ନମସ୍କାର ବନ୍ଧୁଗଣ । ଗୋଟେ ଝିଅ କୁ କଣ କହିଲେ ସେ ଇମ୍ପ୍ରେସ ହେଇ ଯିବ , କିପରି ତାରିଫ୍ କଲେ ତାକୁ ଭଲ ଲାଗିବ , ଝିଅ କୁ ପ୍ରଥମ ଦେଖା ରେ କିପରି ତାରିଫ୍ କରିବା ଦରକାର, ଯଦି ଆପଣ ଏମିତି ଚାହୁଛନ୍ତି ,ତେବେ ନିମ୍ନ ଲିଖିତ କଥା ଗୁଡ଼ିକୁ ଅନୁସରଣ କରନ୍ତୁ।
୧. ଝିଅ କୁ ତାରିଫ୍ ରେ କିଛି ଏମିତି କଥା କୁହନ୍ତୁ , ଯେମିତି ସେ କଥା ଟି ସମସ୍ତଙ୍କ ଅପେକ୍ଷା ଇଉନିକ୍ ହୋଇଥିବ। ଅଧିକାଂଶ ଲୋକେ ଝିଅ ମାନଙ୍କୁ ଏମିତି କଥା କହି ତାରିଫ କରିଥାନ୍ତି , ଯୋଉ କଥା ଗୁଡ଼ିକ ସେ ପିଲା ବେଳୁ ଶୁଣି ଆସିଥିବ । ଯେମିତି କି ତୁମେ ଆଖି ବହୁତ୍ ସୁନ୍ଦର୍ ,ତୁମେ ବହୁତ୍ କ୍ୟୁଟ ,ତୁମେ ବହୁତ୍ ଗୋରା ଇତ୍ୟାଦି ଇତ୍ୟାଦି।ତେଣୁ ଆପଣ କିଛି ଅଲଗା କୁହନ୍ତୁ, ଯାହା ତାକୁ ଭଲ ଲାଗିବ। ଯେମିତି କି ,ତୁମେ ବିଶ୍ୱାସ କର କି ନ କର ତୁମ କଥା ବହୁତ୍ କ୍ୟୁଟ୍ ଲାଗୁଛି।
ତୁମ କଥା କହିବା ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ବହୁତ୍ ଭଲ। ତୁମ ସହ କଥା ହେବା ପରେ ମୁଁ ଅନୁଭବ କରୁଚି ଯେ, ତୁମ ଭିତରେ ଟିକେ ହେଲେ ବି ଆଟିଚୁଡ ନାହିଁ। ଜଣେ ଯେତେ ରହିଥିଲେ ବି ତୁମ ସହ କଥା ହେଲେ ତା ରାଗ କୁଆଡେ ଚାଲିଯିବ।ତୁମ ବ୍ୟବହାର ଅନ୍ୟ ମନ ଙ୍କ ଅପେକ୍ଷା ବହୁତ୍ ସୁନ୍ଦର୍। ଏମିତି କିଛି କରନ୍ତୁ। ଯାହା ଫଳରେ ତୁମ କଥାବାର୍ତ୍ତା ତାକୁ ବହୁତ୍ ଭଲ ଲାଗିବ । ତା ମୁଡ୍ ଯେତେ ବି ଖରାପ୍ ଥିଲେ ବି ସେ ଆପଣ ଙ୍କୁ ଦେଖୁ ଦେଖୁ ଆପଣ ଙ୍କ ତାରିଫ୍ ତାଙ୍କୁ ମନେ ପଡ଼ିଯିବ।ଆପଣ ଙ୍କ ସହିତ କଥା ହେବା କୁ ସେ ଚାଲି ଆସିବ। ଘର କୁ ଗଲେ ଆପଣ ଙ୍କ କଥା ବହୁତ୍ ଭାବିବ। ସେ କେବେ ବି ଚାହିବନି ଯେ ଆପଣ ତାକୁ ତାରିଫ୍ କରିବା ବନ୍ଦ କରି ଦିଅନ୍ତୁ । ବରଂ ଆପଣ ଙ୍କୁ ଦେଖିଲେ ସେ ନିଜର ତା ଶୁଣିବାକୁ ଆପଣ ଙ୍କ ନିକଟ କୁ ଚାଲି ଆସିବ।
୨. କିଛି ଇଉନିକ୍ କମ୍ପ୍ଲିମେଣ୍ଟ ଦିଅନ୍ତୁ। ତୁମେ ବହୁତ୍ ସୁନ୍ଦର୍, ତୁମ ଆଖି ବହୁତ୍ ସୁନ୍ଦର୍, ତୁମକୁ ସବୁ ଡ୍ରେସ ମାନେ। ତୁମ ସ୍ୱର ବହୁତ୍ ଭଲ।ଆପଣ ଯଦି ଏମିତି କିଛି କମ୍ପ୍ଲିମେଣ୍ଟ ଦେବେ ତ, ଆପଣ ଓ ଅନ୍ୟମାନଙ୍କ ମଧ୍ୟ ରେ କିଛି ଫରକ୍ ରହିବନି। ତାକୁ ଏମିତି କିଛି କଥା କୁହନ୍ତୁ, ଯାହା ସେ ନିଜ କଥା କହିବା ଶୈଳୀ ରେ ବାରମ୍ବାର ବ୍ୟବହାର କରେ, ଯେମିତି କି ପୁଅମାନେ ପ୍ରତି କଥା ରେ ଶଳା ଶବ୍ଦ ବ୍ୟବହାର କରନ୍ତି, ସେମିତି ତା କଥା ଭିତରେ ସେ କୋଉ ଶବ୍ଦ ବାରମ୍ବାର ବ୍ୟବର କରୁଚି, ସେଇଟା ଆପଣ ଙ୍କୁ ନୋଟିସ କରିବାକୁ ପଡ଼ିବ। ତା ପରେ କୁହନ୍ତୁ ତୁମ ମୁହଁ ରେ ଏହି ଶବ୍ଦ ଶୁଣିବାକୁ ମତେ ବହୁତ୍ ଭଲ ଲାଗୁଚି।ଏମିତି କହିବା ଦ୍ଵାରା ତୁମର ୨ ଟି ଫାଇଦା ହବ ।
ପ୍ରଥମ କଥା ଯେ, ଏହି ଟୋକା ମୋର ସବୁ କଥା କୁ ନୋଟିସ କରୁଚି। ଦ୍ଵିତୀୟ କଥା ହେଉଛି ଯେଉଁ ଶବ୍ଦ ସେ ବାରମ୍ବାର କୁହେ, ଆଉ ଆପଣ ସେହି ଶବ୍ଦ କୁ ତାରିଫ୍ କଲେ, ସେହି ଶବ୍ଦ ସେ ଯାହା କୁ ବି କହିବ, ସେତେବେଳେ ତୁମ କଥା ତାର ମନେ ପଡ଼ିବ। ଏହା ଆପଣ ଙ୍କ ପାଇଁ ବହୁତ୍ ବଡ଼ ଫାଇଦା ହବ।
୩. ରିଲେସନ ଅନୁସାରେ ଆପଣ ଅନ୍ୟ ମାନ ଙ୍କୁ କମ୍ପ୍ଲିମେଣ୍ଟ ଦିଅନ୍ତୁ। ଆପଣ ଯେତେବେଳେ ଯାହା କୁ କମ୍ପ୍ଲିମେଣ୍ଟ ଦିଅନ୍ତି, ଆପଣ ଙ୍କୁ ପ୍ରଥମେ ଦେଖିବାକୁ ପଡ଼ିବ, ଆପଣ ଙ୍କ ର ତା ସହ ସମ୍ପର୍କ କଣ , ତାକୁ ଏ କଥା କହିଲେ ସେ କଣ ଭାବିବ। ଯଦି ଆପଣ କାହା ସହିତ ପ୍ରଥମ ଥର ଦେଖା କରୁଛନ୍ତି, ସେତେ ବେଳେ ତାର ଅଧିକ ତାରିଫ୍ ବି କରନ୍ତୁ। ତାକୁ ପିକ ଲେଭେଲ୍ ର କମ୍ପ୍ଲିମେଣ୍ଟ ଦିଅନ୍ତୁ ନାହିଁ।ଯେତେବେଳେ ସେ ଆପଣ ଙ୍କ ଗୋଟେ ଭଲ ସାଙ୍ଗ ହୋଇଯିବ, ସେତେବେଳେ ତାଙ୍କୁ ଏମିତି ତା କରନ୍ତୁ, ଯାହା ଆପଣ ଆଗରୁ କରି ନଥିବେ।ଆପଣ ତାଙ୍କୁ କ୍ୟୁଟ୍, ସେ-କ୍ସୀ,ଯାହା ବି କହି ପାରନ୍ତି। କିନ୍ତୁ ପ୍ରଥମ ଦେଖା ରେ କହିବେ ତ ଝିଅ ଖରାପ୍ ଭାବିବ।ଯେତେବେଳେ ସେ ଆପଣ ଙ୍କର ଅତି ନିକଟତର ହୋଇଯିବ ସେତେବେଳେ ଆପଣ ତାଙ୍କୁ ଏହି ପରି କହି ପାରନ୍ତି। ସବୁ କିଛି କରିବା ପୂର୍ବରୁ ଆପଣ ନିଶ୍ଚିତ ଏହା ଦେଖନ୍ତୁ ଯେ ,ଆପଣ ଆଉ ତାଙ୍କ ଭିତରେ ରିଲେସନ କିପରି। ସେହି ହିସାବ ରେ ତାର ତାରିଫ୍ କରନ୍ତୁ।