6

ଶନି ଦେବଙ୍କ ଦୀଘା ଚଳନ, ଆଜିଠାରୁ ଚମକିବ ୬ଟି ରାଶିର ଭାଗ୍ୟ |

RASIPHALA

ଭଗବାନ ଶନି ଅତ୍ୟନ୍ତ ଦୟାଳୁ ଅଟନ୍ତି। ଶନିଦେଵ ନ୍ୟାୟର ଦେବତା ଅଟନ୍ତି। ଶନି ଦେବ ନିଜ ଭକ୍ତ ମାନଙ୍କ ଦୁଃଖ ସହ୍ୟ କରି ପାରନ୍ତି ନାହିଁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୬ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି।ଭାଗ୍ୟର ସହଯୋଗ ବଳରେ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସହଜରେ ଓ ସୁବିଧାରେ ସମ୍ପନ୍ନ କରିପାରିବେ । ଆର୍ଥିକ ପରିସ୍ଥିତି ଭଲ ରହିବ ଯାହାଫଳରେ ଆପଣଙ୍କ ମନୋବଳ ମଧ୍ୟ ଟାଣ ରହିବ । ଆଜି ଶତ୍ରୁମାନେ ବନ୍ଧୁତାର ହାତ ବଢ଼ାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ସହକର୍ମୀଙ୍କ ସହଯୋଗରେ କୌଣସି ବଡ କାମଟିଏ କରି ଆମତ୍ତୃପ୍ତି ଲାଭ କରିବେ ।

ଅଫିସରେ ସଂଯମତା ଅବଲମ୍ବନ ନ କଲେ ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି । ଆୟୋଜିତ ବୈଠକରେ ନୂଆ ଲୋକଙ୍କ ସହିତ ମିଶିବେ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ବ୍ୟାଙ୍କ, ସୋସାଇଟି ସ୍ତରରେ ଋଣ ପରିଶୋଧ କରିବା ସକାଶେ ମାନସିକ ବ୍ୟଗ୍ରତା ଅନୁଭବ କରିବେ । ପାରିବାରିକ ଶାନ୍ତି ଅକ୍ଷୁର୍ଣ୍ଣ ରହିବ । ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ଆଜି କାମ ହାସଲ ସକାଶେ ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେବା ଭଲ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି କିମ୍ବା ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥୀଙ୍କ ସହିତ ସମୟ ଭଲରେ କଟିବ ।

ସାମୟିକ ଭାବେ ମନ ଉଦାସ ରହିବ ତଥାପି ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁଙ୍କ ସାହାର୍ଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ସମସ୍ୟାର ସମ୍ମୁଖୀନ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । କିନ୍ତୁ କେତେକ ଅପ୍ରୀତିକର ଘଟଣା ଯୋଗୁଁ ମନ ବିଚଳିତ ରହିବ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି କାମ କରିବେ କିନ୍ତୁ ସାଧାରଣ ଘଟଣାକୁ ନେଇ ସମସ୍ତାପ କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ସବୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ପରିବାରରେ ସମସ୍ୟା ଦେଖାଦେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି । ତେବେ ଏହି ଭାଗ୍ୟ ଶାଳୀ ରାଶି ହେଉଛନ୍ତି, ମେଷ,ବୃଷ,ମିଥୁନ,ସିଂହ, ତୁଳା, କୁମ୍ଭ ରାଶି ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆଜିଠାରୁ ପରିବର୍ତ୍ତନ ଘଟିବାକୁ ଯାଉଛି।

mithun
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *