ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ମହିଳା ମାନେ ହେଉଛନ୍ତି ପରିବାର ର ଲକ୍ଷ୍ମୀ। ମହିଳା ମାନଙ୍କ ପାଇଁ ଗୋଟିଏ ପରିବାର ହସ ଖୁସିରେ ଭରିଉଠେ। ମହିଳା ମାନଙ୍କୁ ଯେଉଁ ପରିବାର ରେ ସମ୍ମାନ ମିଳିଥାଏ ସେହି ପରିବାର ସୁଖ ଶାନ୍ତି ଲାଗିରହେ। ମାତ୍ର ପରିବାର ଅଶାନ୍ତି ର କାରଣ ପାଇଁ ମହିଳା ମାନେ ହି ଅନେକାଂଶ ରେ ଦାୟୀ ହୁଅନ୍ତି। କାରଣ ଆପଣ ଜାଣିଥିବେ ଅନେକ ମହିଳା ଅଛନ୍ତି ଯେଉଁମାନେ କିଛି ପରମ୍ପରା ଏବଂ ବୋହୂ ହେବାର ସଂସ୍କୃତି ମଧ୍ୟ ନଷ୍ଟ କରିଦିଅନ୍ତି। ମହିଳା ମାନଙ୍କ କିଛି ଭୁଲ ପାଇଁ ତାଙ୍କ ସ୍ୱାମୀ ଏବଂ ପରିବାର ର ସଦସ୍ୟ ମାନଙ୍କ ର ମଧ୍ୟ ଅନେକ ଅଘଟନ ଘଟିଥାଏ।ତେବେ ଆମେ ଆଜି ଆପଣଙ୍କୁ ଏପରି କିଛି କହିବୁ ଯାହା ମହିଳା ମାନେ ଜାଣିବା ଦରକାର।
ମହିଳା ମାନେ ଏହିପରି କିଛି ଭୁଲ କରିବା ଅନୁଚିତ। ନହେଲେ ଆପଣଙ୍କ ସ୍ୱାମୀ ଏବଂ ଆପଣଙ୍କ ପରିବାର ଉପରେ ଆସିବାରେ ଅନେକ ସମସ୍ୟା। ତେବେ ଆସନ୍ତୁ ଜାଣିବା ସେହିପରି କିଛି ଯାହା ଅନେକ ମହିଳା ଅଜାଣତରେ ମଧ୍ୟ କରିଦିଅନ୍ତି। ଅନେକ ମହିଳା ଅଛନ୍ତି ଯେଉଁ ମାନେ ନିଜର ପାଦର ଗୋଡ଼ ମୁଦି କୁ ପିନ୍ଧନ୍ତି ନାହିଁ ଏହାକୁ ନ ପିନ୍ଧିଲେ ଅନେକ ସମସ୍ୟା ଆସିଥାଏ। ଆଉ ଯେଉଁ ମାନେ ମଧ୍ୟ ପିନ୍ଧୁଛନ୍ତି ଠିକ ରେ ପିନ୍ଧନ୍ତି ନାହିଁ। ତେବେ ମହିଳା ମାନେ ଏହାକୁ କିପରି ପିନ୍ଧିବେ ଆସନ୍ତୁ ଜାଣିବା।ପ୍ରଥମ ଭୁଲ ହେଲାମହିଳା ମାନେ ଗୋଡ଼ରେ ମୁଦି ପିନ୍ଧନ୍ତି ନାହିଁ। ଏହା।ଦ୍ୱାରା ହିନ୍ଦୁ ରୀତି ଅନୁଯାୟୀ ସ୍ୱାମୀଙ୍କ ଆୟୁଷ ଉପରେ ପ୍ରଭାଭ ପଡିଥାଏ। ସେହିପର ଗୋଡ଼ରେ ମୁଦି ପିନ୍ଧିଲେ ରକ୍ତ ଚାପ ଠିକ ରେ ରହିଥାଏ। ଏହା ସହିତ ମହିଳାମାନଙ୍କ ଗର୍ଭ ଉପରେ ଏହା ମଧ୍ୟ ପ୍ରଭାବ ପକାଇଥାଏ। ଅନେକ ସମୟରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ।
ମହିଳା ମାନେ ଅନେକ ସମୟରେ ନିଜର ଗୋଡ଼ ମୁଦି ଅନ୍ୟକୁ ଦେଇ ଦିଅନ୍ତି। ଏହା କରିବା ଅନୁଚିତ। କାରଣ ଏପରି କଲେ ଆପଣଙ୍କ ର ଶାରୀରିକ ପ୍ରଭାବ ନଷ୍ଟ ହୋଇଯାଏ।ଏହା ସହିତ ଆପଣଙ୍କ ପରିବାର ର ସଦସ୍ୟ ମାନଙ୍କର ଦେହ ଅସୁସ୍ଥ ହୋଇଥାଏ। ଜଣକ ପରେ ଜଣକ ର ଦେଶ ଅସୁସ୍ଥ ହେବାରେ ଲାଗେ। ତେଣୁ ପରିବାର ଶୁଭ କାମନା କରୁଥିବା ମହିଳା ମାନେ ଏହି ନିୟମ ପାଳନ କରିବା ଆବଶ୍ୟକ।ମହିଳା ମାନେ କେବେବି ତମ୍ବା ଗୋଡ଼ ମୁଦି ପିନ୍ଧିବା ଉଚିତ ନୁହେଁ। ଏହା ସହିତ କେବେ ବି ଫାଟି ଯାଇଥିବା ଗୋଡ଼ ମୁଦି କୁ ଗୋଡ଼ ରେ ପିନ୍ଧିବା ଉଚିତ ନୁହେଁ । ଏପରି କଲେ ଶରୀର ଉପରେ ପ୍ରଭାବ ପକାଏ। ଯେପରି ମହିଳା ମାନେ ପ୍ରସବ ସମୟରେ ସମସ୍ୟା ରେ ପଡ଼ନ୍ତି। ତେଣୁ ମହିଳା ମାନେ ଯେଉଁ ମୁଦି ଟି ଫାଟି ଯାଇଥାଏ ତାହାକୁ ଫୋଫାଡ଼ି ଦେବା ଉଚିତ। ତେଣୁ ମହିଳା ମାନେ ଏହି ନୀତି ପାଳନ କଲେ ସ୍ୱାମୀ ମାନଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।