୍ତି ଏବଂ କୌଣସି ଗୋଟେ ବି ପାପ କରି ଦିଅନ୍ତି ତେବେ ସେହି ଶହେ ପୂଣ୍ୟର ଫଳ ନଷ୍ଟ ହୋଇଯାଏ । ତେବେ ସେହଭଳି ବ୍ୟକ୍ତି ମଧ୍ୟ ନିଜ ପାପର ଦଣ୍ଡ ଏ ଜନ୍ମରେ ହେଉ କି ପରବର୍ତ୍ତୀ ଜନ୍ମରେ ନିଶ୍ଚୟ ଭୋଗ କରେ ।

girllll

ତେବେ ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ । ସଂସାରରେ ଭିନ୍ନ ଭିନ୍ନ ପ୍ରକାରର ଲୋକେ ରହିଥାନ୍ତି । ସେଥିମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରୁହନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କେବଳ ପୂଣ୍ୟ କରନ୍ତି କେବେ ବି କୌଣସି ପାପ କରନ୍ତି ନାହିଁ କି କାହାକୁ ପାପ କର୍ମ କରିବାକୁ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ସଂସାରର ସବୁଠୁ ବଡ ପାପ କଣ ଅଟେ । ଯାହାକୁ ଜାଣିବା ପରେ ଆପଣଙ୍କ ମୁଣ୍ଡ କମ ଦେବନି ।ତେବେ ଶାସ୍ତ୍ର ଅନୁସାରେ ସବୁଠୁ ବଡ ପାପ ହେଉଛି ନାରୀଙ୍କୁ ଅସମ୍ମାନ କରିବା । ଭଗବାନ ନିଜେ କହିଛନ୍ତି ଯେ ସଂସାରରେ ସବୁଠୁ ବଡ ପାପୀ ହେଉଶୀ ସେହି ବ୍ୟକ୍ତି ଯିଏ ନାରୀର ଇଜ୍ଜତ ସହ ଖେଳେ । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠୁ ବଡ ଶକ୍ତି, କାହିଁକି ନା ଗୋଟେ ନାରୀ ହିଁ ଅସହ୍ୟ କଷ୍ଟ ସହି ଗୋଟେ ନୂତନ ଜୀବନ କୁ ଏ ଦୁନିଆ ଦେଖନ୍ତି ।

girl1

ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ । ତେବେ ସେଭଳି ଶକ୍ତିର ଅପମାନ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ବାରବାଦ ସହିତ ସମାନ ହୋଇଥାଏ ।ଭଗବାନ ଙ୍କ କହିବା ଅନୁସାରେ ନାରୀକୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୂଣ୍ୟ ପ୍ରାପ୍ତି ହୁଏ କିନ୍ତୁ ଯଦି ଗୋଟେ ପୁରୁଷ ନାରୀକୁ ଅସମ୍ମାନ କରେ ତେବେ ସବୁଠୁ ବଡ ପାପ ର ଭାଗୀ ହୁଏ । ତେଣୁ ସେଥିପାଇଁ ସଂସାରର ସବୁଠୁ ବଡ ପାପ ହେଉଛି ନାରୀକୁ ଅସମ୍ମାନ କରିବା, ଏଥିରୁ ଦୂରେଇ ରୁହନ୍ତି ଓ ନିଜ ଆଖପାଖରେ ଥିବା ସମସ୍ତ ନାରୀଙ୍କର ସମ୍ମାନ କରନ୍ତୁ । ପ୍ରତ୍ୟକ ଦିନ ନିଜ ମା’ ଙ୍କର ସେବା କରନ୍ତୁ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *