ଜଣେ ପୁଅ ଯେତେବେଳେ ଜଣେ ଝିଅକୁ ଭଲପାଉଛି ସେ ତାଠାରୁ ବହୁତ କିଛି ଆଶା କରିଥାଏ।ସେମାନେ ରୋମାଣ୍ଟିକ ହେବାକୁ ଚାହିଁଥାନ୍ତି।ଯେତେବେଳେ କୌଣସି ପୁଅ ଜଣେ ଝିଅକୁ ପ୍ରଥମ ଥର ପାଇଁ କିସ କରିଥାଏ ତାକୁ କେତୋଟି ବିଷୟ ପ୍ରତି ଧ୍ୟାନ ରଖିବାକୁ ପଡିଥାଏ।ଦେଖନ୍ତୁ ଏହି ପ୍ରଥମ କିସ ଶେଷ କିସ ହୋଇଥାଏ।ଯଦି ଆପଣ ଏହି ସମୟରେ କିଛିବି ଭୁଲ କରିଦେଲେ ତେବେ ଝିଅଟି ବହୁତ ରାଗିଯାଇ ଥାଏ।ସେ ଆପଣଙ୍କ ଠାରୁ ଦୂରେଇ ଯାଇ ଥାଏ ।ତେଣୁ ଏହି ପ୍ରଥମ କିସ କରିବା ସମୟରେ ଏମିତି କିଛି ଭୁଲ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣ ଆଗକୁ ଅସୁବିଧାରେ ପଡି ପାରନ୍ତି।ଏମିତି କିଛି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ଯେପରି ଝିଅଟି ପ୍ରଥମ ଥର କିସ କଲା ପରେ ତାକୁ ଏପରି ମଜା ଆସିବ ଯେପରି ଅନ୍ୟ ଥର ପାଇଁ ମଧ୍ୟ ମନା କରିବ ନାହିଁ।ଆସନ୍ତୁ ଜାଣିବା ଏମିତି କେଉଁ କଥା ଅଛି ଯାହାକୁ ଆମେ ପ୍ରଥମ ଥର କିସ କଲା ବେଳେ ମନେ ରଖିବା ଉଚିତ।
ଆପଣ ମାନେ ସର୍ବଦା ପ୍ରଥମ କିସ ସମୟରେ ସାଧାରଣ ଭାବରେ ରହିବେ।କିଛିବି ଅଧିକ ଆଗ୍ରହ ପ୍ରକାଶ କରିବେ ନାହିଁ।ଯଦି ଝିଅଟିର ମନ ନାହିଁ ତେବେ ତାକୁ ଜୋର କରିବେ ନାହିଁ।ନଚେତ ଝିଅଟିର ବିଶ୍ୱାସ ଆପଣଙ୍କ ଉପରୁ ଚାଲିଯାଇ ଥାଏ।ଜୋର କଲେ ଝିଅ ମାନଙ୍କୁ ଲାଗିଥାଏ କି ଯେପରି ଆପଣ ତାଙ୍କୁ ଭଲପାଉ ନାହାଁନ୍ତି।ତେଣୁ ସେମାନେ କେବେବି ରାଜି ହେବେ ନାହିଁ।କିସ କରିବା ସମୟରେ ଆପଣ ପୁରା ସିଧା ସାଧା ରହିବେ।କିଛିବି ଏପଟ ସେପଟ କରିବେ ନାହିଁ।ଆପଣ ସର୍ବଦା ନିଜର ରୋମାଣ୍ଟିକ କଥା କହି ଝିଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବେ।ତାପରେ ଯାଇ ଆପଣ ଧୀରେ ଧୀରେ ଝିଅର ଓଠ ପାଖକୁ ଯିବେ।କିସ କରିବା ସମୟରେ ଆପଣ ଝିଅ ମାନଙ୍କୁ କୌଣସି ଆଘାତ ଦେବେ ନାହିଁ।ଯେପରି ସେମାନେ କଷ୍ଟ ଅନୁଭବ କରିବେ।କେତେ ପୁଅ ମାନେ ଅଛନ୍ତି ଯେଉଁ ମାନେ କିସ କରିବା ସମୟରେ ଏତେ ମାତ୍ରାରେ ରୋମାଣ୍ଟିକ ହୋଇଯାଇ ଥାଆନ୍ତି ଯେପରି ସେମାନେ ଝିଅଟିର ଓଠକୁ କାମୁଡି ଦେଇଥାନ୍ତି।
ଦେଖନ୍ତୁ ପ୍ରଥମ କିସରେ ଆଘାତ ହେବା ମାତ୍ରେ ଝିଅଟି ବହୁତ ରାଗିଯାଇ ଥାଏ।କିସ ଏଭଳି ଭାବରେ କରନ୍ତୁ ଯେପରି ସେମାନଙ୍କ ମୁହଁରେ କୌଣସି ପ୍ରକାରର ଦାଗ ଯେପରି ନଲାଗୁ।ଯଦି ଆପଣ ଏଥିରେ କୌଣସି ପ୍ରକାରର ଭୁଲ କରିବେ ତେବେ ଝିଅଟି ଆଉ ଦିତୀୟ ଥର କିସ ପାଇଁ ରାଜି ହୋଇ ନଥାଏ।କିସ କରିବା ସମୟରେ ଆପଣ ସର୍ବଦା ଧ୍ୟାନ ରଖିବେ ଯେ ଆପଣଙ୍କ ପାଟିରୁ ଯେପରି କୌଣସି ପ୍ରକାରର ଦୁର୍ଗନ୍ଧ ନଆସିବ।ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସିବ ଝିଅଟି ଆପଣଙ୍କ ସହିତ କିସ କରିବା ପାଇଁ କମ୍ପଟ ଅନୁଭବ କରିବ ନାହିଁ।ଆପଣ ମାନେ ଏହି ଦୁର୍ଗନ୍ଧକୁ ଦୂର କରିବା ପାଇଁ କିଛି ଛୁଇଁଗମ କିମ୍ବା କୌଣସି ଚକଲେଟ ବ୍ୟବହାର କରି ପାରନ୍ତି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।