ମହିଳା ମାନେ ଏହି କାର୍ଯ୍ୟ କରି ନିଜକୁ ଅଲକ୍ଷଣୀର ଆଖ୍ୟା ଦିଅନ୍ତି।ସେମାନେ ଜାଣିପାରି ନଥାନ୍ତି କି ଏହି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କର ଘର ପରିବାର ଏବଂ ସ୍ୱାମୀଙ୍କର ବହୁତ କ୍ଷତି ହୋଇଥାଏ।ଏମାନେ ଧନର ଅଭାବ ଏବଂ କାଙ୍ଗାଳତାର ଶିକାର ହୁଅନ୍ତି।ବାସ୍ତୁଶାସ୍ତ୍ର ଏକ ଏପରି ଶାସ୍ତ୍ର ଯେଉଁଥିରେ ମହିଳା ମାନେ କରୁଥିବା ଶୁଭ ଏବଂ ଅଶୁଭ କାର୍ଯ୍ୟ ଦ୍ଵାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ।ମହିଳା ମାନଙ୍କୁ ଜାଣି ରଖିବା ଉଚିତ ଯେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ।ଯଦି କୌଣସି କାର୍ଯ୍ୟକୁ କରୁଛନ୍ତି ତେବେ ତାହା କିପରି କରିବେ ଏବଂ ତାର ସୁପରିନାମ କଣ ହୋଇଥାଏ।ଯଦି କୌଣସି କାର୍ଯ୍ୟକୁ ସେମାନେ ଠିକ ଭାବରେ କରୁନାହାନ୍ତି ତେବେ ତାହା ଦ୍ୱାରା ସେମାନଙ୍କର ଅସୁବିଧା ହେବା ସହିତ ତାଙ୍କର ସ୍ୱାମୀଙ୍କର ମଧ୍ୟ ବହୁତ ପ୍ରକାରର ଅସୁବିଧା ହୋଇଥାଏ।ଯାହାକି ସେମାନଙ୍କର ଜୀବନକୁ ନଷ୍ଟ କରିଦିଏ।ଆସନ୍ତୁ ଜାଣିବା ମହିଳା ମାନେ ଶୋଇବା ପୂର୍ବରୁ କରୁଥିବା କେତୋଟି ଭୁଲ କାମ ବିଷୟରେ।
ଯାହାକି ସେମାନଙ୍କର ସ୍ୱାମୀଙ୍କୁ ଦରିଦ୍ର କରିଦେଇଥାଏ।ପ୍ରଥମରେ କେବେବି ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ଏବଂ ଦହିକୁ ଖାଇବା ଓ ସେବନ କରିବା ଉଚିତ ନୁହେଁ ଏବଂ ଅନ୍ୟ ପରିବାରକୁ ଖାଇବାକୁ ଦେବା ମଧ୍ୟ ଉଚିତ ହୋଇ ନଥାଏ।ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ କ୍ଷୀର ,ଦହି ଖାଇବାକୁ ବାର୍ଜିତ କରାଯାଇ ଅଛି।ଏହା କରିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ।ସାଧାରଣତଃ ରାତିରେ ଶୋଇବା ପୂର୍ବରୁ ଆମେ ମାନେ ଦହି କିମ୍ବା କ୍ଷୀର ପିଇ ଶୋଇଥାଉ।ଯାହା ଦ୍ୱାରା ଆମେ ଅଜାଣତରେ ଘରର ବାସ୍ତୁକୁ ବିଗାଡିବା ସହିତ ଘରର ଲଷ୍ମୀଙ୍କ ଅସନ୍ତୁଷ୍ଟ କରିଥାଉ।ଏପରି କରି ଆମେ ଘରର ଅଭାବ ଏବଂ କରଜକୁ ବଢ଼ାଇ ଚାଲୁ।ତେଣୁକରି ରାତିରେ ମହିଳା ମାନେ ଦହି କିମ୍ବା କ୍ଷୀର ଖାଇବା ଏବଂ ଅନ୍ୟ ମାନଙ୍କୁ ଖାଇବାକୁ ଦେବା ଅଶୁଭ ହୋଇଥାଏ।
ଦିନସାରା କାମ କରିବା ପରେ ରାତିରେ ଅଇଁଠା ବାସନ ନଧୋଇ ସକାଳୁ।ଅଇଁଠା ବାସନ ଧୋଇବା ପାଇଁ ଚାହିଁଥାନ୍ତି।ଏଭଳି କାମ କରିବା ଶାସ୍ତ୍ର ପକ୍ଷରେ ଅଶୁଭ ବୋଲି କୁହାଯାଇ ଥାଏ।ଏହା କରିବା ଦ୍ୱାରା ଘରରୁ ଲଷ୍ମୀ ଚାଲି ଯାଇଥାନ୍ତି।ଯାହା ସମ୍ପୂର୍ଣ ଭାବରେ ଅଶୁଭ ଏବଂ ଅନୁଚିତ ହୋଇଥାଏ।ଯେଉଁ ଘରେ ରାତିରେ ଅଇଁଠା ବାସନ ରଖା ଯାଇଥାଏ ସେହି ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।ଘରର ଅନେକ ପରିମାଣରେ ଅଶୁଭ ହୋଇଥାଏ।ଏହି ନକରାତ୍ମକ ପ୍ରଭାବରେ ନିଜର ଅମଙ୍ଗଳ ହେବା ସହିତ ପରିବାର ମଧ୍ୟ ଅମଙ୍ଗଳ ହୋଇଥାଏ।କୌଣସି ମହିଳା ରାତିରେ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହୋଇ ଶୋଇବା ଅନୁଚିତ ହୋଇଥାଏ।ଏହା ଦ୍ୱାରା ମାତା ଲଷ୍ମୀ ରାଗିଥାନ୍ତି।ଯାହାର କୁପରିନାମ ମହିଳା ମାନଙ୍କ ସହିତ ତାଙ୍କର ପରିବାର ଭୋଗ କରିଥାଏ।ଏହା କରିବା ସମ୍ପୂର୍ଣ ଅଶୁଭ ହୋଇଥାଏ।ଘରର ସୁଖ ଓ ଶାନ୍ତି ନଷ୍ଟ ହୋଇଥାଏ।ତେଣୁ ମହିଳା ମାନେ ସର୍ବଦା ଜଗିରଖି କାର୍ଯ୍ୟ କରନ୍ତୁ।ଯଦି ଆପଣ ଏହିସବୁ କଥାକୁ ମନରେ ରଖିବେ ତେବେ ଆପଣଙ୍କ ଘରେ ସୁଖ ଏବଂ ଶାନ୍ତି ଆସିବ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।