ଆଜି ଆମେ ଯେଉଁ ବିଷୟରେ ଜାଣିବାକୁ ଯାଉଛୁ ସେହି ବିଷୟଟି ବହୁତ ମାତ୍ରାରେ ମଜାଦାର ବିଷୟ।ପ୍ରଥମେ ଆମେ ଜାଣିବା ଆଟିଚୁଡ଼ ଥିବା ଝିଅ ମାନେ କିପରି ହୋଇଥାନ୍ତି ଏବଂ ସେମାନଙ୍କୁ କିପରି ଭାବରେ ଆମେ ପଟେଇ ପାରିବା।ଆପଣ ମାନେ ଭାବୁଥିବେ ଯେ ଏହି ଆଟିଚୁଡ଼ର କଥା ଆସିଲା ମାତ୍ରେ ଆମେ ଭାବିଥାଉ କି ଝିଅଟି ବହୁତ ଷ୍ଟାଇଲ ମାରୁଥିବ।ବହୁତ ମାତ୍ରାରେ ଇଂରାଜୀରେ କଥାବାର୍ତ୍ତା କରୁଥିବ।କାହାରିକୁ ଖାତିର କରୁ ନଥିବ।ନିଜକୁ ଯାହା ଠିକ ଲାଗୁଥିବ ସେ ତାହା କରୁଥିବ।ଛୋଟ ବଡ କାହାକୁବି ମାନୁ ନଥିବ।ଆପଣ ମାନେ ଭାବୁଥିବେ କି ଏମାନେ ବହୁତ ଖାତାରନାକ ହୋଇଥିବେ।ଏହା ନୁହେଁ।ଆପଣ ମାନଙ୍କ ଚିନ୍ତାଧାରା ସମ୍ପୂର୍ଣ ମାତ୍ରାରେ ଭୁଲ।ଏଭଳି ଝିଅ ମାନେ ଏମିତି ହୋଇଥାନ୍ତି ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ।ଏଭଳି ଝିଅ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି।ଏମାନେ ଆପଣଙ୍କ ସହିତ ଭଲ ଭାବରେ କଥା କହିଥାନ୍ତି।
ଏମାନଙ୍କ କଥା ଜିଏବି ଶୁଣିବ ସେ ଏମାନଙ୍କୁ ପଟାଇବାକୁ ଲାଗିବ।ଏହି ଝିଅ ମାନେ ଏଭଳି କଥା କହିଥାନ୍ତି ଯାହା ଶୁଣି ଆପଣ ମାନେ ହସି ହସି ଗଡିଯାଇ ଥାଆନ୍ତି।ଏହି ଝିଅ ମାନେ ଯେପରି ଆପଣ ମାନଙ୍କୁ ହସାଇ ହସାଇ ମାରିଦେବେ।ଏହି ଝିଅ ମାନେ ଅନ୍ୟ ମାନଙ୍କ ସହିତ ଖୁବ କମ ସମୟରେ ମିଶିଯାଇ ଥାଆନ୍ତି।ଏହି ଝିଅ ମାନେ ଅନ୍ୟ ଝିଅ ମାନଙ୍କ ଭଳି କଥା କହିବାକୁ ଲାଜ କରନ୍ତି ନାହିଁ।ଏମାନେ ଯାହା କୁହନ୍ତି ଖୋଲିକିରି କହିଥାନ୍ତି।ଏହାପରେ ଆପଣ ମାନେ ଏମାନଙ୍କ କଥାରେ ଆକର୍ଷିତ ହୋଇ ଏମାନଙ୍କୁ ପ୍ରପୋଜ କରିବାକୁ ଯାଇଥାନ୍ତି।ଏହାପରେ ଏହି ଝିଅ ଆପଣଙ୍କୁ ସିଧାସାଧା ଭାବରେ ମନାକରିଦେଇ ଥାଏ।ଏଠାରେ ଆପଣଙ୍କୁ ଏହା କରିବାର ନାହିଁ।ଲୁହାକୁ ଯେପରି ଲୁହା କାଟିଥାଏ।ବିଷକୁ ଯେପରି ବିଷ କାଟିଥାଏ।ସେହିପରି ଆପଣ ନିଜର ଆଟିଚୁଡ଼ ଦ୍ୱାରା ଏହାକୁ କାଟି ପାରିବେ।ଆପଣ ଏଠାରେ ନିଜକୁ ଏପରି ଭାବରେ କୁହନ୍ତୁ ଯେପରି ଆପଣଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ।ମାନେ ଆପଣଙ୍କ ପାଖରେ ବହୁତ ପପୁଲାରିଟି ଅଛି।
ଆପଣ ଚାହିଁଲେ କିଛି କରି ପାରିବେ।ଆପଣ ଯେପରି କାହାରି ଉପରେ ନିର୍ଭର ନୁହନ୍ତି।ଏଠାରେ ଆପଣ ସେହି ଝିଅଟିକୁ ନିଜର କଥା ବିଷୟରେ କୁହନ୍ତୁ।ଯଦି ସେହି ଝିଅଟି ଆପଣଙ୍କୁ କିଛି ମାତ୍ରାରେ ବି ଚାହୁଁଥିବ ତେବେ ଆପଣଙ୍କ କଥା ଶୁଣିବ।ଯଦି ସେ ସେହି ସମୟରେ ଆପଣଙ୍କୁ କିଛି କହୁ ନାହିଁ ତେବେ ସେ ନିଶ୍ଚିତ ଭାବରେ ପରବର୍ତୀ ସମୟରେ ଆପଣଙ୍କ କଥାକୁ ମନେପକାଇ ଥାଏ।ତାପରେ ଯାଇ ପରବର୍ତୀ ସମୟରେ ଆପଣଙ୍କୁ ପଚାରିଥାଏ।ସର୍ବଦା ଆପଣ କଥାବାର୍ତ୍ତା କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୁଅନ୍ତୁ।ଯଦି ଆପଣ ମାନେ ଗୋଟିଏ କ୍ଳାସର ତେବେ ଆପଣ ସେମାନଙ୍କ ସହିତ ନିଜର ନୋଟ ସେୟାର କରିବେ।କଲେଜ ବିଷୟରେ କଥା ହେବେ ଇତ୍ୟାଦି ଇତ୍ୟାଦି।ଯଦି ଆପଣ ଏହିଭଳି ଭାବରେ ସେହି ଝିଅଟି ସହିତ କଥାହେବେ ତେବେ ସେହି ଝିଅଟି ଆପଣଙ୍କୁ ପସନ୍ଦ କରିବ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।