ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ସୁନା ଆଜି 10 ଗ୍ରାମ ପିଛା 1280 ଟଙ୍କା ହ୍ରାସ ହୋଇଛି । ତେବେ ଯଦି ଆପଣ ମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ କେତେ ଟଙ୍କା ଦେଇ କିଣି ପାରିବେ ଏବଂ ଆଜିର ନୂଆ ଦର କଣ ରହିଛି ଆସନ୍ତୁ ନଜର ପକେଇବା ଜାହାକି ବିଶେଷଜ୍ଞ୍ୟ ମାନେ ଏବେ ଏବେ ନୂଆ ଦର ଜାରି କରିଛନ୍ତି । ସୁନା ଦର କୁ ନେଉ ନିକଟରେ ସୁନା ଦରରେ ବହୁତ ହ୍ରାସ ହୋଇଛି ।
ତେବେ ଆଗକୁ ଯେଉଁ ମାନଙ୍କର ବିବାହ ରହିଛି ସେମାନେ ସଙ୍ଗେ ସଙ୍ଗେ ଏହାକି କିଣିନେବା ଉଚିତ ଅଟେ । ପୂର୍ବରୁ ସୁନା ଦର 10 ଗ୍ରାମ କୁ 56 ହଜାର ରହିଥିଲା । ମାତ୍ର ଏବେ 50 ହଜାର ତଳକୁ ଖସି ଆସିଛି । ତେବେ ଆପଣ ମାନେ ବର୍ତମାନ ସମୟ ଠାରୁ ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ ନାହିଁ । ଗତ ତିନି ମାସ ପରେ ଭାରତୀୟ ବଜାର ରେ ଏବେ ସୁନା ଦର ରେ ହ୍ରାସ ହୋଇଛି ।
ଅନ୍ୟ ପକ୍ଷରେ ଚାନ୍ଦି ର ଦର କିଛି ପରିମାଣ ରେ ବଢିଥିବାର ଦେଖିବା ପାଇଁ ମିଳିଛି । ଗତ ସପ୍ତାହିକ କାରବାରରେ 10 ଗ୍ରାମ ସୁନାର ମୂଲ୍ୟ 1000 ରୁ ଦୁଇ କେଜି ଚାନ୍ଦିର ମୂଲ୍ୟ 2000 କୁ ଖସି ଆସିଛି । ଗତ ମାର୍ଚ୍ଚ ମାସ ଆରମ୍ଭ ରୁ 10 ଗ୍ରାମ ସୁନାର ମୂଲ୍ୟ 56 ହଜାର ଟଙ୍କା ରହିଥିଲା ତେବେ ଆଜି ଆମ ରାଜଧାନୀ ଭୁବନେଶ୍ୱର ଅର୍ଥାତ ଓଡିଶା ଦରରେ ସୁନା 10 ଗ୍ରାମ ପିଛା 22 କେରେଟ ର ଦାମ 46 ହଜାର 260 ଟଙ୍କା ରହିଥିଲା ଆଉ ସେହି ପରି 24 କେରେଟ ର ଦାମ୍ ରେ 48 ହଜାର 780 ଟଙ୍କା ଦେଖିବା ପାଇଁ ମିଳିଛି ।
ସେହି ପରି ମୁମ୍ବାଇ ର ମୋଲ୍ଟି କମ୍ୟୁନିଟି ଏକ୍ସଚେଞୀ ରେ ଆଜିବି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ସୁଧ ସୁନା 22 କେରେଟ ର ଦାମ୍ ରେ 47 ହଜାର 450 ଟଙ୍କା ରହିଥିବା ବେଳେ 24 କେରେଟ ସୁନାର ଦାମ୍ ରେ 49 ହଜାର 780 ଟଙ୍କା ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।