ଏହି ସ୍ତ୍ରୀ ମାନଙ୍କ ଠାରୁ ସମସ୍ତଙ୍କୁ ସାବଧାନତା ସହିତ ରହିବାକୁ ପଡିବ।ଏମିତି କେଉଁ ସ୍ତ୍ରୀ ମାନଙ୍କ ଠାରୁ ପୁରୁଷ ମାନଙ୍କୁ ଦୁରେଇ ରହିବା ଦରକାର ।ନଚେତ ସେହି ପୁରୁଷ ମାନେ ବଡ ସଂକଟର ପଡି ପାରନ୍ତି।ବଡ ଲୋକ ମାନେ ମଧ୍ୟ କହିଥାନ୍ତି ବେବକୁଫ ମାନଙ୍କ ସହିତ ମିତ୍ରତା କଲେ ଆପଣ ମଧ୍ୟ ବଡ ମୁର୍ଖରେ ପରିଗଣିତ ହେବ।ହେଇପାରେକି ସେମାନଙ୍କର ସାଥି ଆପଣଙ୍କ ପାଇଁ ଗାତ ଖୋଳୁଥିବେ।ଯେତେବେଳେ ଆମେ ସେହି ଗାତରେ ପଡିଯାଇ ଥାଉ ଏବଂ ଆଉ ବାହାରି ପାରି ନଥାଉ ସେତେବେଳେ ଆମେ ଚିନ୍ତା କରିଥାଉ ଆରେ ଏହି ପିଲାଟି ସହିତ କଣ ପାଇଁ ମିତତ୍ରତା କଲି।ମନେକର ଆପଣ କୌଣସି କାମରେ ଯାଉଛନ୍ତି।ଆପଣଙ୍କ ସାଥି କୌଣସି ପୋଲିସକୁ ଦେଖି ହସି ଦେଲା।ତେବେ ପୋଲିସ ଆପଣ ଦୁଇଜଣଙ୍କୁ ହିଁ ପିଟିବ।ଯଦି ଆପଣ କୌଣସି ଜବ ପାଇଁ ଇଣ୍ଟରଭିଉ ଦେବା ପାଇଁ ଯାଉଛନ୍ତି।ଆପଣଙ୍କର ସାଙ୍ଗ ଆପଣଙ୍କର ପାଖରେ ବସିଛି ।ଯେତେବେଳେ ଆପଣଙ୍କର ସାଥି କୌଣସି ଖରାପ ହରକତ କରୁଛି ତେବେ ଆପଣ ଦୁଇଜଣଙ୍କୁ ଜବରୁ ବାହାର କରିଦିଆଯାଇ ଥାଏ।ଏଠାରେ ଆପଣଙ୍କର ଦୋଷ ନଥାଇ ମଧ୍ୟ ଆପଣ ଦଣ୍ଡ ପାଉଛନ୍ତି।
ଯଦି ଆପଣଙ୍କ ସ୍ତ୍ରୀର ଚରିତ୍ର ଭଲ ନାହିଁ।ସେ ଅନ୍ୟ ପୁରୁଷ ମାନଙ୍କୁ ଦେଖିଲେ ଖରାପ ଭାବନା ତାର ମନକୁ ଆସୁଛି ଏବଂ ଆପଣଙ୍କର ଗାଡି ପଛରେ ଅନେକ ଟୋକା ଆପଣଙ୍କର ସ୍ତ୍ରୀ ପାଇଁ ଲାଇନ ମାରୁଛନ୍ତି।ଏଠାରେ କଣ ହେବ ନା ଆପଣଙ୍କର ଫାଇଟ ସେହି ଲୋକ ମାନଙ୍କ ସହିତ ହେବ।ଏଠାରେ ଆପଣ ବହୁତ ମାତ୍ରାରେ ମାଡ଼ ଖାଇବାର ସୁଯୋଗ ରହିଛି।କହିବାକୁ ଗଲେ ଆପଣ ଏହି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।ବାହା ହେବା ପୂର୍ବରୁ ଆପଣ ଝିଅଟିର ଚରିତ୍ର ଜାଣି ବାହା ହୁଅନ୍ତୁ।ନଚେତ ଆପଣଙ୍କର ଅବସ୍ଥା ଶୋଚନୀୟ ହୋଇଯିବ।ଆପଣ ମାନେ ସର୍ବଦା ଦୁଷ୍ଟ ସ୍ୱଭାବର ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।ଏହାପରେ ହେଉଛି ଯେଉଁ ସ୍ତ୍ରୀ ସଂସ୍କାରି ହୋଇ ନଥାଏ।ମନେକର ଏହି ସ୍ତ୍ରୀ ଆପଣଙ୍କର ମାଆକୁ କହୁଛନ୍ତି ଚୁଡେଲ।କିନ୍ତୁ ସେହିଭଳି ସ୍ତ୍ରୀ ମାନେ ନିଜେ ହିଁ ଡାହାଣୀ ହୋଇଥାନ୍ତି।ଆରେ ଯାହାକୁ ସଂସ୍କାର ଜଣା ନାହିଁ ସେ ମାଆକୁ କଣ ଭଲ ପାଇବ।ତେବେ ଆପଣ ଏହି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।
ଏମାନେ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରେଇଥାନ୍ତି।ଆଉ ଟିକେ ଟିକେ କଥାକୁ ନେଇକି ଝଗଡ଼ା କରିଥାନ୍ତି । ଯେଉଁ ମାନେ ଏମାନଙ୍କ ସହ ପଙ୍ଗା ନିଅନ୍ତି ସେମାନେ ପରେ ପଶ୍ଚାତାପ କରନ୍ତି।ଏହି ସ୍ତ୍ରୀ ମାନେ ବହୁତ ଗର୍ବୀ ଆଉ ଅହଂକାରି ହୋଇଥାନ୍ତି ।ଏମାନେ ଭଲ ହୋଇନଥାନ୍ତି।ଏମାନେ ସବୁବେଳେ ଝଗଡ଼ା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଏମାନେ ଛୋଟ କଥାକୁ ନେଇକି ବହୁତ ବଡ଼ କରିଥାନ୍ତି।ଏମାନେ କୌଣସି ବ୍ୟକ୍ତିଙ୍କୁ ଭୟ କରନ୍ତି ନାହିଁ।ଯିଏ ଯାହାବି କହିଥାନ୍ତି ସେମାନଙ୍କୁ ରୋକ ଠୋକ ମୁହଁରେ ଜବାବ ଦେଇଥାନ୍ତି।ଏମାନେ ଝଗଡ଼ା କରିବା ସମୟରେ ନିଜର ଭୁଲକୁ କେବେ ଦେଖନ୍ତି ନାହିଁ।ସବୁବେଳେ ଅନ୍ୟ ମାନଙ୍କ ଭୁଲକୁ ଦେଖନ୍ତି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।