ଆପଣ ଗରିବ ହେବାର କାରଣ ହେଇଛି ଆପଣଙ୍କ ମଧ୍ୟରେ କୁଚିବରହିଥିବ ଅଭ୍ୟାସ ପାଇଁ। ଯଦି ଏହି ଅଭ୍ୟାସ ଗୁଡ଼ିକ ତୁମ ପାଖରେ ଅଛି କିମ୍ବା ଯଦି ଆପଣ ଭୁଲ ରେ ହିଁ ଏପରି କରୁଛନ୍ତି ତାହେଲେ ତୁରନ୍ତ ଏହି ଅଭ୍ୟାସ ଗୁଡ଼ିକୁ ଛାଡ଼ି ଦିଅନ୍ତୁ । ଆଉ ଯଦି ଛାଡ଼ି ଦେଉଛନ୍ତି ତାହେଲେ ଦାରିଦ୍ର୍ୟତା ଦୂର ହୋଇଯିବ ଆପଣଙ୍କ ଘରୁ ଏବଂ ଆପଣ ଧନୀ ମଧ୍ୟ ହୋଇଯାଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି କାରଣ କଣ କଣ ସେହି ବିଷୟରେ ।
ବନ୍ଧୁଗଣ ଆପଣ ମାନେ ଦରିଦ୍ର ହେବାର ପ୍ରଥମ କାରଣ ହେଉଛି ଆପଣ ନିଜ ଗାଧୋଇବା ସ୍ଥାନକୁ ଅଳିଆ କରି ରଖିବା ବା ସଫା ନ ରଖିବା । ଯଦି କୌଣସି ବ୍ୟକ୍ତି ଗାଧୋଇ ସରିବା ପରେ କପଡ଼ା କୁ ଆଡେ ସାଦେ ଫୋପାଡି ଦେଇଥାଏ ଏହା ଅଶୁଭ ହୋଇଥାଏ ଏବଂ ଏହା ଏହା ଏକ ଭଲ ଅଭ୍ୟାସ ହୋଇ ନ ଥାଏ। ଆଉ ଯଦି ଆପଣ ଗାଧୋଇବା ପରେ ଗାଧୁଆ ଘର କି ସଫା ନା ରଖନ୍ତି ତାହେଲେ ଏହା ମଧ୍ୟ ଖରାପ ଅଭ୍ୟାସ ହୋଇ ଥାଏ। ଏହା ଦ୍ବାରା ଭୟଙ୍କର ବିପତ୍ତି ମଧ୍ୟ ଆପଣଙ୍କ ଘରକୁ ମାଡ଼ି ଆସିଥାଏ । ଏଥିପାଇଁ ଗାଧୋଇବା ପରେ ଆପଣ ଗାଧୁଆ ଘର କୁ ସଫା କରି ରଖନ୍ତୁ ।
ଆପଣ ମାନେ ନିଜ ଆଲିମିରା ରେ ଧନ ରଖିଥାନ୍ତି । ସେହି ଆଲିର୍ମିରା ପଛରେ କିମ୍ବା ତାହାକୁ ଲଗାଇ କି ଝାଡୁ ରଖନ୍ତୁ ନାହିଁ । ଏହା ଆପଣଙ୍କ ଗରିବ ର କାରଣ ହୋଇଥାଏ । ବନ୍ଧୁଗଣ ରୋଷେଇ ଘରେ ରୋଷେଇ ଘରେ ଔଷଧ ରଖିବାର ଅଭ୍ୟାସ କୁ ବାସ୍ତୁ ଶାସ୍ତ୍ର ଅନୁସାରେ ପୁରାପୁରି ଭୁଲ ମାନଯାଇଥାଏ । ଏହା କରିବା ଦ୍ଵାରା ପରିବାରର ଲୋକଙ୍କ ଶରୀର ଖରାପ ହୋଇଥାଏ । ଏଥିପାଇଁ ଏହା କରିବା ଦ୍ୱାରା ପରିବାରର ସବୁ ପଇସା ରୋଗ ବିମାର ରେ ଖର୍ଚ୍ଚ ହୋଇଯାଇଥାଏ ।
ବନ୍ଧୁଗଣ ଲାଟିନ ଘରର କବାଟ କୁ ଖୋଲା ରଖିବା ଦ୍ଵାରା ଆପଣଙ୍କ ଘରେ କିମ୍ବା ଆପଣଙ୍କ ବ୍ୟବସାୟ ରେ ହନି ଆସିଥାଏ । ଏଥିପାଇଁ ସତର୍କ ରୁହନ୍ତୁ ଏବଂ ସର୍ବଦା ଲାଟିନ ଘରର କବାଟ କୁ ବନ୍ଦ ରଖନ୍ତୁ କେବେ ବି ଖୋଲା ରଖନ୍ତୁ ନାହିଁ । ବନ୍ଧୁଗଣ ବହୁତ୍ ସମୟ ଏହା ଦେଖାଯାଏ କି ଛୁଆ ମାନେ ଘରର କାନ୍ଥରେ ଚକ କିମ୍ବା ପେନ୍ସିଲ ରେ ଗାରାଇ ଥାନ୍ତି । ଏହାକୁ ଦେଖିବା ମାତ୍ରକେ ଆପଣ ଏହାକୁ ରୋକି ଦିଅନ୍ତୁ ନହେଲେ ଆପଣଙ୍କ କରଜ ବଢ଼ି ଯାଇଥାଏ ଏବଂ ଆପଣଙ୍କ ଖର୍ଚ୍ଚ ବଢ଼ି ଯାଇଥାଏ। ଶୋଇବା ଘରେ ଠାକୁର ଘର ନ ରଖିବା ଉଚିତ୍ । ଏହା କରିବା ଦ୍ୱାରା ଘରେ ସବୁବେଳେ କଳି ଝଗଡ଼ା ହୋଇଥାଏ ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।