ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଚାଲନ୍ତୁ ଆଜିର ବିଷୟ ବସ୍ତୁ ଆଲୋଚନା କରିବା, ସାଧାରଣତଃ ଝିଅମାନେ ନିଜର ଋତୁସ୍ରାବ ସମୟରେ ଚୀଡଚିଡା ହେବା, କୈଣସି କାମରେ ମନ ନ ଲାଗିବା ଏବଂ ମୁଡ ଅଫ୍ ହେବା ଭଳି ସମସ୍ୟା ଦେଇ ଗତି କରନ୍ତି । ସେହି ସମୟ ରେ ଜଣେ ଝିଅ ଚାହିଁଥାଏ କି ନିଜର ବୟଫ୍ରେଣ୍ଡ ର ଏକ୍ସଟ୍ରା କେୟାର । ଯଦି ଆପଣ ବି ନିଜର ଗାର୍ଲଫ୍ରେଣ୍ଡ ର ଏକ୍ସଟ୍ରା କେୟାର ନେବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କ ପାଇଁ ଆମେ ଆଜି କିଛି ମେସେଜ୍ ଦେବୁ ।
ତେବେ ଆପଣ ଯଦି ଏହି ସମୟରେ ନିଜର ଗାର୍ଲଫ୍ରେଣ୍ଡ ଙ୍କ କେୟାର ନେବେ ତେବେ ନିଶ୍ଚିତ ଭାବେ ସେ ଆପଣଙ୍କୁ ପୂର୍ବଠୁ ବି ଅଧିକ ଭଲ ପାଇବେ । ତେବେ ଏହି କଥା ତ ସମସ୍ତେ ଜାଣନ୍ତି କି ଋତୁସ୍ରାବ ବେଳେ ଅସହନୀୟ କଷ୍ଟ ହୁଏ ବୋଲି । ହେଲେ ଏହି ସମୟ ରେ ବୟଫ୍ରେଣ୍ଡ ର କେୟାରିଂ ଗୁଣ ଦ୍ୱରା କମ୍ ହୋଇପାରେ । ତେବେ ଆସନ୍ତୁ ଆଉ କିଛି ଉପାୟ ବିଷୟ ରେ ଜାଣିନେବା ଜାହା ଦ୍ୱାରା ଆପଣ ମାନେ ସେମାନଙ୍କ ଏହି କଷ୍ଟ କୁ ଦୂର କରିପାରିବେ ।
ଯଦି ଆପଣ ବାହାରେ ଥିବେ ତେବେ ଏମିତି କହିବେ କି ତାଙ୍କର ପସନ୍ଦର ଫୁଡ୍ ନେଇକରି ଆସୁଛନ୍ତି ବୋଲି । ଜାହା ସେମାନଙ୍କର ପ୍ରିଡା କୁ ବହୁତ କମ୍ କରିଦେବ ।
ସେହି ପରି ଆପଣ ମାନେ ଏମିତି ବି କହି ପାରିବେ କି ତୁମକୁ କିସ୍ କରିବାର ଅଛି ମୁଁ ଜଲ୍ଦି ତୁମ ପାଖକୁ ଯାଉଛି ବୋଲି ।
ଏହା କରିଲେ ଜଣାପଡେ କି ଆପଣଙ୍କର ନିଜର ଗାର୍ଲଫ୍ରେଣ୍ଡ ପାଇଁ କେତେ ଚିନ୍ତା ରହିଛି ବୋଲି ।ଏହା ବି କହି ପାରିବ କି ଣ ତୁମେ ସୋପିଂ କରିବାକୁ ଯିବକି ଏମିତି ସୁଣିଲେ ତାଙ୍କର ମନ ନିଶ୍ଚିତ ଭଲ ହୋଇଯିବ । ବେବି ତୁମେ ଆଜି କେଉଁ ପ୍ରକାରର ଆଇକ୍ରିମ୍ ଖାଇବ ଏମିତି କହିଲେ ତାଙ୍କର କେୟାର ଝଲ୍ଲକି ଉଠିବ ।
ଏମିତି ବି କହି ପାରିବ କି ତୁମେ ଡିନ୍ନର ରେ କେଉଁ ତରକାରୀ ଖାଇବା ପାଇଁ ପସନ୍ଦ କରିବ ।ଏହା ସହିତ ତାଙ୍କର ସ୍ୱସ୍ଥ୍ୟ ପାଇଁ ଔଷଧ ନେଇ କରି ତାଙ୍କର ଯତ୍ନ ନେବା ପାଇଁ ଆପଣମାନେ ଚେଷ୍ଟା କରିପାରିବେ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।ଏହି ଭଳି ଭାବରେ ନୂଆ ନୂଆ ଖବର ପାଇବା ପାଇଁ ଆମ ପେଜକୁ follow କରନ୍ତୁ |