ଏହି କଥା ସେହି ମାନଙ୍କ ପାଇଁ ଯେଉଁ ମାନେ କୌଣସି ଝିଅକୁ ପଟେଇବାକୁ ଚାହିଁଲେ ମଧ୍ୟ ପଟେଇ ପାରୁ ନାହାନ୍ତି।ତେବେ ସେମାନଙ୍କ ପାଇଁ ସୁବର୍ଣ ସୁଯୋଗ ସେମାନେ ଏହି କଥା ଗୁଡିକୁ ମନେ ରଖନ୍ତୁ ଯାହାକି ସେମାନଙ୍କୁ ସାହାଯ୍ୟ କରିବ।ପ୍ରଥମେ ଆପଣ କୌଣସି ଝିଅ ସହିତ କଥା ହେବା ସମୟରେ କୌଣସି ଲାଜ କରିବେ ନାହିଁ।କଥା ହେବା ସମୟରେ ଆପଣ ତର ବର ମଧ୍ୟ ହେବେ ନାହିଁ।ଆପଣ କଥା ହେବା ସମୟରେ କୌଣସି ନର୍ଭସ ଅନୁଭବ କରିବେ ନାହିଁ।କାରଣ ଝିଅ ମାନେ ଲାଜ କରୁଥିବା ପୁଅ ଏବଂ ନର୍ଭସ ଥିବା ପୁଅ ମାନଙ୍କୁ ପସନ୍ଦ କରୁ ନାହାନ୍ତି।ଦିତୀୟ କଥାଟି ହେଉଛି ଝିଅ ମାନେ କଥା ହେବା ସମୟରେ କେଉଁ ବିଷୟ ପ୍ରତି ଆଗ୍ରହ ଦେଉଛନ୍ତି ଅର୍ଥାତ ତାଙ୍କର ଆଗ୍ରହ କେଉଁ ବିଷୟ ପ୍ରତି ଅଛି ଲକ୍ଷ କରିବେ ଏବଂ ସେହି ବିଷୟରେ କଥା ହେବା ପାଇଁ ଚେଷ୍ଟା କରିବେ।କାହିଁକି ନା ଏହା କରିବା ଦ୍ୱାରା ସେମାନଙ୍କ ଆଗ୍ରହ ଆପଣଙ୍କ ସହିତ କଥା ହେବା ପାଇଁ ହେବ।ତୃତୀୟରେ ଝିଅ ମାନଙ୍କୁ ସର୍ବଦା ପ୍ରଶଂସା କରନ୍ତୁ।ସେମାନଙ୍କ ପ୍ରତି ପ୍ରଶଂସା କରିବା ପାଇଁ ଜମା ଭୁଲିବେ ନାହିଁ।
ଝିଅ ମାନେ ସାଧାରଣତଃ ନିଜର ପ୍ରଶଂସା ଶୁଣିବାକୁ ଭଲପାଇ ଥାଆନ୍ତି।ଯେମିତିକି ଝିଅ ମାନଙ୍କର ପୋଷାକ ପିନ୍ଧିବା ଶୈଳୀ ତାଙ୍କର ହସ ତାଙ୍କର କଥା କହିବାର ଶୈଳୀ ଏବଂ ତାଙ୍କର ସୁନ୍ଦରତାକୁ ପ୍ରଶଂସା କରିବେ।ଏହି ସବୁ ବିଷୟକୁ ଆଖି ଆଗରେ ରଖି ସେମାନଙ୍କୁ ପ୍ରଶଂସା କରନ୍ତୁ।ଆପଣ ସର୍ବଦା ଝିଅ ମାନଙ୍କୁ ଓଠରେ କହିବା ଅପେକ୍ଷା ଆଖିରେ କହିବାକୁ ଚେଷ୍ଟା କରନ୍ତୁ।ଯାହା ଦ୍ୱାରା ଝିଅ ଆପଣଙ୍କ ଆଡକୁ ଧୀରେ ଧୀରେ ଆକୃଷ୍ଟ ହେବାକୁ ଲାଗିବ।ଆଉ ଗୋଟେ କଥା ମନେ ରଖନ୍ତୁ ଝିଅ ମାନଙ୍କୁ କେବେବି ସିଧା ସଳଖ ପ୍ରପୋଜ କରିବେ ନାହିଁ।ପ୍ରେମ କରିବା ପୂର୍ବରୁ ଜଣେ ଭଲ ଏବଂ ବିଶ୍ୱସ୍ତ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ।ଝିଅ ମାନେ ଗପିବାକୁ ଅଧିକ ପସନ୍ଦ କରନ୍ତି।ତେଣୁ ସେମାନଙ୍କୁ ଟିକେ ଗପିବାକୁ ସମୟ ଦିଅନ୍ତୁ।ଏହା ସହିତ ନିଜର ବଡି ଲାଙ୍ଗୁଏଜ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ।କାରଣ ଝିଅ ମାନେ ନିଜର ଅପେକ୍ଷା ତାଙ୍କ ସହିତ କେଉଁ ମାନେ କଥାବାର୍ତ୍ତା କରୁଛନ୍ତି ସେମାନଙ୍କ ଉପରେ ଅଧିକ ଧ୍ୟାନ ରଖନ୍ତି।
କଥାବାର୍ତ୍ତା କରିବା ସମୟରେ ଆପଣ ଝିଅ ମାନଙ୍କ ସହିତ ଥଟା ମଜା କରିବା ପାଇଁ ଚେଷ୍ଟା କରନ୍ତୁ।କଥା ହେବା ସମୟରେ ଝିଅର ମୁଡ୍ ଦେଖି କଥାବାର୍ତ୍ତା କରନ୍ତୁ।ଯଦି ଝିଅ ଉଦାସ ଅଛି ତାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ।ସେମାନଙ୍କୁ ହସାଇବାକୁ ଚେଷ୍ଟା କରନ୍ତୁ।ଏଭଳି କରିବା ଦ୍ୱାରା ଆପଣ ଝିଅ ମାନଙ୍କୁ ପଟାଇ ପାରିବେ ।ଏମିତିକା ପାଟନରଙ୍କୁ ଝିଅ ମାନେ ପସନ୍ଦ କରନ୍ତି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।