ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଗୋଟିଏ ସଫଳ ବ୍ୟକ୍ତି ଙ୍କ ପାଖରେ କଣ କଣ ସବୁ ଲକ୍ଷ୍ୟଣ ରହି ଥାଏ , ତେବେ ସେହି ସଂମ୍ପର୍କ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ କେବଳ ପୋଷ୍ଚ କୁ ସେଷ ଯାଏ ପଢିବା ପାଇଁ ପଡିବ , ତେବେ ଆସନ୍ତୁ ଜାଣିବା ସଫଳ ବ୍ୟକ୍ତି ପ୍ରତି ଦିନ ଗରମ ପାଣି ରେ ଲେମ୍ବୁ ଚିପୁଡି ପିଅନ୍ତି ।
ଏହି ଟର୍ଣ୍ଣଂ ଶରୀର ରୁ ବିଶାକ୍ତ ତତ୍ୱ କୁ ବାହାର କରିବା ସହିତ ସୁସ୍ଥ ଆପଣ ମାନଙ୍କୁ ରଖି ଥାଏ , ସେହି ପରି ବନ୍ଧୁଗଣ ଦୁଇ ରେ ସେମାନେ ନିଜର ଚିନ୍ତା ଧାରା ବିଷୟ ରେ ପ୍ରତି ଦିନ ଲେଖି ଦିଅନ୍ତି , କଣ ସେମାନେ ଚାହାଁନ୍ତି ଏବଂ ସେହି ହିସାବ ରେ ସେମାନେ କେମିତି କାମ କରିବେ ସେହି ବିଷୟ ରେ ସେମାନେ ସଂମ୍ପର୍ଣ୍ଣ ଭାବେ ଲେଖି ଦେଇ ଥାନ୍ତି । ସେହି ପରି ବନ୍ଧୁଗଣ ସଫଳ ବ୍ୟକ୍ତି ମାନେ ନିଜକୁ ଚାପ ମୁକ୍ତି କରିବା ପାଇଁ 10 ମିନିଟ୍ ଧ୍ୟନ କରି ଥାନ୍ତି , ଏବଂ ସେହି ପରି ସେମାନେ ମୋର୍ଣ୍ଣଂ ୱାର୍କ କରୁ ଥିବେ ଏବଂ ମୋର୍ଣ୍ଣଂ ଫିଟନେସ୍ ରେ ଯୋଗ ଦାନ କରୁ ଥିବେ , ସେହି ପରି ବନ୍ଧୁଗଣ ସେମାନେ ଘରୁ ବାହାରିବା ସମୟ ରେ କୈଣସି ସ୍ୱାସ୍ଥ୍ୟ ପଦ ସେନ୍କସ୍ ନେବାକୁ ଚେଷ୍ଟା କରନ୍ତି ।
କାରଣ ସେମାନେ ଜାଣି ଥାନ୍ତି ସମୟ ସମୟ ରେ କାର୍ଯ୍ୟ ବ୍ୟସ୍ତତାା ଯୋଗୁଁ ଖାଇବାରେ ବହୁକ ବିଲମ୍ଭ ହୋଇ ପାରେ , ସେମିତି ବେଳେ ଏହି ପ୍ୟକ୍ ସେମାନଙ୍କ କାମ ରେ ଆସେ , ସେମାନେ ଜାହାକୁ ଭଲ ପାଆନ୍ତି ସେମାନଙ୍କ ସହିତ ଯଥେଷ୍ଟ ସମୟ ଅତି ବାହୀତ କରିବା ପାଇଁ ଚେଷ୍ଟା କରନ୍ତି । ସେହି ପରି ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ପ୍ରତ୍ୟୋକ ବ୍ୟକ୍ତି ମାନେ ଗୋଟିଏ ଘଣ୍ଟା ନିଜ ସହିତ ଅତିବାହୀତ କରିବା ଉଚିତ୍ ତେବେ ଆପଣ ମାନେ ନିଜ ନିଜ କୁ ସଂମ୍ପର୍ଣ୍ଣ ଭାବେ ବୁଝି ପାରିବେ ତେବେ ଆପଣ ମାନେ ଜାଣି ପାରି ଥିବେ କି ସଫଳ ବ୍ୟକ୍ତି ମାନେ କଣ ସବୁ ପ୍ରତି ଦିନ ଲକ୍ଷ୍ୟଣ ଆପଣେଇ ଥାନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।