asa

ଏହି ଗାଁକୁ ପୁରୁଷ ଜିବା ମନା କିନ୍ତୁ ଏଠାରେ ଥିବା ମହିଳାମାନେ ହୋଇଥାନ୍ତି ଗର୍ଭବତୀ।

FACT

ଗୋଟେ ମହିଳାଟି ଗର୍ଭବତୀ ହୋଇଥାନ୍ତି,ଯେତେବେଳେ ତାଙ୍କୁ ପଚରାଯାଇଥିଲା କି ଆପଣଙ୍କ ସ୍ୱାମୀ ବିଷୟରେ ଏବଂ କହିଲେ କି ତାଙ୍କୁ ଆପଣଙ୍କ ସ୍ୱାମୀ ବାହାରେ ରହୁଛନ୍ତି ତ ଆପଣ ଗର୍ଭବତୀ କିପରି ହେଲେ। ସେତେବେଳେ ତାଙ୍କ ସ୍ତ୍ରୀ ସେମାନଙ୍କୁ ଉତ୍ତର ଦେଇଥିଲେ କି ମୋ ସ୍ୱାମୀ ମୋ ସ୍ୱପ୍ନରେ ଆସି ମୋ ସହିତ ଏ କାମ କରିଛନ୍ତି। ଆପଣ ଭାବିଲେ ଏହା କଣ ସମ୍ଭବ ହୋଇଥାଏ। ଆମ ପୃଥିବୀରେ ଏମିତି ସ୍ଥାନ ଅଛି ଯେଉଁ ଗ୍ରାମରେ କେବଳ ନାରୀହ ହିଁ ବସ ବାସ କରିଥାନ୍ତି।ସେ ଗ୍ରାମକୁ ପୁଅ ପିଲାଙ୍କୁ ଆଲାଉ କରିନଥାନ୍ତି।ତଥାପି ସେ ଗ୍ରାମର ସ୍ତ୍ରୀ ଲୋକମାନେ ଗର୍ଭବତୀ ହୋଇଥାନ୍ତି।

sdsd

କାହାଣୀ ହେଉଛି କେନିଆ ପ୍ରତି ଗୋଟେ ଗାଁର ନାମ ହେଉଛି ଉମୁଜା।ଏହି ଗ୍ରାମରେ ୨୭ ବର୍ଷ ହେଲା ଗୋଟେ ନିୟମ ଲାଗୁ ହୋଇଥିଲା ଆଉ ଆଜି ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇ ଆସିଅଛି।ସେଠାକାର ନିୟମ ହେଲା କୌଣସି ପୁଅ ସେଠାକୁ ପଶି ପାରିବେ ନାହିଁ।ଆଉ ହାରାହାରି ଲୋକ ସଂଖ୍ୟା ହାରାଜାରୀ ୭୫% ଥିଲା।ସେଠାରେ ମହିଳାଙ୍କ ସହିତ ଛୁଆ ମଧ୍ୟ ରହି ଅଛନ୍ତି।ଆପଣ ଜାଣିଛନ୍ତି ସେଠାରେ ପୁଅ ପିଲା ପ୍ରବେଶ ନିଷେଧ ତାହେଲେ ଏ ଛୁଆ ସବୁ ଆସନ୍ତି କେଉଁଠୁ।

୧୯୯୦ ମସିହାରେ ୧୫ ଜଣ ମହିଳା ଏଠାକୁ ଆସିଲେ,ସେ ୧୫ ଜଣ ମହିଳା ହେଉଛନ୍ତି ବଳତକାରୀତା ହୋଇଥିଲେ,ମାନେ ବ୍ରିଟିଶ ସୈନ୍ୟମାନେ ଥିଲେ ସେମାନେ ସେ ୧୫ ଜଣ ଝିଅ ମାନଙ୍କ ସହିତ ଖରାପ କାମ କରିଥିଲେ।ତେଣୁ ସେ ଝିଅମାନେ ଏଠାକୁ ପଳେଇ ଆସିଥିଲେ।ସେ ଝିଅ ମାନେ ସେ ଗାଁ ରେ ଆସି ରହିଗଲେ।ଏହି ଗାଁ ପୁରୁଷ ମାନଙ୍କ ପ୍ରତି ହିଂସାତ୍ମକ ଗାଁ ପାଲଟି ଗଲା।ଆପଣ ନିଶ୍ଚିନ୍ତ ଭାବୁଥିବେ ଯଦି ସେଠାରେ ପୁଅ ନାହାନ୍ତି ଓ ସେମାନେ କିପରି ନିଜର ପରିବାର ପୋଷଣ କଲେ।

କେନିଆ ଗୋଟେ ଅତ୍ୟନ୍ତ ସୁନ୍ଦର ଗ୍ରାମ ଅଟେ,ସେଠାକୁ ବୁଲିବାକୁ ବହୁତ ଲୋକ ଆସନ୍ତି ଆଉ ସେମାନଙ୍କ ଠାରୁ ଟିକେଟ କଲେକ୍ଟ କରିଥାନ୍ତି।ଆଉ ସେମାନେ ଗୋଟେ ଗାଡି ରଖିଛନ୍ତି ସେଠାରେ ଲୋକଙ୍କୁ ଟୁର କରାନ୍ତି।ସେ ଉମଜା ଗ୍ରାମ ପାଖରେ ଗୋଟେ ଫାଟକ ଅଛି ସେଠାରେ ଭିତରକୁ ଯିବାକୁ ହେଲେ।ତାଙ୍କୁ କିଛି ଶୁଳ୍କ ପ୍ରଦାନ କରିବାକୁ ପଡିବ।ସେଠାକାର ଲୋକ ଗାଁ କୁ ଏମିତି ସଜେଇ ଛନ୍ତି ଯାହାକୁ ଦେଖଗିବାକୁ ଲୋକମାନେ ବହୁତ ଭଲ ପାନ୍ତି।ସେମାନେ ପୌରାଣିକ ଜିନିଷ ବା ଅଳଙ୍କାର ତିଆରି କରନ୍ତି।

ଏମାନଙ୍କର ମାତ୍ର ଦୁଇଟି ମାତ୍ର ରୋଜଗାରର ବ୍ୟବସ୍ଥା ରହିଅଛି।ଆମେ ଆପଣଙ୍କୁ କହିରଖିଛୁ ୧୯୯୦ ମସିହାରେ ଏହି ୧୫ ଜଣ ଝିଅ ଏହି ନିୟମ କାନୁନ ବାହାର କରିଥିଲେ।ବର୍ତ୍ତମାନ ସେ ଗ୍ରାମର ଲୋକସଂଖ୍ୟା ହେଉଛି ୨୫୦ ଆଉ ସେ ମହିଳା ସହିତ ସେମାନଙ୍କ ଛୋଟ ଛୋଟ ଛୁଆ ମଧ୍ୟ ସେଠାରେ ରହୁଛନ୍ତି।ତାପରେ ତାଙ୍କର ତୃତୀୟ କଥା ହେଉଛି ସେମାନେ ଅନ୍ୟ ମାନଙ୍କ ସହିତ ସମ୍ଵନ୍ଧ ରଖନ୍ତି ଓ ବଂସ ବିସ୍ତାର କରନ୍ତି।

Leave a Reply

Your email address will not be published. Required fields are marked *