mahilaaaaaaaa

ଆସନ୍ତୁ ଜାଣିବା କେଉଁ ମହିଳା ମାନେ ନିଜ ସ୍ୱାମୀ ସୁଖରୁ ବଞ୍ଚିତ ରହିଥାନ୍ତି।

FACT

ନିଜ ଜୀବନ ସାରା ଦୁଃଖରେ ରହୁଥାନ୍ତି ଏହି ଦୁଇଟି ନାମର ମହିଳା,ଆସନ୍ତୁ ଜାଣିବା ସେ କେଉଁ ଦୁଇଟି ନାମ ହୋଇଥାଏ।ଆମ ସମାଜରେ ବିବାହକୁ ନେଇ ଅନେକ ପ୍ରଥା ରହି ଅଛି।ଏହି ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯାହାଦ୍ୱାରା ଆତ୍ମା ସହିତ ଆତ୍ମା ଜନ୍ମ ଜନ୍ମ ପାଇଁ ବାନ୍ଧି ହୋଇରହିଥାଏ।ଯାହାକୁ ଏ ସମାଜ ଦୁନିଆର ସବୁ ସମ୍ପର୍କଠାରୁ ପୁରା ଭିନ୍ନ ବୋଲି ମନେକରିଥାଏ।ଏ ସମ୍ପର୍କକୁ ଦୁନିଆର ସବୁଠାରୁ ଖାସ ଓ ପବିତ୍ର ବୋଲି ଆମେ ମାନିଥାଉ।କହିବାକୁ ଗଲେ ପ୍ରାୟ ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହେବା ଆଗରୁ ଅଜଣା ହୋଇ ରହିଥାନ୍ତି ଏବଂ ବିବାହ ପରେ ସେମାନେ ଏକାଠି ରହିବାର ଵଚନ ନେଇ ଥାଆନ୍ତି।ତାପରେ ବିବାହ ପରେ ଜଣେ ଅନ୍ୟଜଣଙ୍କ ସାଥି ହୋଇଥାଏ ଓ ତାର ଭଲ ମନ୍ଦ ସବୁ ଚିନ୍ତା କରିଥାଏ।ସେ ବିବାହିତ ପୁଅ ଓ ଝିଅ ଜୀବନ ସାରା ପବିତ୍ର ଡୋରୀରେ ବାନ୍ଧି ହୋଇ ରହିଥାନ୍ତି।ଏହାର ମାନ୍ୟତା ଅଛି ବା ପୁରାଣରେ ମଧ୍ୟ ଉଲ୍ଲେଖ ଅଛି ବିବାହରେ ସାତ ଘେରାର ବହୁତ ବଡ଼ ମାନ୍ୟତା ରହି ଅଛି।

girllll

ବାହାଘର ସମୟରେ ବର କନ୍ୟା ବୁଲିଲା ବେଳେ ଜଣେ ଅନ୍ୟ ଜଣଙ୍କୁ ସାତୋଟି ଵଚନ ଦେଇଥାଏ।ସେ ଦୁହେଁ ଦୁହିଁଙ୍କୁ ସବୁ ବିପଦ,ସୁଖ, ଦୁଃଖ ଓ ବିଭିନ୍ନ ଭୟାନକ ପରିସ୍ଥିତିରେ ଦୁହେଁ ଦୁହିଁଙ୍କର ସାଥିରେ ରହିବାର ଵଚନ ଦେଇଥାଆନ୍ତି।ଯଦି ଏହି ସମ୍ପର୍କରେ ଦୁଇ ଜଣଙ୍କ ଭିତରୁ ଜଣଙ୍କର ସାଥି ପ୍ରାପ୍ତ ହୋଇନଥାଏ ତାହେଲେ ସମ୍ପର୍କ ଭାଙ୍ଗି ଚୁର ମାର ହୋଇଯାଇଥାଏ।ସବୁ ବେଳେ ଝଗଡା ଝାଟି ଓ ପାଟିତୁଣ୍ଡ ଲାଗି ରହିଥାଏ ଏବଂ ସମ୍ପର୍କରେ ମନାନ୍ତର ଓ ମତାନ୍ତର ଦେଖିବାକୁ ମିଳିଥାଏ।

girl1

ସ୍ୱାମି ସ୍ତ୍ରୀ ଭିତରେ ଝଗଡା ଜେତିକି ହୋଇଥାଏ,ସେତିକି ଭଲ ପାଇବା ମଧ୍ୟ ବଢିଥାଏ।ଯଦି ଦୁଇ ଜଣଙ୍କ ଭିତରେ ଜଣଙ୍କ ମଧ୍ୟରେ ଯଦି ସନ୍ଧେହ ସୃଷ୍ଟି ହୋଇଥାଏ ତ ସେ ସମ୍ପର୍କ ବେସି ଦିନ ରହି ନଥାଏ ଏବଂ ଜୀବନରୁ ଖୁସି ଚାଲି ଯାଇଥାଏ।ଆଜି ଆମେ ଏଠି ଦୁଇଟି ନାମର ମହିଳା ମାନଙ୍କ ବିଷୟରେ କହିବୁ ଯେଉଁ। ମାନେ ସାରା ଜୀବନ ଦୁଖୀ ରହିଥାନ୍ତି।୧.ପ୍ରଥମେ ଆସିବେ ପି ନାମର ମହିଳା ମାନେ,ଯେଉଁ ମହିଳା ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ୱାମୀଙ୍କ ଠାରୁ ସ୍ୱାମୀ ସୁଖ ପାଇ ପାରନ୍ତି ନାହିଁ। ଏହି ମହିଳାଙ୍କ ନିଜ ପ୍ରେମ ଉପରେ ଭରସା ରହିନଥାଏ,ଏମାନଙ୍କ ଡର ରହିଥାଏ ଏମାନଙ୍କ ସ୍ୱାମୀ କାଳେ ଏମାନଙ୍କୁ ଛାଡି ଆଉ କାହାକୁ ଭଲ ପାଉଥିବେ।୨.କେ ନାମର ମହିଳା,ଏମାନେ ସ୍ୱଭାବରେ ଖରାପ ହୋଇନଥାନ୍ତି।ଏମାନେ ଚାହାନ୍ତି ଏମାନଙ୍କ ସ୍ୱାମୀ ଏମାନଙ୍କ ପାଖରେ ରହିବେ ଓ କୌଣସି କାମ ଧନ୍ଦା କରିବେନି କି କୌଣସି ଆଡେ ଯେପରି ନଯାଆନ୍ତୁ।ଏହି ଗୋଟେ ଖରାପ ଗୁଣ ଏମାନଙ୍କୁ ସ୍ୱାମୀ ସୁଖରୁ ବଞ୍ଚିତ କରିଥାଏ।

Leave a Reply

Your email address will not be published. Required fields are marked *