ବନ୍ଧୁଗଣ ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ l ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ ହସ୍ତରେଖା ବିଜ୍ଞାନରେ ଏହି କଥାର ଉଲେଖ ରହିଛି ଯେ ଯେଉଁ ମହିଳାମାନଙ୍କର ଲମ୍ବା ଏବଂ ଘନ ବାଳ ରହିଥାଏ ସେମାନେ ଶୋଭାଗ୍ୟ ଶାଳୀ ହୋଇଥାନ୍ତି ଏବଂ ନିଜର ଭାଗ୍ୟ ବଳରେ ହିଁ ସେମାନଙ୍କ ଘର ପରିବାରଙ୍କୁ ଉନ୍ନତି ପ୍ରଦାନ କରିଥାନ୍ତି l ଛୋଟ ଛୋଟ ଏବଂ କଳା ବାଳ ପଲକ ଯେଉଁ ମହିଳାମାନଙ୍କର ରହିଥାଏ ସେମାନେ ମଧ୍ୟ ଶୋଭାଗ୍ୟଶାଳୀ ମଧ୍ୟ କୁହାଯାଇଥାଏ ସେମାନଙ୍କର ହୃଦୟ ବହୁତ ସରଳ ଏବଂ ନିର୍ଜଳ ହୋଇଥାଏ l ସେମାନଙ୍କର ବ୍ୟବହାର କାରଣରୁ ସେମାନଙ୍କର ସ୍ୱାମୀଙ୍କର ହୃଦୟର ରାଣୀ ହୋଇଥାନ୍ତି ଏହା ସହିତ ସେମାନଙ୍କ ଆଖ ପାଖରେ ରହିଥିବା ଲୋକମାନଙ୍କର ସ୍ଵଭାଵ ଖୁସି ବନାଇ ରଖିଥାନ୍ତି l
ଯେଉଁ ଝିଅମାନଙ୍କର ଆଖିପତାର ବାଳ ପରସ୍ପର ସହିତ ଯୋଡି ହୋଇ ରହିଥାଏ ସେହିପରି ଝିଅମାନେ କେବେ ହେଲେ ଧନର ଅଭାବ ରହିନଥାଏ l ଅନ୍ୟର ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ଏବଂ ନିଜର ଜୀବନ ସାଥୀଙ୍କ ଠାରୁ ଅଧିକରୁ ଅଧିକ ଭଲ ପାଇବା ପାଇବା ସହିତ ଶାଶୁ ଶଶୁରଙ୍କର ପ୍ରିୟ ହୋଇଥାନ୍ତି l କିନ୍ତୁ ବନ୍ଧୁଗଣ ଶରୀରର କୌଣସି ଅଙ୍ଗ ମହିଳାମାନଙ୍କର ଏହି ପରି ରହିଥାଏ ଯେଉଁ ଜାଗାରେ ବାଳ ରହିବା ମହିଳା ମାନଙ୍କ ପାଇଁ ଅଶୁଭ ବୋଲି କୁହାଯାଇଥାଏ ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ ଯେଉଁଝିଅମାନଙ୍କର ଛାତିରେ ବାଳ ରହିଥାଏ ସେହି ପରି ଝିଅମାନେ ସ୍ଵାଥି ହୋଇଥାନ୍ତି l ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରର ସ୍ୱାସ୍ଥ୍ୟ ସମସ୍ୟା ବିଗାଡି ଯାଇଥାଏ ଆର୍ଥିକ ସମସ୍ୟା ଦେଖାଦେଇଥାଏ l ଯେଉଁ ଝିଅମାନଙ୍କର ନିଶ ବା ନାକ ତଳେ ବାଳ ରହିଥାଏ ସେହିପରି ଝିଅମାନେ ମୁଖ୍ୟତଃ ଉଚ୍ଚ ଅଭିଳାଶି ହୋଇଥାନ୍ତି କିନ୍ତୁ ଏପରି ତାଙ୍କର ନାକ ତଳେ ଚୁଟି ରହିବା ତାଙ୍କ ସ୍ଵାମୀଙ୍କ ପାଇଁ ଅଶୁଭ ହୋଇଥାଏ l
ଯେଉଁ ଝିଅମାନଙ୍କର ପେଟରେ ବାଳ ରହିଥାଏ ସେହି ଝିଅମାନେ ମୁଖ୍ୟତଃ ନିଜସ୍ଵାମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି l ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘର ମଧ୍ୟରେ କୋଳାହଳ ଲାଗିବା ସହିତ ଘର ମଧ୍ୟରେ ସମସ୍ୟା ବଢିଯାଏ l ଆପଣମାନେ ଏମିତି ମହିଳା ଦେଖିଥିବେ ସେମାନଙ୍କ ହାତ ଏବଂ ଗୋଡ଼ରେ ବହୁତ ବାଳ ରହିଥାଏ ଏବଂ ସେମାନେ ଏହି ବାଳକୁ ଅନେକ ଉପାୟ ମଧ୍ୟ ଆପଣେଇଥାନ୍ତି l ଶାସ୍ତ୍ର ଅନୁସାରେ ସେମାନେ ତୁରନ୍ତ ଅନ୍ୟ ସହିତ କଳି ଝଗଡା କରିପକାନ୍ତି ଏହି ମହିଳାମାନେ ସବୁବେଳେ ସମସ୍ତଙ୍କର ଅଶୁଭ କଥା ଚିନ୍ତା କରିଥାନ୍ତି ସେମାନେ ଅନ୍ୟ ପ୍ରତି ସବୁବେଳେ ସନ୍ଦେହ ଭାବନା ରଖିଥାନ୍ତି l ବନ୍ଧୁଗଣ ଆପଣମାନଙ୍କୁ ଯଦି ଆମର ଏହି ଅନୁଚିନ୍ତାଟି ଭଲ ଲାଗିଥାଏ ତେବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକ କରନ୍ତୁ l