ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ମାଳିକା ବଚନ ବିଷୟ ରେ ଅବଗତ ଥିବେ । ଏବଂ ମାଳିକା ରେ ଜାହା ମଧ୍ୟ ଲେଖା ହୋଇଛି । ତାହା କାଳ କ୍ରମେ ମଧ୍ୟ ସତ୍ୟ ପ୍ରତୀତ ହୋଇ ଚାଲିଛି । ଏବଂ ସେହିଥି ପାଇଁ ମାଳିକା ଉପରେ ଜନସାଧାରଣ ଙ୍କ ବିଶ୍ୱାସ ଧିରେ ଧିରେ ବଢିବାରେ ଲାଗିଲାଣି । ତେବେ ଚାଲନ୍ତୁ ଜାଣିବା ମାଳିକା ରେ ସାରା ବିଶ୍ୱ , ଦେଶ ଓ ରାଜ୍ୟ ର ଭବିଷ୍ୟତ ବିଷୟ ରେ ।
ପ୍ରଥମ ମୀନ ସଂଯୋଗ ରୁ ଶେଷ ମୀନ ସଂଯୋଗ ରୁ ଯେଉଁ 30 ବର୍ଷ ସମୟ ତାହା ହେଉଛି କଳୀ କାଳ ର ସମୟ ଅଟେ । 2027 ମସିହା ବେଳକୁ ଏହି କଳ୍କୀ ଲୀଳା ସରିଯିବ । ଓ ତତ୍ପରେ ମାଆ କାଳୀ ଙ୍କ ଲୀଳା ଆରମ୍ଭ ହୋଇଯିବ । ଏହା ମୀନ ସଂଯୋଗ ଯୋଗ ପରେ ହିଁ ଆରମ୍ଭ ହୋଇଯିବ । ଅଚ୍ୟୁତାନନ୍ଦ ମାଳିକା ରେ ଲେଖା ରହିଛି ।
1212 ଚାରି 12 ହୋଇବ ଯେବେ ଛାୟା ଶୋକ ସେତେବେଳେ ବନୀ ମୀନରେ ଥିବେ ଯେତେ ବେଳେ ଧନୁରେ ଗୁରୁ ହୋଇବେ । ପ୍ରବେଶ ସେତେ ବେଳେ ଜାଣିବୁ ସୂଚୀ ହିଂସ ହୋଇବ ନାଶ । ତେବେ ଏହା ମତରେ ମୀନ ରାଶି କୁ 96 ମସିହା ରେ ସୁନିଶ୍ଚ ଗ୍ରହଣ କଲେ 21:02:96 ରେ କୁମ୍ଭ ରୁ ବକ୍ରତି କଲା ପରେ ମୀନ ରାଶି ର ଅଶଂ ଗ୍ରହଣ କରିଥିଲେ ।
ଜାହା ପୂର୍ବରୁ ଧନୁ ରାଶି ରେ ବୃହସ୍ପତି ଥିଲେ । ଏବଂ 25:12:96 ପର୍ଯ୍ୟନ୍ତ ଧନୁରେ ଥିଲେ ବୃହସ୍ପତି ତେଣୁ ଅଚ୍ୟୁତ ନନ୍ଦ ଙ୍କ ମାଳିକା ଅନୁସାରେ ମୀନ ସଂଯୋଗ ସମୟ ରେ ବୃହସ୍ପତି ଥିଲେ । ଏବଂ ଏ ହେଉଛି ସେହି ମୀନ ସଂଯୋଗ ଯେଉଁଠାରୁ କଳ୍କୀ ର ଆରମ୍ଭ ହେବ । ତେବେ ପାଠକ ବନ୍ଧୁ ଏହି ପରି ଅନେକ କିଛି ଲେଖା ରହିଛି ମାଳିକା ରେ ଆମ ଭିବିଷ୍ୟତ ବିଷୟ ରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।